-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗିର ଜିଲ୍ଲା କଳାକାର ସମନ୍ୱୟ ସମିତିର ବୈଠକ,କଳାକାର ମାନଙ୍କୁ ବିଭିନ୍ନ କ୍ଷେତ୍ରରେ ଅବହେଳା ନେଇ ଉଦବେଗ

27-May-2024



ବଲାଙ୍ଗିର (ପ୍ରେରଣା ଖବର ): ବଲାଙ୍ଗିର ଜିଲ୍ଲା କଳାକାର ସମନ୍ୱୟ ସମିତି, ବଲାଙ୍ଗିର ଆନୁକୂଲ୍ୟରେ ସଦର ବ୍ଲକ ବଲାଙ୍ଗିର ଚୂଡ଼ାପାଲି ନିକଟସ୍ଥ ଭୁଏ ପାଲି ଠାରେ ସମନ୍ୱୟ ସମିତିର ସଭାପତି ଗୁରୁଶ୍ରୀ ପରମାନନ୍ଦ ମାଝିଙ୍କ ଅଧ୍ୟକ୍ଷ୍ୟତାରେ ଅନୁଷ୍ଠିତ ସଭାରେ ଉଦବୋଧନ ଦେଇ ସେ କହିଲେ, କଳାକାର ଆଜି ସବୁକ୍ଷେତ୍ରରେ ଅବହେଳିତ ଅସମ୍ମାନିତ ହେଇ ପଡ଼ି ରହି ଛନ୍ତି l ସର୍ବଦା ପ୍ରଶାସନିକ ଓ ରାଜନୈତିକ ଅଣଦେଖାରେ ରହିଛି l କଳାକାର ଶିଶୁ ଜନ୍ମଦିନରେ, ବିବାହ ସମୟରେ, ପାର୍ବପର୍ବାଣୀରେ, ନେତା ମନ୍ତ୍ରୀଙ୍କ ସ୍ୱାଗତ ସମୟରେ ଏପରିକି ଶବଦାହ ସମୟରେ କଳାକାରଙ୍କୁ ଖୋଜା ପଡ଼େ, କିନ୍ତୁ ଆଜି କଳାକାର ପେଟକୁ ଦୁଇ ମୁଠା ଚାଉଳ ନାହିଁ, ଏହାଠାରୁ ଅମାନିବିକତା କଣ ଥାଇପାରେ ବୋଲି କ୍ଷୋଭ ପ୍ରକାଶ କରିଥିଲେ l ଜିଲ୍ଲା ଲୋକ ମହୋତ୍ସବ ବନ୍ଦ ନେଇ ଆଗାମୀ ଦିନରେ ଜିଲ୍ଲା କଳାକାର ସମନ୍ୱୟ ସମିତି କରିବାକୁ ଆହ୍ୱାନ ଦେଇଥିଲେ, ଫଳସ୍ୱରୂପ ସମସ୍ତଙ୍କ ନିଷ୍ପତି ଅନୁସାରେ ଏକ ଅଡା ଚାଉଳ ଦଶ ଟଙ୍କା ଓ ଯାହାର ଯେତେ ସକ୍ଷମ ଅନୁସାରେ ଟଙ୍କା ସହାୟତା ଦେବାକୁ ଅନୁରୋଧ କରାଯାଇଥିଲା l ପରିଣାମରେ ଆଜିର ସଭାରେ ୪୫ ହଜାର ୩୦୦ ଟଙ୍କା ସହାୟତା ରାଶି ମିଳିଥିଲା l ସମନ୍ୱୟ ସମିତି ତଥା ଜିଲ୍ଲା କଳାକାର ସଂସ୍କୃତି ଉପସଭାପତି ସୁଦାମ ବିଶି ନିଜ ବକ୍ତବ୍ୟରେ କହିଲେ ମୁଖ୍ୟମନ୍ତ୍ରୀ କଳାକାର ସହାୟକ ଯୋଜନାରେ ପୁରୁଷ - ମହିଳା କଳାକାର ସମାନତା ନାହିଁ, ଯେଉଁ କଳାକାର ୨୦ବର୍ଷ ଧରି ପେସାଦାର ଭାବେ କଳାପରିବେଷଣ କରୁଛନ୍ତି ସେମାନଂକୁ ବିନା ସିଲେକ୍ସନ କରି ଭତ୍ତା ପ୍ରଦାନ କରିବାକୁ ଦାବୀ ରଖିଥିଲେ l ସାମାଜିକ ସୁରକ୍ଷା ଅଣଦେଖା କରାଯାଉଛି ବୋଲି କହିଥିଲେ l ସଂଯୋଜକ ପୂର୍ଣ୍ଣ ଚନ୍ଦ୍ର ବିଶ୍ୱାଳ ତାଙ୍କ ବକ୍ତବ୍ୟରେ କହିଲେ, ଆଜି ଯେଉଁ କଳାକାର ପେସାଦାର ଭାବେ କଳା ପରିବେଷଣ କରୁଛି ତାଙ୍କୁ ଅଣ କଳାକାର ବିଚାରକ ହେଇ ଜଜମେଣ୍ଟ କରୁଛି ତାଠାରୁ ଜଣେ କଳାକାର କଣ ଆଶା କରିବ l ଅନେକ ନକଲି କଳାକାର ଭତ୍ତା ଯୋଜନାରେ ସାମିଲ ଥିବା ଅଭିଯୋଗ ରହିଛି, ଯାହା ଆଗାମୀ ଦିନରେ ସମନ୍ୱୟ ସମିତି ରାଜରାସ୍ତାକୁ ଓହ୍ଲାଇବ l କେତେକ ସ୍ୱାର୍ଥବାଦୀ ପାଇଁ ଲୋକ ମହୋତ୍ସଚ ହେଇ ପାରିଲାନି ଯାହା କଳାକାରମାନଙ୍କ ଅପମାନଜନକ l ତେଣୁ ଆଜି କଳାକାର ଯେଉଁ ପଦକ୍ଷେପ ନେଇଛି ତାଙ୍କୁ ତ୍ୱରିନିତ କରିବାକୁ ନିବେଦନ କରିଥିଲେ, ବିଭୁ ଚନ୍ଦ୍ର ଗଡତ୍ୟା, କାଳିନ୍ଦ୍ରି ମାଝୀ, ପ୍ରମୋଦ ନାଏକ, ଚିତ୍ରସେନ ବଗର୍ତ୍ତୀ, ବେଣୁଧର ପଟେଲ, କୁଶ ବରିହା ପ୍ରମୁଖ ନିଜର ମତ ଦେଇଥିବା ବେଳେ ସମନ୍ୱୟ ସମିତିର ସମ୍ପାଦକ ସତ୍ୟ ବନଛୋର ସଭା ପରିଚାଳନା କରିଥିଲେ l ପବିତ୍ର ଭୁଏ, ଯାଦବ ଧାରୁଆ, ମହେନ୍ଦ୍ର ସିଂ ନିନା ସହିତ ଆଠଟି ବ୍ଲକର କଳାକାର ଉପସ୍ଥିତ ରହି ସହଯୋଗରେ ସଫଳ କରିଥିଲେ ଓ ଶ୍ରୀରାମ ମହିଳା ସଂକୀର୍ତ୍ତନ୍ୟ ଦଳ ଖାଦ୍ୟ ପାଣି ବ୍ୟବସ୍ଥା ରେ ସହଯୋଗ ରହିଥିଲା l


News Comment




Photo in News

Advertisment
Lastest News
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026

You Might Also Like