-+91-9937148622 |

prerana_bgr@rediffmail.com |

  Sunday 3rd May 2026 |

| | | |

R.N.I. Regd No. ODIODI/2010/46693

Breaking News

ଜୋରଦାର୍ ହେଉଛି ବିଦ୍ୟୁତ କର୍ମଚାରୀ ଛଟେଇ ବିରୋଧରେ ଆନ୍ଦୋଳନ    (02-May-2026)       ||      ନୂଆପଡ଼ା ଜିଲ୍ଲା ମାଧ୍ୟମିକ ବୋର୍ଡ ପରୀକ୍ଷା ରେ ଜିଲ୍ଲା ଟପ୍ପର ହୋଇଛନ୍ତି ରୂପେ ପୁନମ ମେହେର ୫୫୦ ନମ୍ବର ରଖିଛନ୍ତି।   (02-May-2026)       ||      ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନବୀନ ଚିଠି ଲେଖିଲେ ନବୀନ ♦️ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।   (02-May-2026)       ||      ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ ♦️ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅପରାହ୍ନ ୪ଟାରେ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା ହୋଇଛି   (02-May-2026)       ||      +୩ପରୀକ୍ଷାରେ ସଫଳତା : ଶ୍ରେଷ୍ଠ ୧୦ରେ ପାର୍ବତୀଗିରି ମହିଳା ମହାବିଦ୍ୟାଳୟର ୩ଜଣ ଛାତ୍ରୀ   (02-May-2026)       ||      ଅଗ୍ନିକାଣ୍ଡ ନେଲା ମା ଓ ଭାଇ ଙ୍କ ଜୀବନ   (02-May-2026)       ||      ଲୋଇସିଂହା ଅନ୍ତର୍ଗତ ଗୁର୍ଜିଭଟା ରେ ପ୍ରଥମ ନାଇଟ ଫୂଟବଲ ପ୍ରତିଯୋଗିତା ଅନୁଷ୍ଠିତ   (02-May-2026)       ||      ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ଦେବର୍ଷି ନାରଦ ଜୟନ୍ତୀ ପାଳିତ    (02-May-2026)       ||      ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଜୟନ୍ତୀ ପଟେଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା    (02-May-2026)       ||      ରୋତ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ସୁରଙ୍ଗୀ 2026 ଅନୁଷ୍ଠିତ   (02-May-2026)       ||      ଶ୍ରମିକ ନେତା ପ୍ରଶାନ୍ତ କୁମାର ପାଢ଼ୀଙ୍କୁ “ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ” ପ୍ରଦାନ   (02-May-2026)       ||      *ଡାବୁଗାଁ ବ୍ଲକ ପରିସରରେ ବିଧାୟକଙ୍କ ଉପସ୍ଥିତିରେ ୨୧୦ ଜଣଙ୍କୁ ନୂତନ ଭତା ବଣ୍ଟନ*   (02-May-2026)       ||      ଚୌଦ୍ୱାର -କଟକ ବିଜେଡ଼ି ଗଡ଼ ଭୁସୁଡ଼ିଲା   (02-May-2026)       ||      ଶ୍ରମିକ ଦିବସକୁ ପ୍ରତିବାଦ ଦିବସ ଭାବେ ପାଳନ କଲା ବଲାଙ୍ଗୀର ଓୟୁଜେ ଶାଖା   (02-May-2026)       ||      ସମ୍ବଲପୁର ମହାନଗର ନିଗମ, ଶ୍ରମିକ ଦିବସରେ ସଫେଇ ଅଭିଯାନର ଶୁଭାରମ୍ଭ    (02-May-2026)       ||      *ଜିଲ୍ଲା ଆଇନ ସେବା ପ୍ରାଧିକରଣ ଆନୁକୂଲ୍ୟରେ ଅର୍ନ୍ତରାଷ୍ଟ୍ରୀୟ ଶ୍ରମିକ ଦିବସ ପାଳିତ*   (02-May-2026)       ||      ପାତଲଗଙ୍ଗା ଠାରେ ପବିତ୍ର ବୈଶାଖ ମେଳା ଅନୁଷ୍ଠିତ ପାଇଁ ବ୍ୟାପକ ପ୍ରସ୍ତୁତି, ଶ୍ରଦ୍ଧାଳୁଙ୍କ ପାଇଁ ସୁବନ୍ଧୋବସ୍ତ ବ୍ୟବସ୍ଥା   (02-May-2026)       ||      ଶ୍ରମିକ ଛଟେଇ ହେଲେ ଆନ୍ଦୋଳନ ହେବ : ପ୍ରମୋଦ ମିଶ୍ର    (02-May-2026)       ||      ଶ୍ରମିକ ଦିବସ ପାଳିତ, ଶ୍ରମିକ ଛଟେଇ ହେଲେ ଆନ୍ଦୋଳନ ହେବ- ପ୍ରମୋଦ ମିଶ୍ର   (02-May-2026)       ||      ଓଡ଼ିଶା ଭିନ୍ନକ୍ଷମ କ୍ରିକେଟ ଦଳରେ ବାଗବାଡିର ଧୀରେନ୍ଦ୍ର ମେହେର ସାମିଲ   (01-May-2026)       ||     

HOME   ରାଜନୀତି

ଓଡିଶାରେ ଶାସନର ତୁରନ୍ତ ପରିବର୍ତ୍ତନ ହେବା ଆବଶ୍ୟକ : ପୁରନ୍ଦର ମିଶ୍ର

27-May-2024



ଭୂବନେଶ୍ୱର(ପ୍ରେରଣା ଖବର ): ଓଡିଶାକୁ ନବୀନ ପଟ୍ଟନାୟକ ଓ ଭି.କେ.ପାଣ୍ଡିଆନ ମିଳିତ ଭାବେ ଲୁଟି ଚାଲିଥିବା, ଓଡ଼ିଶା ନିର୍ବାଚନ ପାଇଁ ଛତିଶଗଡ଼ ରାଜ୍ୟ ବିଜେପି ପକ୍ଷରୁ ନିଯୁକ୍ତ ସହ-ପ୍ରଭାରୀ ଏବଂ ରାୟପୁର ଉତ୍ତରର ବିଧାୟକ ପୁରନ୍ଦର ମିଶ୍ର ଅଭିଯୋଗ କରିଛନ୍ତି।

ପଟ୍ଟନାୟକ ଓ ପାଣ୍ଡିଆନ ଯୋଡ଼ି ପ୍ରାକୃତିକ ସମ୍ପଦରେ ଭରପୁର ଓଡିଶାକୁ ସବୁ କ୍ଷେତ୍ରରେ ହରିଲୁଟ କରି କାଙ୍ଗାଳ ବନାଇ ଦେଇଥିବା ଶ୍ରୀ ମିଶ୍ର କ୍ଷୋଭର ସହିତ ପ୍ରକାଶ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି ସପକ୍ଷରେ ପ୍ରଚାର କରିବା ଅଵସରରେ ଶ୍ରୀ ମିଶ୍ର ଏହିପରି ଆକ୍ଷେପ କରିଛନ୍ତି। ନିରୀହ ଓଡ଼ିଶା ବାସୀଙ୍କୁ ପଟ୍ଟନାୟକ-

ପାଣ୍ଡିଆନ ଧୋକା ଦେଇଥିବା ସେ କହିଛନ୍ତି।ଓଡ଼ିଶାର ଲୁଣ୍ଠନକାରୀ ପଟ୍ଟନାୟକ-ପାଣ୍ଡିଆନ ଯୋଡ଼ିକୁ ଚଳିତ ନିର୍ବାଚନରେ ଉଚିତ ଶାସ୍ତି ପ୍ରଦାନ କରି କ୍ଷମତାରୁ ହଟାଇ ଦେବା ପାଇଁ ପୁରନ୍ଦର ମିଶ୍ର ରାଜ୍ୟବାସୀଙ୍କୁ  ଆହ୍ୱାନ ଜଣାଇଛନ୍ତି।         

ପଟ୍ଟନାୟକ-ପାଣ୍ଡିଆନଙ୍କର ଅପାରଗତା ଫଳରେ ଓଡ଼ିଶାରେ କଳକାରଖାନା ବନ୍ଦ ହୋଇଯିବା କାରଣରୁ ରାଜ୍ୟର ଯୁବ ସମ୍ପ୍ରଦାୟ ବାହାରକୁ ପଳାୟନ କରୁଛନ୍ତି ବୋଲି ଶ୍ରୀ ମିଶ୍ର ଦର୍ଶାଇଛନ୍ତି।ଓଡ଼ିଶା ମଧ୍ୟରେ ସାଢ଼େ ଚାରି କୋଟି ଲୋକ ରହୁଥିବା ବେଳେ ରାଜ୍ୟ ବାହାରେ ପ୍ରାୟ ଦୁଇ କୋଟି ପ୍ରବାସୀ ଓଡ଼ିଆ ରହିଛନ୍ତି। ଛତିଶଗଡ଼ରେ ବସବାସ କରୁଥିବା ୩୫ଲକ୍ଷ ଓଡ଼ିଆ ବିଶେଷ କରି ଓଡ଼ିଶାର ଗଜପତି, ଟିଟିଲାଗଡ଼ ଓ ବଲାଙ୍ଗୀର ଜିଲ୍ଲାରୁ ହିଁ ଯାଇଥିବା ସେ ସୁଚାଇଛନ୍ତି। ଏଭଳି ବ୍ୟାପକ ପଳାୟନକୁ ରୋକିବା ଏବଂ ରାଜ୍ୟ ମଧ୍ୟରେ ଏହାର ଅଧିବାସୀମାନଙ୍କ ପାଇଁ ଉପଯୁକ୍ତ ଭାବେ ନିଯୁକ୍ତିର ସୁବିଧା ଉପଲବ୍ଧ କରିବା ପାଇଁ ଓଡ଼ିଶାବାସୀ ରାଜ୍ୟରେ ବିଜେପି ସରକାର ପ୍ରତିଷ୍ଠା କରିବାକୁ ଶ୍ରୀ ମିଶ୍ର ନିବେଦନ କରିଛନ୍ତି। ପ୍ରଧାନମନ୍ତ୍ରୀଙ୍କର କାର୍ଯ୍ୟାଳୟକୁ ଅଧାଅଧି ଓଡ଼ିଆ ଅଧିକାରୀ ସମ୍ଭାଳୁଥିବା ସୁଚାଇ, ଓଡ଼ିଶାରେ ପ୍ରତିଭା ଓ ପାରଦର୍ଶିତାର କୌଣସି ଅଭାବ ନଥିବା ସେ ସ୍ପଷ୍ଟ କରିଦେଇଥିଲେ। ଓଡ଼ିଶାର ପଟ୍ଟନାୟକ-ପାଣ୍ଡିଆନ ସରକାର ରାଜ୍ୟବାସୀଙ୍କର ବୌଦ୍ଧିକତାର ସଦୁପଯୋଗ କରିବାରେ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଥିବା ନେଇ ଶ୍ରୀ ମିଶ୍ର ଗଭୀର ଉଦବେଗ ପ୍ରକାଶ କରିଥିଲେ।     

ବଲାଙ୍ଗୀରର ବଜାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଞ୍ଚାଲଙ୍କା ଦର ୪୦/- ଟଙ୍କା ଓ ଶୁଖିଲା ଲାଲ ଲଙ୍କା ଦର ୮୦/- ଟଙ୍କା ବୋଲି ଜାଣିବା ପରେ ସେଠାକାର ସରକାରୀ କର୍ମକର୍ତ୍ତାମାନଙ୍କୁ ଲାଲ ଲଙ୍କା ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ନିର୍ଦ୍ଦେଶ ଦେଇଥିବା ଉଲ୍ଲେଖ କରି ଶ୍ରୀ ମିଶ୍ର ମୁଖ୍ୟମନ୍ତ୍ରୀଙ୍କର ମୂର୍ଖାମୀକୁ କଡ଼ା ସମାଲୋଚନା କରିଥିଲେ। ପାଖାପାଖି ୨୫ ବର୍ଷ ହେଲା ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ବସିଥିଲେ ସୁଦ୍ଧା ନବୀନବାବୁ ଓଡ଼ିଆ କହିପାରୁ ନଥିବା କଥା ତାଙ୍କର ଓଡ଼ିଆ ଭାଷା ପ୍ରତି ଘୃଣାଭାବ ତଥା ଓଡ଼ିଶାର ଅସ୍ମିତା ଉଦ୍ଦେଶ୍ୟରେ ଅସମ୍ମାନର ସ୍ଵାକ୍ଷର ବହନ କରୁଥିବା ଶ୍ରୀ ମିଶ୍ର କହିଥିଲେ। ଅପରପକ୍ଷରେ ସେ ନିଜେ ୪୦ବର୍ଷ ହେଲା ଛତିଶଗଡ଼ରେ ରହୁଥିଲେ ମଧ୍ୟ ସ୍ପଷ୍ଟ ଭାବରେ ଓଡ଼ିଆ ଉଚ୍ଚାରଣ କରୁଥିବା ପୁରନ୍ଦର ମିଶ୍ର ସୁଚାଇଥିଲେ। ତାମିଲନାଡୁର ଅଧିକାରୀମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କର ଦପ୍ତରକୁ ଚଳାଇବାର ସୁଯୋଗ ଦେଇ ଓଡ଼ିଶାବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ହତାଦର କରୁଥିବାରୁ ରାତି ୮ଟା ପରେ ରାଜ୍ୟର ଜନସାଧାରଣଙ୍କ ପାଇଁ ତାଙ୍କର ଦ୍ୱାର ବନ୍ଦ ହୋଇଯାଉଥିବା ଶ୍ରୀ ମିଶ୍ର ପ୍ରକାଶ କରିଥିଲେ।ଓଡ଼ିଶାର ସଂସ୍କୃତି ଓ ସଭ୍ୟତାର ପ୍ରତୀକ ଧୋତି ପିନ୍ଧିବା ବଦଳରେ ମୁଖ୍ୟମନ୍ତ୍ରୀ ଲୁଙ୍ଗି ପିନ୍ଧୁଛନ୍ତି ବୋଲି ସେ କହିଥିଲେ। ବର୍ତ୍ତମାନ ନବୀନବାବୁ ଗୃହବନ୍ଦୀ ସାଜିବା ସାଙ୍ଗକୁ

ପୋଷା ଶୁଆ ପରି ପାଣ୍ଡିଆନ ଯାହା ଇଙ୍ଗିତ କରୁଛନ୍ତି ,ତାହା କରିବା ବା କହିବା ଅତ୍ୟନ୍ତ ଲଜ୍ଜ୍ୟାଜନକ ଘଟଣା ବୋଲି ଶ୍ରୀ ମିଶ୍ର ସୂଚାଇଛନ୍ତି। ବହୁତ ଦିନ ଧରି ପୋଖରୀରେ ପାଣି ବଦଳା ନଗଲେ ଏହା ଯେପରି ଦୂଷିତ ହୋଇଯାଇଥାଏ, ଓଡ଼ିଶା ସରକାରଙ୍କର ବର୍ତ୍ତମାନ ସେହିପରି ଦଶା ହୋଇଥିବା ଦର୍ଶାଇ ରାଜ୍ୟରେ ତୁରନ୍ତ ପଟ୍ଟନାୟକ-ପାଣ୍ଡିଆନ ଶାସନର ପରିବର୍ତ୍ତନ ଆଣିବା ପାଇଁ ଶ୍ରୀ ମିଶ୍ର ଆଗ୍ରହ ପ୍ରକାଶ କରିଛନ୍ତି।                             ପୁରନ୍ଦର ମିଶ୍ର ଓଡ଼ିଶାର ନବରଙ୍ଗପୁର, କଳାହାଣ୍ଡି, କୋରାପୁଟ, ସମ୍ବଲପୁର, ବରଗଡ, ବଲାଙ୍ଗୀର, ସୁନ୍ଦରଗଡ଼, ଭୁବନେଶ୍ୱର, ପୁରୀ, ଭଦ୍ରକ ଏବଂ କେନ୍ଦ୍ରାପଡା ଆଦି ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବିଭିନ୍ନ ଇଲାକାରେ ବିଜେପିର ସାଂସଦ ଓ ବିଧାୟକ ପ୍ରାର୍ଥୀମାନଙ୍କ ପାଇଁ ଗତ ୨୦ ଦିନ ହେଲା ତୋଫାନୀ ପ୍ରଚାର ଚଳାଇଥିବା ଜଣାଯାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜୋରଦାର୍ ହେଉଛି ବିଦ୍ୟୁତ କର୍ମଚାରୀ ଛଟେଇ ବିରୋଧରେ ଆନ୍ଦୋଳନ   02-May-2026
  ଜିଲ୍ଲା  
ନୂଆପଡ଼ା ଜିଲ୍ଲା ମାଧ୍ୟମିକ ବୋର୍ଡ ପରୀକ୍ଷା ରେ ଜିଲ୍ଲା ଟପ୍ପର ହୋଇଛନ୍ତି ରୂପେ ପୁନମ ମେହେର ୫୫୦ ନମ୍ବର ରଖିଛନ୍ତି।   02-May-2026
  ଜିଲ୍ଲା  
ଜିତୁ ମୁଣ୍ଡାଙ୍କ ଘଟଣାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ନବୀନ ଚିଠି ଲେଖିଲେ ନବୀନ ♦️ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରିବାକୁ ନିବେଦନ କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ।   02-May-2026
  ରାଜ୍ୟ  
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ ♦️ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଅପରାହ୍ନ ୪ଟାରେ ବିଧିବଦ୍ଧ ଭାବେ ରେଜଲ୍ଟ ଘୋଷଣା ହୋଇଛି   02-May-2026
  ଜିଲ୍ଲା  
+୩ପରୀକ୍ଷାରେ ସଫଳତା : ଶ୍ରେଷ୍ଠ ୧୦ରେ ପାର୍ବତୀଗିରି ମହିଳା ମହାବିଦ୍ୟାଳୟର ୩ଜଣ ଛାତ୍ରୀ   02-May-2026
  ଜିଲ୍ଲା  
ଅଗ୍ନିକାଣ୍ଡ ନେଲା ମା ଓ ଭାଇ ଙ୍କ ଜୀବନ   02-May-2026
  ଜିଲ୍ଲା  
ଲୋଇସିଂହା ଅନ୍ତର୍ଗତ ଗୁର୍ଜିଭଟା ରେ ପ୍ରଥମ ନାଇଟ ଫୂଟବଲ ପ୍ରତିଯୋଗିତା ଅନୁଷ୍ଠିତ   02-May-2026
  ଜିଲ୍ଲା  
ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତରଫରୁ ଦେବର୍ଷି ନାରଦ ଜୟନ୍ତୀ ପାଳିତ   02-May-2026
  ଜିଲ୍ଲା  
ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଜୟନ୍ତୀ ପଟେଲଙ୍କୁ ଭବ୍ୟ ସମ୍ବର୍ଦ୍ଧନା   02-May-2026
  ଜିଲ୍ଲା  
ରୋତ ମହାବିଦ୍ୟାଳୟରେ ବାର୍ଷିକ ଉତ୍ସବ ସୁରଙ୍ଗୀ 2026 ଅନୁଷ୍ଠିତ   02-May-2026
  ରାଜ୍ୟ  
ଶ୍ରମିକ ନେତା ପ୍ରଶାନ୍ତ କୁମାର ପାଢ଼ୀଙ୍କୁ “ମୁଖ୍ୟମନ୍ତ୍ରୀ ଶ୍ରମିକ ବନ୍ଧୁ ସମ୍ମାନ” ପ୍ରଦାନ   02-May-2026
  ଜିଲ୍ଲା  
*ଡାବୁଗାଁ ବ୍ଲକ ପରିସରରେ ବିଧାୟକଙ୍କ ଉପସ୍ଥିତିରେ ୨୧୦ ଜଣଙ୍କୁ ନୂତନ ଭତା ବଣ୍ଟନ*   02-May-2026

You Might Also Like