-+91-9937148622 |

prerana_bgr@rediffmail.com |

  Saturday 19th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||      ଓଡ଼ିଶାର ପୌରପରିଷଦ, ଏନ୍‌.ଏ.ସି. ଓ ମହାନଗର ନିଗମ ସାଧାରଣ ନିର୍ବାଚନ♦️ ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି*   (18-Sep-2026)       ||      ବାଗଡିଆ ଗାଁରେ ମହାଆଡମ୍ବର ପୂର୍ଣରେ ବିଶ୍ୱକର୍ମା ପୂଜା ପାଳିତ   (18-Sep-2026)       ||      ଲଣ୍ଡନରେ ଯୋଗ ଦ୍ୱାରା ଶାନ୍ତି କାମନା କାର୍ଯ୍ୟକ୍ରମ ଆୟୋଜନ   (18-Sep-2026)       ||       ଲୋକସେବା ଭବନରେ ଚାରା ରୋପଣ କଲେ, ପ୍ରଦର୍ଶନୀ ପଡିଆରେ  ମେଗା-ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ   (18-Sep-2026)       ||      ଲାଞ୍ଚନେବା ଘଟଣାରେ ୨ ଅଡିଟର୍ ଧରାପଡିଲେ ବଲାଙ୍ଗୀର ଓ ସୋନପୁର ଜିଲ୍ଲାରେ କେବେ  ?   (18-Sep-2026)       ||      ମୁକ୍ତେଶ୍ୱର ପ୍ରାଙ୍ଗଣରେ ଆଶୀର୍ବାଦର ଦୀପ ଜାଳି ପ୍ରଧାନମନ୍ତ୍ରୀଙ୍କ ଦୀର୍ଘ ଆୟୁ କାମନା କଲେ ମୁଖ୍ୟମନ୍ତ୍ରୀ♦️ଜଳିଲା ୧୧ ହଜାର ‘ଆଶୀର୍ବାଦର ଦୀପ’   (18-Sep-2026)       ||      ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||     

HOME   ଅପରାଧ

ବିଜୁ ଜନତା ଦଳ ପକ୍ଷରୁ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଙ୍କ ତରଭା ରେ ରୋଡ଼ ଶୋ  

16-May-2024



ତରଭା(କପିଳାସ ସେଠ )ବଲାଙ୍ଗୀର ଲୋକସଭା ଓ ସୋନପୁର ବିଧାନସଭା ନିର୍ବାଚନମଣ୍ଡଳୀ ର ତରଭା ବ୍ଲକ ରେ ବିଭିନ୍ନ ଦଳୀୟ ପ୍ରାଥୀଙ୍କ ନିର୍ବାଚନୀ ସଭା, ପ୍ରଚାର ଜୋରଦାର ହେଉଛି I ପ୍ରାଥୀ ଗାଁ ଗାଁ ବୁଲି ଭୋଟ ଭିକ୍ଷା କରି ନିଜ ସପକ୍ଷ ସମର୍ଥନ ଜୁଟାଇବା ଲାଗି ପଡିଛନ୍ତି  I ପୋଷ୍ଟର ବେନରରେ ଭରପୁର ରହିଥିବା ବେଳେ ପ୍ରଶାସନ ଖୋଲିବାରେ ଲାଗି ପଡିଛି I ସୋନପୁର ନିର୍ବାଚନ ମଣ୍ଡଳୀର ବିଜୁ ଜନତା ଦଳ ବିଧାନସଭା ବିଧାୟକ ପ୍ରାଥୀ ତଥା ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ସନ୍ଧ୍ୟାରେ  ହଜାରଧିକ ମହିଳା ଓ ଅଞ୍ଚଳ ର ତୁଙ୍ଗ ନେତା, କର୍ମି, ସ୍ଥାନୀୟ ନିର୍ବାଚିତ ଲୋକ ପ୍ରତିନିଧି ମାନଙ୍କୁ ନେଇ ତରଭା ସହର ର ଉଭୟ  ମୁଖ୍ୟ ରାସ୍ତାରେ ରୋଡ଼ଶୋ  (ଶୋଭାଯାତ୍ରା ) ମାଧ୍ୟମରେ ଲୋକଙ୍କୁ ଭୋଟ ଭିକ୍ଷା କରିଥିଲେ I  ଶଙ୍ଖ ଚିନ୍ହା ଜିନ୍ଦାବାଦ ଧ୍ୱନିରେ ସହର ପ୍ରକମ୍ପିତ ହୋଇ ପଡିଥିଲା  I ସହର ର ମୁଖ୍ୟ ରାସ୍ତା ରେ ଥିବା ବିଭିନ୍ନ ଛକ ମାନଙ୍କୁ ମନ୍ତ୍ରୀ ଙ୍କୁ ଅଞ୍ଚଳ ଓ ପଡା ବାସି ସ୍ୱାଗତ କରିଥିଲେ I ଏହି ଶୋଭାଯାତ୍ରା ସମୟରେ ରାଜ୍ୟ ସରକାର ଙ୍କ ପକ୍ଷରୁ ତରଭା ସହରର 12ଗୋଟି ୱାର୍ଡ ତଥା  ବିଭିନ୍ନ ସ୍ଥାନରେ କାର୍ଯ୍ୟ କ୍ଷମ କରାଯାଇଥିବା ଓ ନିର୍ମାଣ ଧୀନଥିବା 34 ଗୋଟି ବିଭିନ୍ନ ଉନ୍ନୟନ କାର୍ଯ୍ୟ ର ପ୍ରଚାର ପତ୍ର ସହର ବାସି ଙ୍କୁ ବଣ୍ଟନ କରାଯାଉ ଥିବାର ଦେଖା ଯାଇଥିଲା  I ଏହି ଶୋଭାଯାତ୍ରା ସହର ରେ ଥିବା ପେଟ୍ରୋଲ ପମ୍ପ ନିକଟରୁ ବାହାରି ନୁଆଁ ପଡା ଛକ, ରଥଛକ, ମେହେର ପଡା, ସୁନାରି ପଡା, ମାରୱାଡିପଡା, ଥାନା, ଦୂର୍ଗା ମଣ୍ଡପ ଛକ, ଦେଇ ନୁଆଁ ପଡା ମୁଖ୍ୟ ରାସ୍ତା ଦେଇ ମନ୍ତ୍ରୀ ନିରଞ୍ଜନ ଙ୍କ ଶୋଭାଯାତ୍ରା ହୋଇ ଥିଲା I  ଏହି ଶୋଭାଯାତ୍ରା ସମୟରେ ଜିଲ୍ଲା ବିଜୁଜନତା ଦଳ ସଭାପତି ତଥା ବ୍ଲକ ଚେୟାରମ୍ୟାନ ସରୋଜ କମ୍ପ, ପୁର୍ବତନବ୍ଲକ ଚେୟାରମ୍ୟାନ ଶତ୍ରୁଘନ ପୃଷ୍ଟି,, ପୂର୍ଵତନ ନଗରପାଳ ଶୈଳେନ୍ଦ୍ର ସାହୁ, ଙ୍କଉପ ନଗର ପାଳ ଗଗନ ଅଗ୍ରୱାଲ, କାଉନସିଲର ଆକବର ଅଲ୍ଲୀ, ସନ୍ତୋଷ ମେହେର, ସୁଜାତା ରଥଙ୍କ ସହ ସମସ୍ତ କାଉନସିଲର ଓ ସୁବାସ ସେଠୀ, ମଧୁ ସୁଦନ ପାଣ୍ଡେ, ଦୂର୍ଗା ସଡ଼ଙ୍ଗି, ସତ୍ୟ ନାରାୟଣ ପୂଜାରୀ,ସୂର୍ଯ୍ୟ ନାରାୟଣ ସାହୁ, ଜନାର୍ଦ୍ଦନ ଥାନାପତି, ସୁରେନ୍ଦ୍ର ଦଳବେହେରା, ଙ୍କ ସମେତ ହଜାରଧିକ  ନେତା ଓ କର୍ମି ସାମିଲ ଥିଲେ I 

ସେହିପରି ଗତ ରବିବାର ଦିନ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ର ସ୍ୱାଧୀନ ବିଧାୟକ ପ୍ରାଥୀ ସୋନାଲି ବିଶି ନିଜ ସହଯୋଗୀ ମାନଙ୍କୁ ନେଇ ତରଭା ରେ ରୋଡ଼ ଶୋ କରିଥିଲେ I 


News Comment




Photo in News

Advertisment
Lastest News
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026
  ଜିଲ୍ଲା  
ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    18-Sep-2026
  ଜିଲ୍ଲା  
ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର   18-Sep-2026
  ଜିଲ୍ଲା  
ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   18-Sep-2026
  ଜିଲ୍ଲା  
ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   18-Sep-2026
  ଜିଲ୍ଲା  
କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   18-Sep-2026
  ଜିଲ୍ଲା  
*ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   18-Sep-2026
  ଅପରାଧ  
ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   18-Sep-2026
  ରାଜ୍ୟ  
ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   18-Sep-2026

You Might Also Like