-+91-9937148622 |

prerana_bgr@rediffmail.com |

  Friday 15th May 2026 |

| | | |

R.N.I. Regd No. ODIODI/2010/46693

Breaking News

ଏସ୍‌ସିବି ମେଡିକାଲ ୪ ର୍ଥ ଶ୍ରେଣୀ କର୍ମଚାରୀ ସଂଘର ସମ୍ମିଳନୀ   (15-May-2026)       ||      ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ    (14-May-2026)       ||      ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   (14-May-2026)       ||      ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   (14-May-2026)       ||      *ଗୋପାଳ ରାଇସ ମିଲ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ*-   (14-May-2026)       ||      ବିଶାଲପାଳିରେ ଏକ ବାଲେରୋ ଗାଡିରୁ ବିପୁଳ ଗଞ୍ଜେଇ ଜବତ,୪ ଗିରଫ   (14-May-2026)       ||      ସାମ୍ବାଦିକ ଙ୍କ ମାତୃ ବିୟୋଗ   (14-May-2026)       ||      ପଥର ବ୍ଲାଷ୍ଟିଂ ଯୋଗୁଁ ଚାଷୀ ଓ ଗ୍ରାମବାସୀ ହନ୍ତସନ୍ତ: ନରସିଂହଙ୍କୁ ଅଭିଯୋଗ କଲେ ଉଚ୍ଛବପାଲି ଓ ଉପରବାହାଲ ଗ୍ରାମବାସୀ   (14-May-2026)       ||      ବସ୍‌ରେ ଯିବା ଆସିବା କରିବେ ପରିବହନ ମନ୍ତ୍ରୀ; ନେଲେ ବଡ଼ ନିଷ୍ପତ୍ତି, ଇଭି ବ୍ୟବହାର ପାଇଁ ଅପିଲ୍ କଲେ   (14-May-2026)       ||      ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ   (14-May-2026)       ||      ବିଦ୍ୟା ବିକାଶ ସ୍କୁଲରେ ସିବିଏସସି ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ପରେ ଛାତ୍ରଛାତ୍ରୀ ଙ୍କୁ ସମ୍ବଦ୍ଧିତ    (14-May-2026)       ||      ଦଶମ ଜିଲ୍ଲାପରିଷଦ ବୈଠକ ଶେଷ    (14-May-2026)       ||      ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଡାକ୍ତର ଜନାର୍ଦନ ପୂଜାରୀ ସ୍ମାରକୀ ବକ୍ତୃତା।   (14-May-2026)       ||      ମାଟ୍ରିକ ପରୀକ୍ଷାରେ ବ୍ଲକ୍ ଟପ୍ପର ତଥା ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   (14-May-2026)       ||      ପୁଅକୁ ମାରି ମାଟିତଳେ ପୋତି ଦେଲେ ବାପା, ମା    (14-May-2026)       ||      ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ କଣ୍ଟାମାଳ ଆଦର୍ଶ ବିଦ୍ୟାଳୟ ର ସଫଳତା, ୯୦.୪ପ୍ରତିଶତ ରଖି ସୋନାଲି କର୍ଣ୍ଣ ସ୍କୁଲ ଟପ୍ପର    (14-May-2026)       ||      ବରୀ ତହସିଲ ଅଧୀନରେ ଚାଲିଛି ବେଧଡ଼କ ମାଟି, ବାଲି ଲୁଟ୍   (14-May-2026)       ||      ସି.ବି.ଏସ୍‌.ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି କଳିଙ୍ଗ ନଗରର ଛାତ୍ରଛାତ୍ରୀଙ୍କ ସଫଳତା ୯୬.୮୦ ପ୍ରତିଶତ ସହ ବିଜ୍ଞାନରେ ପ୍ରତୀକ ଷଡ଼ଙ୍ଗୀ ଏବଂ ୯୬. ୪୦ ପ୍ରତିଶତ ସହ ଆଞ୍ଜେଲିନା ଭୂୟାଁ ବାଣିଜ୍ୟରେ ବିଦ୍ୟାଳୟରେ ପ୍ରଥମ     ବିଜ୍ଞାନରେ ୮୦.୪୫  ପ୍ରତିଶତ ଏବଂ ବାଣିଜ୍ୟରେ ୮୦.୬୦ ପ୍ରତିଶତ ସହ ବିଦ୍ୟାଳୟର ସାମଗ୍ରିକ ହାର ୮୦.୪୮ ପ୍ରତିଶତ ରହିଛି    (13-May-2026)       ||      ଯୁବୋଦୟର ଛାତ୍ରଛାତ୍ରୀଙ୍କ ସଫଳତା : ଜେଇଇ, ନିଟ୍ ସହିତ ସିବିଏସଇ ବୋର୍ଡରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ   (13-May-2026)       ||      ପିସି ଓ ଚୌକି ମୋହରେ ବାବୁ, ଠିକାଦାର ମହଲରେ ଅସନ୍ତୋଷ   (13-May-2026)       ||     

HOME   ରାଜ୍ୟ

ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ରଥଯାତ୍ରାର ଧାରାବିବରଣୀ

07-Jul-2024



ବୌଦ୍ଧ// ରଥଯାତ୍ରା ଉପଲକ୍ଷେ ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଧାରା ବିବରଣୀ କେନ୍ଦ୍ର ଖୋଲା ଯାଇ ବିଶିଷ୍ଟ ସାହିତ୍ୟିକ, ଲେଖକ, କବି ମାନଙ୍କୁ ନେଇ ଧାରା ବିବରଣୀ ପ୍ରଦାନ କରାଯାଇଥିଲା l  ଉକ୍ତ ଧାରା ବିବରଣୀରେ ଡଃ. ଇଂ. ସଞ୍ଜୟ କୁମାର ପଣ୍ଡା, ଦୁଃଖିଶ୍ୟାମ ବେହେରା ଅବସରପ୍ରାପ୍ତ ଶିକ୍ଷକ, ଶିବଦତ୍ତ ପଟ୍ଟନାୟକ ସଂସ୍କୃତ ଅଧ୍ୟାପକ, ହୃଷିକେଶ ପ୍ରଧାନ ପତଞ୍ଜଳି ୟୋଗ ପ୍ରଭାରୀ, ରମେଶ ପ୍ରସାଦ ମେହେର ଲେଖକ, ସୁଶାନ୍ତ କୁମାର ମହାପାତ୍ର ପ୍ରଧାନ ଶିକ୍ଷକ, ସନ୍ତୋଷ କୁମାର କର୍ଣ୍ଣ  ଏବଂ ଜ୍ଞାନଚାନ୍ଦ ସଥପତି ସହକାରୀ ଶିକ୍ଷକ, ସତ୍ୟନାରାୟଣ ପାଣି ଇ ଟିଭି ଜିଲ୍ଲା ପ୍ରତିନିଧି, ଚନ୍ଦ୍ରକାନ୍ତ ନାଏକ ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ ପ୍ରଚାରକ  ଯୋଗଦାନ କରି ଧାରାବିବରଣୀ ପ୍ରଦାନ କରିଥିଲେ l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ଏକ

ସୂଚନା କେନ୍ଦ୍ର ଖୋଲା ଯାଇ ଉଭୟ ଓଡ଼ିଆ ଏବଂ ଇଂରାଜୀ ଭାଷାରେ ଲିଖିତ ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭିୟୁ ବହି ବିକ୍ରି କରିବା ସହିତ  ଅନ୍ୟାନ୍ୟ ସୂଚନା ମଧ୍ୟ ପ୍ରଦାନ କରାଯାଇଥିଲା l  ଏହି ସୂଚନା କେନ୍ଦ୍ର ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ ଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କାର୍ଯ୍ୟାଳୟର କର୍ମଚାରୀ ମଣ୍ଟୁ ପାଣ୍ଡେ, ଅକ୍ଷୟ କୁମାର ମହାକୁଡ଼, ବୀରକିଶୋର କର୍ମୀଙ୍କ ସମେତ ଜିତେନ୍ଦ୍ର ମେହେର, ରବି ନାରାୟଣ ବେହେରା ଏବଂ ବାପୁନି ସାହୁ ଙ୍କ ସହଯୋଗରେ ସମ୍ପାଦିତ ହୋଇଥିଲା l ପ୍ରଣାମ ଅନୁଷ୍ଠାନ ପକ୍ଷରୁ କଳାକାର ମାନେ ରଥ ସମ୍ମୁଖରେ ଓଡିଶୀ ନୃତ୍ତ୍ୟ ଅତି ସୁନ୍ଦର ଭାବ ରେ ପରିବେଷଣ କରିଥିଲେ l ଜିଲ୍ଲା ସ୍କାଉଟ ଏବଂ ଗାଇଡ ତରଫ ରୁ ଜଳ ସେବା ଶିବିର ଖୋଲା ଯାଇ ପାଣି ଏବଂ ସର୍ବତ ବଣ୍ଟନ କରାଯାଇଥିଲା l ମାରୱାଡି ଯୁବା ମଞ୍ଚ, ଓମ ଶାନ୍ତି, ଉତ୍ସର୍ଗ ଜଳ ପରିବାର, ସତ୍ୟ ସାଇ ସେବା ସଙ୍ଘ, ମଦନ ସାହୁ ବ୍ୟକ୍ତି ଗତ ଭାବେ ପାନୀୟ ଜଳ ର ବ୍ୟବସ୍ଥା, ଅଚ୍ୟୁତାନନ୍ଦ ମିଶ୍ର ଙ୍କ ବାସ ଭବନ ରେ ଧାରାବିବରଣୀ କେନ୍ଦ୍ର ସ୍ଥାପନ କରାଯିବା ସହ ମିଶ୍ରଙ୍କ ପରିବାର ପକ୍ଷରୁ ସର୍ବତ ଏବଂ ମିଷ୍ଟନ୍ନ ବଣ୍ଟନ କରିଥିଲେ l ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ଥଣ୍ଡା ପାନୀୟ ଜଳ, ଦହି ସର୍ବତ, ମିଷ୍ଟlନ୍ନ,ରନ୍ଧା ଖାଦ୍ୟ, ପ୍ରସାଦ ଆଦି ବଣ୍ଟନ କରାଯାଇଥିଲା l ପୋଲିସ ବିଭାଗ ପକ୍ଷରୁ ଶାନ୍ତି ଶୃଙ୍କାଳ ରକ୍ଷା ପାଇଁ ବ୍ୟବସ୍ଥା, ଜିଲ୍ଲା ଚିକିତ୍ସା ବିଭାଗ ତରଫରୁ ଫାଷ୍ଟ ଏଡ ଓ ଏମ୍ବୁଲେନସ ସେବା ଏବଂ ଅଗ୍ନିଶମ ବିଭାଗ ତରଫ ରୁ ପାଣି ସିଞ୍ଚନ, ଅଗ୍ନିଶମ ଗାଡି ଏବଂ ଷ୍ଟାଫ ମୁତୟନ କରାଯାଇଥିଲା l ରଥ ଆଗରେ ସଂକୀର୍ତ୍ତନ୍ୟ, ନୃତ୍ୟ ବାଦ୍ୟ ଓ ହୁଳହୁଳିରେ ରଥଟଣା କାର୍ଯ୍ୟକ୍ରମ ସମ୍ପର୍ଣ୍ଣ ହୋଇଥିଲା l ଉପଜ଼ିଲ୍ଲାପାଳ ତଥା  କାର୍ଯ୍ୟନିର୍ବାହୀ ଅଧିକାରୀ, ଦେବୋତ୍ତର, ବୌଦ୍ଧ ପ୍ରଭାସ  ଚନ୍ଦ୍ରଦଣ୍ଡସେନା ଏହି ସମସ୍ତ କାର୍ଯ୍ୟ କୁ ନିଜେ ତଦlରଖ  କରିଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଏସ୍‌ସିବି ମେଡିକାଲ ୪ ର୍ଥ ଶ୍ରେଣୀ କର୍ମଚାରୀ ସଂଘର ସମ୍ମିଳନୀ   15-May-2026
  ଜିଲ୍ଲା  
ପୁତୁରା ଏବଂ ଭାଇର ଆକ୍ରମଣରେ ବଡଭାଇ ମୃତ   14-May-2026
  ଜିଲ୍ଲା  
ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   14-May-2026
  ଜିଲ୍ଲା  
ଜଗତସିଂହପୁର ଜିଲ୍ଲାପାଳ ଓ ଏସ୍ ପି ଚଢ଼ଉ କରିଥିଲା ବେଳେ କଟକରେ ବ୍ୟତିକ୍ରମ   14-May-2026
  ଜିଲ୍ଲା  
*ଗୋପାଳ ରାଇସ ମିଲ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ*-   14-May-2026
  ଜିଲ୍ଲା  
ବିଶାଲପାଳିରେ ଏକ ବାଲେରୋ ଗାଡିରୁ ବିପୁଳ ଗଞ୍ଜେଇ ଜବତ,୪ ଗିରଫ   14-May-2026
  ଜିଲ୍ଲା  
ସାମ୍ବାଦିକ ଙ୍କ ମାତୃ ବିୟୋଗ   14-May-2026
  ଜିଲ୍ଲା  
ପଥର ବ୍ଲାଷ୍ଟିଂ ଯୋଗୁଁ ଚାଷୀ ଓ ଗ୍ରାମବାସୀ ହନ୍ତସନ୍ତ: ନରସିଂହଙ୍କୁ ଅଭିଯୋଗ କଲେ ଉଚ୍ଛବପାଲି ଓ ଉପରବାହାଲ ଗ୍ରାମବାସୀ   14-May-2026
  ରାଜ୍ୟ  
ବସ୍‌ରେ ଯିବା ଆସିବା କରିବେ ପରିବହନ ମନ୍ତ୍ରୀ; ନେଲେ ବଡ଼ ନିଷ୍ପତ୍ତି, ଇଭି ବ୍ୟବହାର ପାଇଁ ଅପିଲ୍ କଲେ   14-May-2026
  ଜିଲ୍ଲା  
ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ   14-May-2026
  ଜିଲ୍ଲା  
ବିଦ୍ୟା ବିକାଶ ସ୍କୁଲରେ ସିବିଏସସି ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ପରେ ଛାତ୍ରଛାତ୍ରୀ ଙ୍କୁ ସମ୍ବଦ୍ଧିତ   14-May-2026
  ଜିଲ୍ଲା  
ଦଶମ ଜିଲ୍ଲାପରିଷଦ ବୈଠକ ଶେଷ   14-May-2026

You Might Also Like