-+91-9937148622 |

prerana_bgr@rediffmail.com |

  Tuesday 1st September 2026 |

| | | |

R.N.I. Regd No. ODIODI/2010/46693

Breaking News

ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ    (31-Aug-2026)       ||      ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   (31-Aug-2026)       ||      ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   (31-Aug-2026)       ||      ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   (31-Aug-2026)       ||      *ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   (31-Aug-2026)       ||      ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   (31-Aug-2026)       ||      ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (31-Aug-2026)       ||      ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   (31-Aug-2026)       ||      *ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   (31-Aug-2026)       ||      ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   (31-Aug-2026)       ||      ତହଁକ୍ କୁଟୁମର୍ ହଜଲା ରସ, ନୁରମା ଆସ   (31-Aug-2026)       ||      *ରକ୍ତସେତୁ: Gen Z ମାନଙ୍କ ଦ୍ୱାରା ପ୍ରତିଷ୍ଠିତ ଜରୁରୀକାଳୀନ ରକ୍ତଦାନ ସେବା ସଂଗଠନ*   (31-Aug-2026)       ||      ପାର୍ଲାମେଣ୍ଟ ଯୁଗ୍ମ କମିଟିର ଭୁବନେଶ୍ୱର ଗସ୍ତ ♦️ବିଧାୟକ ଓ ପୂର୍ବତନ ବିଧାୟକମାନଙ୍କର ବେତନ ଓ ଭତ୍ତା ସମ୍ପର୍କରେ ଆଲୋଚନା    (31-Aug-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍କାଉଟ ଓ ଗାଇଡର ଯୋଜନା ବୈଠକ ଅନୁଷ୍ଠିତ ।   (31-Aug-2026)       ||      ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଇଡ଼କୋ ଅଧ୍ୟକ୍ଷା ଶ୍ରୀମତୀ ଉଷା ପାଢ଼ୀଙ୍କ ଦ୍ୱାରା କାଳିବେଟି ଏବଂ ମୁଦାମ୍ବା ଶିଳ୍ପାଞ୍ଚଳ ବିକାଶ କାର୍ଯ୍ୟର ସମୀକ୍ଷା   (30-Aug-2026)       ||      *କେଲିଆ ମନ୍ଦିର ଉନ୍ନୟନ କମିଟି ସହ ନବରଙ୍ଗପୁର ସାଂସଦ ଙ୍କ ବୈଠକ*   (30-Aug-2026)       ||      ଉପରବାହାଲ ଠାରେ ଡିବିରୀ ଟ୍ରଷ୍ଟ ଆନୁକୂଲ୍ୟରେ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ   (30-Aug-2026)       ||      ଚତୁର୍ଥସ୍ତମ୍ଭ ଆଜି ଅବହେଳିତ.. ସାମ୍ବାଦିକ ଙ୍କ ସୁରକ୍ଷା ସହ ପେନସନ ବ୍ୟବସ୍ଥା ଲାଗୁ କରିବା ନିହାତି ଆବଶ୍ୟକ..   (30-Aug-2026)       ||     

HOME   ବିଶେଷ

ପ୍ରକୃତିର ଚମତ୍କାର କୁହ କିମ୍ବା ଆଶୀର୍ବାଦ : କୃଷକଙ୍କ ବାଡ଼ିରେ ଫଳୁଛି ୩ କେଜିଆ ଲେମ୍ବୁ

27-Dec-2020



(ପ୍ରେରଣା ଖବର) କୃଷକଙ୍କ ବାଡ଼ିରେ ଫଳୁଛି ୩ କେଜିଆ ଲେମ୍ବୁ । ପ୍ରକୃତିର ଚମତ୍କାର କୁହ କିମ୍ବା ଆଶୀର୍ବାଦ ।  ହରିୟାଣା ହିସାରମଣ୍ଡି କିଶନଗଡ଼ ଗାଁରେ ହେ।ଇଛି ଏପରି ଚମତ୍କାର ।  ଚାଷୀ ବିଜେନ୍ଦ୍ର ଥେ।ରିଙ୍କ ଜମିରେ ଫଳିଛି ତରଭୁଜ ଆକାରର ଲେମ୍ବୁ । ଏତେ ବଡ଼ ଲେମ୍ବୁ କଥା ଶୁଣି ସମେସ୍ତ ଆଶ୍ଚର୍ଯ୍ୟ ହେ।ଇଯାଉଛନ୍ତି । କଥାଟି ଅବିଶ୍ୱନୀୟ ହେଲେ ମଧ୍ୟ ନିରାଟ ସତ ।  ଦେଖିବା ଲେ।କ ଘଡ଼ିଏ ଅଟକି ଯାଇ ଲେମ୍ବୁ ବଗିଚାକୁ ଚାହୁଁଛନ୍ତି । କିଶନଗଡ଼ର କୃଷକ ବିଜେନ୍ଦ୍ର ଥେ।ରି ନିଜ ଜମିରେ ଫଳାଉଛନ୍ତି ବିଶାଳ ବିଶାଳ ଲେମ୍ବୁ । ଲେମ୍ବୁ ଗଛରେ ଫଳୁଥିବା ଗେ।ଟିଏ ଗେ।ଟିଏ ଲେମ୍ବୁର ଓଜନ ୩ କିଲେ। କିମ୍ବା ତା’ଠାରୁ ମଧ୍ୟ ଅଧିକ । ଆଖିରେ ଦେଖିଲେ ସୁଦ୍ଧା ଅନେକ ଏହାକୁ ବିଶ୍ୱାସ କରିପାରୁ ନାହାନ୍ତି । ଆଉ  ବିଶାଳକାୟ ଲେମ୍ବୁ ଗୁଡ଼ିକୁ ଦେଖିବାକୁ ରାଜ୍ୟ ତଥା ରାଜ୍ୟ ବାହାରୁ ଲେ।କଙ୍କ ଭିଡ଼ ଜମୁଛି । ଖାଲି ଦେଖିବାକୁ ଆସୁନାହାନ୍ତି, ଗଲାବେଳେ ଘରକୁ ଲେମ୍ବୁ ମଧ୍ୟ ନେଇ ଯାଉଛନ୍ତି । କେବଳ ଏତିକି ନୁହେଁ ଲେମ୍ବୁ ଗଛ ସହ ଫେଟା ମଧ୍ୟ ନେଉଛନ୍ତି ଆସୁଥିବା ଲେ।କେ ।  ଖୁବ ଶୀଘ୍ର ବିଜେନ୍ଦ୍ର ଥେ।ରୀ ନିଜ ଜମିରେ ଫଳୁଥିବା ଲେମ୍ବୁ ପାଇଁ ଗିନିଜ୍ ବୁକ୍ ଅଫ ୱାଲ୍ଡ଼ ରେକର୍ଡ଼ରେ ପଞ୍ଜୀକରଣ ଲାଗି ଆବେଦନ କରିବେ । ଲେମ୍ବୁ ଗଛରେ କେବଳ ଅର୍ଗାନିକ ଖତସାର ଦିଆଯାଉଛି ବେ।ଲି କହିଛନ୍ତି  ବିଜେନ୍ଦ୍ର ଥେ।ରି । କୌଣସି ରାସାୟନିକ ସାରର ପ୍ରୟେ।ଗ କରାଯାଉ ନାହାନ୍ତି । ଅର୍ଗାନିକ ସାରର ପ୍ରୟେ।ଗ ଯେ।ଗୁଁ  ଲେମ୍ବୁର ଓଜନ ବଢ଼ୁଥିବା ଆଶା କରୁଛନ୍ତି  ଚାଷୀ । କିଛି ବର୍ଷ ପୂର୍ବରୁ ପଞ୍ଜାବରୁ ଲେମ୍ବୁ ଚାରା ଆଣି ନିଜର ୭ ଏକର ଜମିରେ ଲଗାଇଥିଲେ ବିଜେନ୍ଦ୍ର । ବର୍ତ୍ତମାନ ଲେମ୍ବୁ ଗଛ ଗୁଡ଼ିକ ଅମଳକ୍ଷମ ହେ।ଇଛି ଆଉ ବିରାଟ ଆକାରର ଲେମ୍ବୁ ଫଳିବା ଦ୍ୱାରା ସମସ୍ତଙ୍କ ଧ୍ୟାନ ଆକର୍ଷଣ ହେଉଛି । ଏତେ ବଡ଼ ବଡ଼ ଲେମ୍ବୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟାନ୍ୱିତ ହ।ଇ ଯାଉଛନ୍ତି । ବିଜେନ୍ଦ୍ର ନିଜେ ମଧ୍ୟ ଲେମ୍ବୁର ଅକାର ଓ ଓଜନ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ତେବେ ଏବେ ସୁଦ୍ଧା ଲେମ୍ବୁ ଗୁଡ଼ିକ କେଉଁ କିସମର ବେ।ଲି ଜଣାପଡ଼ୁନି । କିଛି ଲେ।କଙ୍କ କହିବା ଅନୁସାରେ ଇସ୍ରାଏଲରେ ଏ ପ୍ରକାର ଲେମ୍ବୁ ଗଛ ଦେଖିବାକୁ ମିଳେ । କୃଷି ବୈଜ୍ଞାନିକକୁ ଦେଖାଇବା ପରେ ମଧ୍ୟ କେହି ଏ ପ୍ରକାର ଲେମ୍ବୁର କିସମ ଜାଣିପାରୁ ନାହାନ୍ତି । ତେବେ ସବୁଠାରୁ ବଡ଼ କଥାହେଲା ଏହି ଲେମ୍ବୁ ରସ ପିଇବା ଦ୍ୱାରା ପଥୁରୀ ରେ।ଗ ସମ୍ପୂର୍ଣ୍ଣ ଭଲ ହେ।ଇଯାଉଛି । ପଥୁରୀ ରେ।ଗ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ ରାମବାଣ ସଦୃଶ ଏହି ଲେମ୍ବୁ ।  ଏକଥା ଜାଣିବା ପରେ ନିକଟସ୍ଥ ଗାଁ, ସହର ଓ ରାଜ୍ୟ ବାହାରୁ ଲେମ୍ବୁ  ନେବାକୁ ଆସୁଛନ୍ତି । ଆଜିକାଲି ଦିନକୁ ଦିନ ଚାଷର ଚାହିଦା ବଢ଼ୁଥିବା ବେଳେ, ଲେ।କେ ମଧ୍ୟ ଚାଷ ପ୍ରତି ଆଗ୍ରହ ପ୍ରକାଶ କରଛନ୍ତି । ପାରମ୍ପାରିକ ଚାଷରୁ ଉର୍ଦ୍ଧ୍ୱକୁ ଉଠି ଆଧୁନିକ ପ୍ରଣାଳୀର ଚାଷ ଲେ।କଙ୍କୁ ଅଧିକ ଆକର୍ଷତ କରୁଛି । କିଛି ଦିନ ପୂର୍ବରୁ ବିନା ମାଟିରେ ଚାଷ ହେଉଥିବା କଥା ଆପଣ ଣୁଣିଥିବେ ନିଶ୍ଚିତ ।  ବିନା ମାଟିରେ ହାଇଡ୍ରୋପେନିକ ପ୍ରଣାଳୀରେ ଚାଷ ହୋଇଛି ଭଳିକି ଭଳି ଲିଫ ଭେଜିଟେବୁଲ । ଘରର ଛାତ ଉପରେ ୮୦୦ ବର୍ଗ ଫୁଟ ପରିମିତ ଜାଗାରେ ଏଭଳି ଚାଷ ହୋଇଛି। ଏହି ଚାଷ କରି ଚର୍ଚ୍ଚାକୁ ଆସିଛନ୍ତି ଜଗତସିଂହପୁର ଜିଲ୍ଲା ସୁଜଙ୍ଗ ଗାଁର ଆଶିଷ ମହାନ୍ତି।Bହାଇଦ୍ରାବାଦରେ ଚାକିରି କରୁଥିବା ଆଶିଷ ଦିନେ ଏ ଚାଷ ନେଇ ପ୍ରଶିକ୍ଷଣରେ ଯୋଗ ଦେବା ପରେ ଏହାକୁ ପେଶା ଭାବେ ଗ୍ରହଣ କରିଛନ୍ତି। ନଭେମ୍ବର ମାସରେ ପ୍ରଥମେ ନିଜ ଘର ଛାତ ଉପରେ ଏହି ଚାଷ ଆରମ୍ଭ କରି ସଫଳ ହୋଇଥିଲେ ଆଶିଷ। ନିଜ ବାଡ଼ିରେ ଥିବା ଖାଲି ସ୍ଥାନରେ ପଲ୍ଲୀହାଉସ  ନିର୍ମାଣ କରି ଲିଫ୍ ଭେଜିଟେବୁଲ ଓ ଏକଜୋଟିକ୍ ଭେଜିଟେବୁଲ ଚାଷ 66କରିଛନ୍ତି। ଏହି ଚାଷ ପ୍ରଣାଳୀର ବିଶେଷତ୍ୱ ହେଉଛି ବିନା ମାଟି,ବିନା କେମିକାଲ,ବିନା ପେଷ୍ଟିସାଇଡ୍ ତଥା ୯୦% କମ୍ ପାଣିରେ ଏହି ଚାଷ  ସମ୍ଭବ। ବର୍ତ୍ତମାନ ୨୩୦ ବର୍ଗମିଟର ସ୍ଥାନରେ ୫ ହଜାରରୁ ଅଧିକ ଗଛ ଲଗାଇଛନ୍ତି ଆଶିଷ। ଆଉ ସେଥି ମଧ୍ୟରୁ ତାଙ୍କର ୨ଟି ସେଟଅପ ବିକ୍ରି ହୋଇସାରିଛି। ଆଶିଷଙ୍କ ଏଭଳି ପଦକ୍ଷେପ ପରେ ତାଙ୍କ ବାପା ମାଆ ଖୁସି ବ୍ୟକ୍ତ କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବଲାଙ୍ଗୀରର ବିକାଶ ଯାତ୍ରାରେ ଯୋଡ଼ି ହେଲା ଆଉ ଏକ ସ୍ୱର୍ଣ୍ଣିମ ଅଧ୍ୟାୟ - ଅଧ୍ୟକ୍ଷା ଲିକା ସାହୁ   31-Aug-2026
  ଜିଲ୍ଲା  
ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ   31-Aug-2026
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ରାଜ୍ୟ  
ଡେଙ୍ଗ ବିଦ୍ୟାଳୟରେ ଉତ୍ସାହୋଦ୍ଦୀପକ ପରିବେଶ ମଧ୍ୟରେ ‘ସଂସ୍କୃତ ସପ୍ତାହ’ ଉଦ୍‌ଯାପିତ   31-Aug-2026
  ଜିଲ୍ଲା  
ପୋଲରୁ ଖସିଲା ବାଇକ୍: ସ୍ତ୍ରୀ ମୃତ, ସ୍ବାମୀ ଓ ପୁଅ ଗୁରୁତର   31-Aug-2026
  ଜିଲ୍ଲା  
ସୁବର୍ଣ୍ଣପୁର ସିନିୟର୍ ଫୁଟବଲ୍ ଲିଗ - 2026 ରାମଧୁନ କ୍ଲବ ଚମ୍ପିୟାନ   31-Aug-2026
  ଜିଲ୍ଲା  
*ଜିଲ୍ଲାପାଳ ଡ଼. ନୃପ ରାଜ ସାହୁ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ରେ ଭାବ ପ୍ରବଣ ସୁବର୍ଣ୍ଣପୁର*-   31-Aug-2026
  ଜିଲ୍ଲା  
ବରପାଲି ବିଜ୍ଞାପିତ ପରିଷଦ ପକ୍ଷରୁ ସାୟତ୍ତ ଶାସନ ଦିବସ ପାଳିତ   31-Aug-2026
  ଜିଲ୍ଲା  
ବୋଡ଼େନ ବ୍ଲକ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାପାଳ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   31-Aug-2026
  ଜିଲ୍ଲା  
ବରପାଲି ଓମ୍ ଶାନ୍ତି ଭବନରେ ପବିତ୍ର ରକ୍ଷା ବନ୍ଧନ ଉତ୍ସବ ପାଳିତ   31-Aug-2026
  ଜିଲ୍ଲା  
*ବେଆଇନ ମଦ ବିକ୍ରୀ ବନ୍ଦ ପାଇଁ ଜାମଗୁଡା ମହିଳା ମାନଙ୍କ ଦାବୀ*   31-Aug-2026
  ଜିଲ୍ଲା  
ବିନିକା କଂଗ୍ରେସ ତରଫରୁ ବିଏଲଏ-୨ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ   31-Aug-2026

You Might Also Like