-+91-9937148622 |
prerana_bgr@rediffmail.com |
Monday 21st September 2026 |
R.N.I. Regd No. ODIODI/2010/46693
Breaking News
16-Jul-2024
ସଇଁତଳା(ନାରାୟଣ ସାହୁ): ବଲାଙ୍ଗୀର ଜିଲ୍ଲା ସଇଁତଲା ସାହୁ ସମାଜ ପକ୍ଷ ରୁ ବୃକ୍ଷ ରୋପଣ ଅନୁଷ୍ଠିତ ହେଇଯାଇଛି l ସ୍ଥାନୀୟ ସାନ୍ଦାଶମୁଣ୍ଡା ଠାରେ ସାହୁ ସମାଜ ପକ୍ଷରୁ ବୃକ୍ଷ ହିଁ ଜୀବନ,, ର ବାର୍ତା କୁ ନେଇ ସଇଁତଲା ସାହୁ ସମାଜ ର କର୍ମକର୍ତା ମାନେ ବୃକ୍ଷ ରୋପଣ କରାଯାଇଛି । ଆଜି ସନଦାସ ମୁଣ୍ଡା - ଜୁନାନିମାଲ ରାସ୍ତା କଡ଼ ଠାରେ ବର, ଲିମ୍ବ, କୃଷ୍ଣଚୁଡା, କଦମ୍ବ, ଆମ୍ବ, ପଣସ, ପିପିଲ, ସହ କିଛି ଔଷଧ ବୃକ୍ଷ ରୋପଣ କରାଯାଇଛି ! ଏହି କାର୍ଯ୍ୟକ୍ରମରେ ସାହୁ ସମାଜ ସଭାପତି ଛବିଲାଲ ସାହୁ, ନାରାୟଣ ସାହୁ, ହରିବନ୍ଧୁ ସାହୁ, ଭୀଷ୍ମ ସାହୁ, ଟଙ୍କଧର ସାହୁ, ବିଶ୍ୱନାଥ ସାହୁ, ଅଭିମନ୍ୟୁ ସାହୁ, ରଥି ସାହୁ ଚୂଡ଼ାମଣି ସାହୁ, ବିନୋଦ ସାହୁ, ନିରଞ୍ଜନ ସାହୁ, ଦିଲୀପ ସାହୁ,ଆଶିଷ ସାହୁ, ଅଲେଖ ସାହୁ ପ୍ରମୁଖ ଗଛ ଲଗାଇ ଥିଲେ ! ତେବେ ଗଛ ର ରକ୍ଷଣପାଇଁ ଆଶିଷ ସାହୁ ଓ ପରିବାରଙ୍କୁ ଦାୟିତ୍ଵ ନେଇ ଥିଲେ !