-+91-9937148622 |

prerana_bgr@rediffmail.com |

  Wednesday 10th June 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬, ଘରେ ଘରେ ପହଞ୍ଚୁଛନ୍ତି ବି. ଏଲ. ଓ    (09-Jun-2026)       ||      ବରଗଡ଼ ରେ ଅଭାବନୀୟ ଘଟଣା ଚିକିତ୍ସା ଅବହେଳାରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ♦️ ବରଗଡ଼ ପୁରୋହିତ ହସ୍ପିଟାଲ ସାମନାରେ ଶବ ରଖି ରାସ୍ତାରୋକ    (09-Jun-2026)       ||      *ଶିକ୍ଷା ସମ୍ମାନରେ ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ସିଦ୍ଧାର୍ଥ ମହାବିଦ୍ୟାଳୟର ଛାତ୍ର ସତ୍ୟନାରାୟଣ ଭୁଏ*   (09-Jun-2026)       ||      OPSC ପରୀକ୍ଷାରେ କପି ଅଭିଯୋଗର ଖୋଳତାଡ଼   (09-Jun-2026)       ||      ବିଜେଡି ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ   (09-Jun-2026)       ||      ଜାତୀୟରାଜପଥ-୨୬ରେ ଟ୍ରକଚାପାରେ ମାଆଝିଅ ମୃତ,ସହରରେ ଶୋକରଛାୟା   (09-Jun-2026)       ||      ଆଲୁମିନିୟମ ତାର ଚୋରୀ ଅଭିଯୋଗରେ ୬ ଜଣ ଗିରଫ ପରେ କୋର୍ଟ ଚାଲାଣ   (09-Jun-2026)       ||      *ପ୍ରତି ଗାଁ ପ୍ରତି ଘର କୁ ଯୋଗ ର ବାର୍ତା ପହଞ୍ଚାଇବା କୁ ପରାମର୍ଶ କଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ*- *ରଘୁନାଥ ଜଗଦଲା*-   (09-Jun-2026)       ||      ଓଜେଇଇ-୨୦୨୬ ପରୀକ୍ଷାରେ ଯୁବୋଦୟ କଲେଜର ଅଭୂତପୂର୍ବ ସଫଳତା   (09-Jun-2026)       ||      ଯୁବ ସମାବେଶ ନେଇ ଆମପାଣି ମଣ୍ଡଳ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରସ୍ତୁତି ବୈଠକ   (09-Jun-2026)       ||      ଭେଡେନ ବ୍ଲକ ବରିଷ୍ଠ ନାଗରିକ ପୁନର୍ଗଠନ   (09-Jun-2026)       ||      ଟ୍ରକ ଚକା ତଳେ ଜୀବନ ଗଲା ♦️ସ୍କୁଟି ରେ ଯାଉଥିବା ମା ଝିଅ ଟ୍ରକ ଚକା ତଳେ ଚାପି ହୋଇ ମୃତ, ଘଟଣାସ୍ଥଳ ରେ ଶୋକାକୁଳ ପରିବେଶ    (09-Jun-2026)       ||      ବରପାଲି ଶୀତଳ ଷଷ୍ଠୀ ଯାତ୍ରା - ବରଗଡ଼ ଏସ.ପିଙ୍କ ଅଧ୍ୟକ୍ଷତା ରେ ବୈଠକ ।   (09-Jun-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୨୭ଟି ଦରଖାସ୍ତ ଗ୍ରହଣ   (09-Jun-2026)       ||      ସ୍ୱର୍ଗତ ଅବନୀ ମୋହନ ଥିଲେ ତ୍ୟାଗ ଓ ଆଦର୍ଶର ପ୍ରତୀକ♦️ ବରିଷ୍ଠ ସାମ୍ବାଦିକ ସ୍ବର୍ଗତ ଅବନୀମୋହନ ଦାସଙ୍କ ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ବ୍ୟକ୍ତିଙ୍କ ମତ    (09-Jun-2026)       ||      ଏସ ଆଇ ଏଚ ଏମ୍ ରେ ନାମ ଲେଖାଇଲେ ୩ ଜଣ ଛାତ୍ରଛାତ୍ରୀ।   (08-Jun-2026)       ||      ଦୁର୍ଘଟଣାରେ ଆହତଙ୍କୁ ଡାକ୍ତରଖାନା ପଠାଇଲେ ରେଡକ୍ରସ ସ୍ବେଛାସେବୀ ସତ୍ୟନାରାୟଣ    (08-Jun-2026)       ||      ବଡ଼ଚଣା ବ୍ଲକ୍ କାର୍ଯ୍ଯାଳୟ ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର   (08-Jun-2026)       ||      ବାଲିଗୁଡା ଆଇ ଟି ଡି ଏ  ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଚଢ଼ାଉ  ପୁଳାପୁଳା ସମ୍ପତ୍ତି ଠାବ କଲା ଭିଜିଲାନ୍ସ   (08-Jun-2026)       ||      ଲୁହୁରେନ ପାଲି ଗାଁ ର ଲୋକଙ୍କ ସମସ୍ୟା ଶୁଣିଲେ ନରସିଂହ    (08-Jun-2026)       ||     

HOME   ଜିଲ୍ଲା

ସାଇଟ୍ କଲେଜ ରେ ବିଶ୍ୱ ପରିବେଶ ଦିବସ ପାଳିତ

05-Jun-2024



ବଲାଙ୍ଗିର/ସ୍ଥାନୀୟ ସଦାଇପାଲି ପଲ୍ଲିଶ୍ରୀ ବିହାର ସ୍ଥିତ ସାଇଟ କଲେଜ ପରିସର ରେ ଥିବା ଚନ୍ଦନ ବନ୍ ଠାରେ ରାମଜୀ ଯବକ ସଂଘ ତରଫରୁ ବିଶ୍ୱ ପରିବେଶ ଦିବସ ଫାଳନ କରାଯାଇଥିଲା । ରାମଜୀ ଯୁବକ ସଂଘ ର ସଭାପତି ଡା. ପ୍ରମୋଦ କୁମାର ମିଶ୍ର ପରିବେଶ ର ତାତ୍ପର୍ଯ୍ୟ ଓ ପରିବେଶ ର ସୁରକ୍ଷା ବିଷୟରେ ସୂଚନା ଦେଇଥିଲେ । ଅନ୍ୟତମ ଅତିଥି ସାଇଟ କ୍ରୀଡା ସଂଯୋଜକ ସୁନୀଲ ଚନ୍ଦ୍ର ବିଶ୍ୱାଳ ଗଛ କଟା ଯୋଗୁଁ ପରିବେଶ ଅଶାନ୍ତ ଏବଂ ତାପମାତ୍ରା ବୃଦ୍ଧିର ମୂଖ୍ୟ କ।।ରଣ ବୋଲି କହିଥିଲେ । ଆମେ ଯେତେ ପରିମାଣ ରେ ଗଛ କାଟୁଛୁ ତାହା ତୁଳନାରେ ଗଛ ଲଗାଇପାରୁନାହୁଁ ।  ତେଣୁ ସମସ୍ତଙ୍କୁ ସଚେତନ କରାଇବାପାଇଁ ଆମ କ୍ୟାମ୍ପସ ରେ ହଜାରେ ଗଛ ଲଗାଇବା ପାଇଁ ରାମଜୀ ଯବକ ସଂଘ ତରଫରୁ  ବ୍ୟବସ୍ଥା କରାଯାଇଅଛି । ଏହି ଗଛ ମାନଙ୍କର ରକ୍ଷଣା ବେକ୍ଷଣ କରିବା ପାଇଁ କ୍ୟାମ୍ପସ ରେ ଥିବା ସମସ୍ତ କର୍ମଚାରୀ ଶପଥ ନେଇଛନ୍ତି । ଇଲେକଟ୍ରିକ ବିଭାଗ କୁ ଗଛ ମୂଳ ରୁ ନ କାଟି ଦରକାର ପଡିଲେ ସାଇଜ୍ କରିବା ପାଇଁ ଅନୁରୋଧ କରାଯାଇଅଛି । ଆଜିର ସଭାରେ ପ୍ରଶାନ୍ତ ତ୍ରିପାଠୀ, ଜୟନ୍ତ ପଟେଲ, ସୁରଜ ସାଏ, ସଂଜିତ ମିଶ୍ର, ଲୋକନାଥ ସିଂହ, ପ୍ରଫୁଲ୍ଲ ମିଶ୍ର, ସତ୍ୟବାଦୀ ନାଏକ, ଭାଗବତିଆ ଅଦାବରିଆ ଓ ଅନୁଷ୍ଠାନ ର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଶେଷରେ ସୁନୀଲ ଚନ୍ଦ୍ର ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ ।  
 


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱତନ୍ତ୍ର ସଘନ ସଂଶୋଧନ ୨୦୨୬, ଘରେ ଘରେ ପହଞ୍ଚୁଛନ୍ତି ବି. ଏଲ. ଓ   09-Jun-2026
  ରାଜ୍ୟ  
ବରଗଡ଼ ରେ ଅଭାବନୀୟ ଘଟଣା ଚିକିତ୍ସା ଅବହେଳାରେ ମହିଳାଙ୍କ ମୃତ୍ୟୁ ଅଭିଯୋଗ♦️ ବରଗଡ଼ ପୁରୋହିତ ହସ୍ପିଟାଲ ସାମନାରେ ଶବ ରଖି ରାସ୍ତାରୋକ   09-Jun-2026
  ଜିଲ୍ଲା  
*ଶିକ୍ଷା ସମ୍ମାନରେ ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ସିଦ୍ଧାର୍ଥ ମହାବିଦ୍ୟାଳୟର ଛାତ୍ର ସତ୍ୟନାରାୟଣ ଭୁଏ*   09-Jun-2026
  ଜିଲ୍ଲା  
OPSC ପରୀକ୍ଷାରେ କପି ଅଭିଯୋଗର ଖୋଳତାଡ଼   09-Jun-2026
  ଜିଲ୍ଲା  
ବିଜେଡି ଦଳ ପକ୍ଷରୁ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ   09-Jun-2026
  ଜିଲ୍ଲା  
ଜାତୀୟରାଜପଥ-୨୬ରେ ଟ୍ରକଚାପାରେ ମାଆଝିଅ ମୃତ,ସହରରେ ଶୋକରଛାୟା   09-Jun-2026
  ଜିଲ୍ଲା  
ଆଲୁମିନିୟମ ତାର ଚୋରୀ ଅଭିଯୋଗରେ ୬ ଜଣ ଗିରଫ ପରେ କୋର୍ଟ ଚାଲାଣ   09-Jun-2026
  ଜିଲ୍ଲା  
*ପ୍ରତି ଗାଁ ପ୍ରତି ଘର କୁ ଯୋଗ ର ବାର୍ତା ପହଞ୍ଚାଇବା କୁ ପରାମର୍ଶ କଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ*- *ରଘୁନାଥ ଜଗଦଲା*-   09-Jun-2026
  ଜିଲ୍ଲା  
ଓଜେଇଇ-୨୦୨୬ ପରୀକ୍ଷାରେ ଯୁବୋଦୟ କଲେଜର ଅଭୂତପୂର୍ବ ସଫଳତା   09-Jun-2026
  ଜିଲ୍ଲା  
ଯୁବ ସମାବେଶ ନେଇ ଆମପାଣି ମଣ୍ଡଳ ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ପ୍ରସ୍ତୁତି ବୈଠକ   09-Jun-2026
  ଜିଲ୍ଲା  
ଭେଡେନ ବ୍ଲକ ବରିଷ୍ଠ ନାଗରିକ ପୁନର୍ଗଠନ   09-Jun-2026
  ଜିଲ୍ଲା  
ଟ୍ରକ ଚକା ତଳେ ଜୀବନ ଗଲା ♦️ସ୍କୁଟି ରେ ଯାଉଥିବା ମା ଝିଅ ଟ୍ରକ ଚକା ତଳେ ଚାପି ହୋଇ ମୃତ, ଘଟଣାସ୍ଥଳ ରେ ଶୋକାକୁଳ ପରିବେଶ   09-Jun-2026

You Might Also Like