-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
16-Jul-2024
ପଦ୍ମପୁର (ପ୍ରେରଣା ଖବର)
ବରଗଡ଼ ଜିଲ୍ଲାପଦ୍ମପୁର ,ରଜାପଡ଼ା ଦମକଳ ଘାଟ ପ୍ରାଙ୍ଗଣରେ ଥିବା ପଡିଆ ଠାରେ ଓ ବାଲୁଙ୍କେଶ୍ୱର ବାବା ମନ୍ଦିର ପାଖରେ ମା ସମଲେଶ୍ଵରୀ କ୍ଲବ୍ ପଦ୍ମପୁର ରଜାପଡ଼ା ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିରେ ମା ସମଲେଶ୍ବରୀ କ୍ଲବ୍ ର ସମସ୍ତ ସଦସ୍ୟ ଓ ଫରେଷ୍ଟର ସରୋଜ କୁମାର ସାହୁ ଅଂଶଗ୍ରହଣ କରି ବୃକ୍ଷ ରୋପଣ କରି ଥିଲେ।ପ୍ରାୟ ୧୦୦ ଚାରା ବୃକ୍ଷ ରୋପଣ କରାଯାଇଥିଲା ସଭାପତି ଅନିଲ ପୋଢ଼ ,ଯୁଗଳ କିଶୋର ସାହୁ,ଜଗବନ୍ଧୁ ପୋଢ଼, ନରହରୀ ବଗର୍ତ୍ତି,ସୁରେଶ ସାହୁ, ବୈଶାଖୁ ଖର୍ସେଲ,ଗଜିନ ରକ୍ସା,ଚନ୍ଦ୍ର ଖର୍ସେଲ,ଆନନ୍ଦ ବାଗ ,ଜିତୁ ବରିହା , ଶଙ୍କର ରାଉତ ,ଜୟନ୍ତ ରାଉତ ଓ ଅନ୍ୟ ମାନ୍ ଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ହୋଇଥିଲା ।