-+91-9937148622 |
prerana_bgr@rediffmail.com |
Tuesday 15th September 2026 |
R.N.I. Regd No. ODIODI/2010/46693
Breaking News
11-May-2024
(ଡୋଲୋଶ୍ଵର ଵାଗ )
ନୂଆପଡ଼ା ଜିଲ୍ଲା ଖଡ଼ିଆଳ ସହର ଦୈନିକ ବଜାର ରେ ବିଜେପି ଦଳୀୟ ପ୍ରାର୍ଥୀ ହିତେଶ କୁମାର ବଗର୍ତ୍ତି ଜୋରସୋରରେ ନିର୍ବାଚନ ପ୍ରଚାର କରୁଛନ୍ତି। ଆଜି ନିର୍ବାଚନ ପ୍ରଚାର ଅନ୍ତିମ ଦିନ ହୋଇଥିବା ବେଳେ ସମସ୍ତ ପ୍ରାର୍ଥୀ ନିଜ ଦଳ ସପକ୍ଷ ରେ ଭୋଟ ଦେବା ପାଇଁ ସରକାରଙ୍କ ଜନ କଲ୍ୟାଣ ଯୋଜନା ଉପରେ ଭୋଟର ମାନଙ୍କୁ ପ୍ରଚାର ପତ୍ର ବଣ୍ଟନ କରୁଛନ୍ତି।