-+91-9937148622 |

prerana_bgr@rediffmail.com |

  Wednesday 16th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||      ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   (14-Sep-2026)       ||      ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||     

HOME   ଜିଲ୍ଲା

ଗୋଦାମରଦ୍ଦି ଡିସ୍ କଲର୍ ଚାଉଳର ରିସାଇକ୍ଲିଂ ! ମିଲର୍ - ଆର୍ ଆର୍ ସି - ପରିବହନ ଠିକାଦାର - ଯୋଗାଣ ବିଭାଗ ମଧୁଚନ୍ଦ୍ରିକା

24-Jul-2024



ବଲାଙ୍ଗୀର(ମଳୟ ମିଶ୍ରଙ୍କ ରିପୋର୍ଟ) ସଂପ୍ରତି ବର୍ଷାଦିନର ରାସ୍ତାଘାଟର ଅସୁବିଧାର ଆଳରେ ପଞ୍ଚାୟତଗୁଡିକୁ ଏକକାଳୀନ ୩ ମାସର ସରକାରୀ ଚାଉଳ ବଣ୍ଟନ କରାଯାଉଛି । ତେବେ ଏଥିରେ ଗୋଦାମରଦ୍ଦି, ପଚାସଢା ଓ ବେରଙ୍ଗ ଚାଉଳକୁ ପାର୍ କରିଦିଆ ଯାଉଛି । ଏହା ସରକାରୀ ଚାଉଳକୁ କଳାବଜାରରେ କିଣି ରିସାଇକ୍ଲିଂ କରାଯାଉଥିବା କୁହାଯାଉଛି ।  ଏଥିରେ ମିଲର୍ସଙ୍କ ଠାରୁ ଆରମ୍ଭ କରି ରାଇସ୍ ରିସିଭିଂ ସେଣ୍ଟର, ପରିବହନ ଠିକାଦାର ଓ ପଞ୍ଚାୟତ ସମେତ ଯୋଗାଣ ବିଭାଗର ମିଳିତ ଦୁର୍ନୀତି ରହିଛି । ନିକଟରେ ବଲାଙ୍ଗୀର, ସୋନପୁର, ବୌଦ୍ଧ, ନୂଆପଡା, ବରଗଡ ଓ କଳାହାଣ୍ଡି ଆଦି ଜିଲ୍ଲାର କେତେକ ସ୍ଥାନରେ ଏପରି ଘଟଣା ଜଣାପଡିଛି । ଅନୁସନ୍ଧାନରୁ ପ୍ରକାଶ ଯେ, ରାଇସ୍ ମିଲ୍ ଗୁଡିକରେ ନାମକୁ ମାତ୍ର କମ୍ ପରିମାଣର ଚାଉଳ ମିଲିଂ କରାଯାଉଥିବା ବେଳେ ସରକାର ଯୋଗାଉଥିବା ଖାଦ୍ୟ ସୁରକ୍ଷା ଓ ସ୍କୁଲ୍ ଗୁଡିକୁ ମଧ୍ୟାହ୍ନ ଭୋଜନ ନିମନ୍ତେ ଯୋଗାଣ କରାଯାଉଥିବା ରିହାତି ମୂଲ୍ୟର ଚାଉଳକୁ ପଞ୍ଚାୟତ, ସ୍କୁଲ୍ ବା ଅଙ୍ଗନବାଡି କେନ୍ଦ୍ରଗୁଡିକରୁ ବେପାରୀଙ୍କ ଜରିଆରେ ସଂଗ୍ରହ କରାଯିବାପରେ ତାହାକୁ ଠୁଳକରାଯାଇ କଳାବଜାରରେ ମିଲ୍ ଗୁଡିକୁ ବିକି ଦିଆଯାଉଛି ।  ଚାଉଳକଳଗୁଡିକର ବିଦ୍ୟୁତ୍ ବିଲ୍ ଓ ବଏଲିଂ ରିପୋର୍ଟରୁ ଏହା ଜଣାପଡିପାରିବ । ଏହା ସହିତ ସି ଡବ୍ଲୁ ସି ବା କେନ୍ଦ୍ରୀୟ ଗୋଦାମରେ ଖତ ଖାଇଥିବା ଚାଉଳକୁ ମଧ୍ୟ ଆମଦାନୀ କରି ମିଲର୍ସ ଅଧା ଭଲ ଚାଉଳ ସାଙ୍ଗରେ ଏହାକୁ ଅପମିଶ୍ରଣ 

କରିଦେଉଛନ୍ତି । ଏହି ଚାଉଳକୁ ମିଲର୍ସ ଆର୍ ଆର୍ ସି କୁ ଧରାଧରି କରି ଲଟ୍ ଲଟ୍ ପୁରାଇ ଦେଉଛନ୍ତି । ଚଳିତ ରବିଋତୁର ଚାଉଳ ଏକ ଆର ଆର ସିରେ ଏଭଳି  ଟନ୍ ପିଛା ପଚାଶହଜାର ଟଙ୍କା ପ୍ରୋକ୍ୟୁରମେଣ୍ଟ ଇନିସପେକ୍ଟର ତଥା କ୍ବାଲିଟିକଣ୍ଟ୍ରୋଲ୍ ଇନିସପେକ୍ଟରଙ୍କୁ ଉତ୍କୋଚ ଦେଇ ରିସିଭ୍ କରାଇଥିବା ଓ  ଏହା ପଞ୍ଚାୟତରେ ଧରାପଡିଯିବାରୁ ପୁଣି ଫେରାଇ ଅଣାଯାଇଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ । 

ଆହୁରି ମଧ୍ୟ ସୋନପୁର ଜିଲ୍ଲାର ଏକ କର୍ପୋରେଟ୍ ମଡେଲ ର ଅତ୍ୟାଧୁନିକ ଏଫ ଆରକେ ମିଲ୍ ରେ ଏଭଳି ଚାଉଳର ରୂପାନ୍ତରିକରଣ କରାଯାଉଥିବା ସନ୍ଦେହ ପ୍ରକାଶ ପାଇଛି । ଆହୁରି ମଧ୍ୟ ପୂର୍ବବର୍ଷ ମାନଙ୍କରେ ଧରାପଡିଥିବା ବଜଲାଙ୍ଗୀର ସି ଡବ୍ଲୁ ସିରେ ସୋନପୁର ମିଲର୍ସଙ୍କ ଦ୍ବାରା ଖତଚାଉଳ ଏଥର ମଧ୍ୟ ପୁରାଯାଉଥିବା ଖବର ମିଳୁଛି । 

ଏହା ଯୋଗାଣ ବିଭାଗର ସମ୍ପୂର୍ଣ୍ଣ ଜ୍ଞାତସାରରେ ଚାଲୁଥିବା ବେଳେ ପ୍ରଶାସନିକ ଅଧିକାରୀଙ୍କର ମଧ୍ୟ ସଲାସୁତୁରା ଚାଲିଛି  ପ୍ରାୟ ସମସ୍ତ ଆର ଆର ସି ରେ ଏବେ ଏହି ଅପମିଶ୍ରଣ ଓ  ଚାଉଳର ଗୁଣବତ୍ତା ପ୍ରତି କୋହଳ କାରବାର ଏହାର ମୁଖ୍ୟ କାରଣ । ତେଣୁ ନୂତନ ସରକାରଙ୍କ ପକ୍ଷରୁ ତୁରନ୍ତ ଏସବୁ ଜିଲ୍ଲାର ଯୋଗାଣ ସହାୟକଠାରୁ ଅଧିକାରୀ, ପିଆଇ ବା କ୍ବାଲିଟି କଣ୍ଟ୍ରୋଲ୍ ଇନିସପେକ୍ଟରଙ୍କୁ ସ୍ଥାନାନ୍ତର କରାଯିବାକୁ ଦାବି କରାଯାଇଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   15-Sep-2026
  ଜିଲ୍ଲା  
କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   15-Sep-2026
  ରାଜ୍ୟ  
ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା   14-Sep-2026
  ଜିଲ୍ଲା  
ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ   14-Sep-2026
  ଜିଲ୍ଲା  
ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   14-Sep-2026
  ଜିଲ୍ଲା  
ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   14-Sep-2026
  ଜିଲ୍ଲା  
ମାରାଗୁଡା ସାହିତ୍ୟ ସଂସଦ ଦ୍ବାରା ପ୍ରକାଶିତ ପ୍ରଣବପ୍ରଭା ଇ -ପତ୍ରିକାର ଆଭାସୀ ଉନ୍ମୋଚନ ଉତ୍ସବ   14-Sep-2026
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026

You Might Also Like