-+91-9937148622 |
prerana_bgr@rediffmail.com |
Saturday 25th April 2026 |
R.N.I. Regd No. ODIODI/2010/46693
Breaking News
11-May-2024
ଡୋଲୋଶ୍ଵର ଵାଗ ) ନୂଆପଡ଼ା ଜିଲ୍ଲା ଖଡିଆଳ ସହର ମଧ୍ୟରେ ସ୍ବାଧିନ ପ୍ରାର୍ଥୀ ଆୟକର ବିଭାଗ ଅବସରପ୍ରାପ୍ତ କମିଶନର ଶ୍ରୀକାନ୍ତ ଚାଟାର୍ଜୀ ନିର୍ବାଚନ ପ୍ରଚାର କରୁଛନ୍ତି। ଆଜି ନିର୍ବାଚନ ପ୍ରଚାର ବନ୍ଦ ହେବା ବେଳେ ସମଲେଶ୍ବରୀ ମନ୍ଦିର ଠାରେ ନିର୍ବାଚନର ଅନ୍ତିମ ଭାଷଣ ଦେବେ। ଦେଶର ଚତୁର୍ଥ ଏବଂ ରାଜ୍ୟର ପ୍ରଥମ ଚରଣ ନିର୍ବାଚନ ପାଇଁ ଆଜି ଅପରାହ୍ନ ୫ ଘଣ୍ଟା ମଧ୍ୟରେ ନିର୍ବାଚନ ବନ୍ଦ ହେବ।