-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
02-May-2024
ପାଟଣାଗଡ/କଣ୍ଟାବାଞ୍ଜି, (ପ୍ରେରଣା ଖବର) ଆଜି ପାଟଣାଗଡ ଓ କଣ୍ଟାବାଞ୍ଜି ଅଞ୍ଚଳରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ପାଟଣାଗଡ ବିଜେଡି ବିଧାୟକ ପ୍ରାର୍ଥୀ ସରୋଜ ମେହେର ମୁଖ୍ୟ ଅତିଥି ରୂପେ ଯୋଗଦେଇ କଣ୍ଟାବାଞ୍ଜ ସକ୍ରିୟ କର୍ମୀ ସମ୍ମିଳିନୀ ତଥା ମୁରିବାହାଲ ବ୍ଲକ ର ମିଶ୍ରଣ ପର୍ବ ରେ ସାମିଲ ହୋଇଥିଲେ l ଅଶୀର ପୁଟେଲ, ଡୋଲମଣି ସାହୁ, ଲୋଚନ ଭୋଇ, ଭୁବନ ଭୋଇ, ସୁଧୀର ବେହେରା, ଚୈତନ୍ୟ ବେନିଆ, ସଂଜୀବ ଭୋଇ, କାମ ଭୋଇ, ପଞ୍ଚୁ ପଶାୟତ, ବିନୋଦ ଜିନ୍ଦଲ ସହ ଅନେକ ବିଜେଡି କର୍ମୀ ସାମିଲ ଥିଲେ l ଏହାସହ ବେଲପଡା ବ୍ଲକ ର ୨୦ ଟି ପଂଚାୟତ ର ଲକ୍ଷେ ଘର ଗଣ୍ଡା ସମାଜ ର ୩୨ ଜଣ ବିକ୍ତ୍ୟ କଂଗ୍ରେସ ଛାଡି ବିଜୁ ଜନତା ଦଳ ରେ ଟିକେଶ୍ୱର ଦୀପ, କୁଳମଣି କୁମ୍ଭାର, ବଳରାମ ସୁନା ଓ ପ୍ରେମ କିଶୋର କୁମ୍ଭାର ଙ୍କ ନେତୃତ୍ୱ ରେ ବିଧିବଦ୍ଧ ଭାବରେ ସାମିଲ ହୋଇଥିଲେ l