-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
05-Jun-2024
(ଡୋଲେଶ୍ଵର ବାଗ )
ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଖୁଦପେଜ ଗ୍ରାମର ଜଣେ ବାଇକ ଆରୋହୀ ବାଇକ୍ ଚାଲିବା ବେଳେ ଭାରସାମ୍ୟ ହରାଇ ଏକ ପୋଲ ଉପରେ ପିଟି ହୋଇ ଦୁର୍ଘଟଣା ହୋଇଥିଲା। ଖଡ଼ିଆଳ କୁ କାମ ନେଇ ଯାଉଥିବା ବେଳେ ତାଙ୍କ ଗାଁ ନିକଟରେ ଥିବା ଏକ ପୋଲ ରେ ପିଟି ହୋଇ ମୃତ୍ୟୁ ହୋଇ ଥିବା ଜଣାପଡିଛି। ମୃତ ବ୍ୟକ୍ତି ଙ୍କୁ ଖଡିଆଳ ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଶବ ବ୍ୟବଚ୍ଛେଦ ପାଇଁ ନିଆଯାଇଅଛି।