-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
02-May-2024
ପୁଇଁତଳା, (ପ୍ରେରଣା ଖବର) ପୁଇଁତଳା ବ୍ଲକ ରେ ସରକାର ଙ୍କ ଜନ ହିତକାରୀ ଯୋଜନା ଗୁଡିକ ର ସଚେତନତା ଧର୍ମି ପ୍ରଚାର ପ୍ରସାର ବ୍ଲକ ର ଗରିବ କଳାକାର ମାନେ କରିଥିଲେ l ଦିର୍ଘ ଦିନ ହେଲା ତାଙ୍କ ପାରିଶ୍ରମିକ ପାଇନଥିବାରୁ ଆନେକ୍ ଥର ବିଏସଏସଓ, ଓ ବିଡ଼ିଓ ଙ୍କୁ ଜଣାଇଲେ ମଧ୍ୟ କେହି କର୍ଣ୍ଣପାତ କରୁନାହାନ୍ତି l ଜିଲ୍ଳା ର ସମସ୍ତ ବ୍ଲକ ର କଳାକାର ମାନେ ପାଇ ସାରିଥିଲେ ମଧ୍ୟ ଦୁର୍ଭାଗ୍ୟ ର ବିଷୟ ପୁଇଁତଳା ବ୍ଳକ ର କଳାକାର ଆଜି ପର୍ଯ୍ୟନ୍ତ ପାରିଶ୍ରମିକ ନ ପାଇଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇବା ସହ ସମସ୍ତେ ଏକଜୁଟ ହୋଇ ବ୍ଲକ ଘେରାଉ କରିବା ପାଇଁ ପ୍ରସ୍ତୁତି ଚଳାଇଛି ବ୍ଲକ ସଚେତନତା କଳାକାର ମଞ୍ଚ l