-+91-9937148622 |

prerana_bgr@rediffmail.com |

  Monday 11th May 2026 |

| | | |

R.N.I. Regd No. ODIODI/2010/46693

Breaking News

କଟକ ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ ପକ୍ଷରୁ ଚପଖେଳ ଉଦ୍ ଯାପିତ   (11-May-2026)       ||      ଗ୍ରୀଷ୍ମକାଳୀନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ   (10-May-2026)       ||      ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷର ଯତ୍ନ ନେବା ପାଇଁ କର୍ମଶାଳା   (10-May-2026)       ||      ଚାର୍ଜସିଟ୍ ଦାଖଲ ପୂର୍ବରୁ ବେଆଇନ୍ ଆଇନଗତ ଚକ୍ରାନ୍ତ ? ଆସନ୍ତାକାଲି ପୁଣି ଜାମିନ ଆବେଦନ !   (10-May-2026)       ||      ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   (10-May-2026)       ||      ଆମ ଢେଙ୍କାନାଳ- ଆମ ଗୌରବ   (10-May-2026)       ||      ସନ୍ଧ୍ୟା ହେଲେ ଚଉଳିଆଗଞ୍ଜ ଖେଳ ପଡିଆ ♦️ ଜମୁଛି ଅସାମାଜିକ ଯୁବକଙ୍କ ଆଡ୍ଡା   (10-May-2026)       ||      ପୋଲିସ ଭବନରେ ଗୁରୁତତ୍ୱପୂର୍ଣ୍ଣ ବୈଠକ   (10-May-2026)       ||      ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଛତା ବଣ୍ଟନ    (10-May-2026)       ||      ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ l   (10-May-2026)       ||      ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ୍ ମୋଡରେ ବିଜୟ,   (10-May-2026)       ||      *ମୌଦଲପୁର ଠାରେ ନାମ ଯଜ୍ଞ" ଅନୁଷ୍ଠିତ*   (10-May-2026)       ||      ପରିବାର ଭିତରୁ ଯୁବ ପିଢିଙ୍କ ଭିତରେ ସଂସ୍କାର ଆଣିଲେ ସେମାନେ ସଂସ୍କୃତି ର ଅବକ୍ଷୟକୁ ରୋକି ପାରିବେ    (10-May-2026)       ||      ସଡ଼କ ଦୁର୍ଘଟଣାରେ ଦୁଇଜଣ ଆହତ , ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଉଦ୍ଧାର କରି ମେଡିକାଲ କୁ ପଠାଇଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡ଼. ମୁକେଶ ମହାଳିଙ୍ଗ   (10-May-2026)       ||       କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର    (10-May-2026)       ||       କାର୍ ରେ ଓଡ଼ିଶାରୁ ଛତିଶଗଡ ଗଂଜେଇ ଚାଲାଣ , ଗାଡି ଛାଡି ଗଂଜେଇ ମାଫିଆ ଫେରାର    (10-May-2026)       ||      ନିର୍ମାଣାଧୀନ କୋଠାରୁ ପଡ଼ି ଶ୍ରମିକ ମୃତ୍ୟୁ ଘଟଣା ଯନ୍ତ୍ରୀ, ଘଟଣାର ନିରପେକ୍ଷ ତଦନ୍ତ ହେଉ    (10-May-2026)       ||      ସମାଜସେବୀ ସଂଘମିତ୍ରା ପଟେଲ ସେବା ଭରତୀ ସମ୍ମାନ ରେ ସମ୍ମାନିତ    (10-May-2026)       ||      *ସୋନପୁର ଥାନାରେ ଜୁଭେଣ୍ଟିକା ସଚେତନତା*   (10-May-2026)       ||      *ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କଳାକାର ଜୀଵନ ଅବହେଳିତ,ଭୁଲିଆ ସିକୂଆଁ ଗ୍ରାମର ପୂର୍ଣ୍ଣ ସିନ୍ଧୁର ଆଜିବି ଅନେକ ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କରୁଥିବା ବେଳେ ନାଁ ବାର୍ଦ୍ଧକ୍ୟ ଭତ୍ତା, ନାଁ ମିଳେ କଳାକାର ଭତ୍ତା*   (10-May-2026)       ||     

HOME   ଜିଲ୍ଲା

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କ୍ରମାଗତ ଚୋରୀ- କାମରେ ଆସୁନି ସିସିଟିଭି

22-Apr-2024



ସୁବର୍ଣ୍ଣପୁର  (ମନୋରଞ୍ଜନ ତ୍ରିପାଠୀ ) ସୁବର୍ଣ୍ଣପୁର ସଦର ମହକୁମାର ର ନୂତନ  ମୁଖ୍ୟ ଡ଼ାକ୍ତର ଖାନା ରେ ରୋଗୀ ସହାୟକ ଙ୍କ ସାଇକଲ ଚୋରୀ ହୋଇଥିବା ଖବର ମିଳିଛି l ଘଟଣା ରୁ ପ୍ରକାଶ ଯେ ଆଜି ସକାଳ ୧୦ ଘଣ୍ଟା ସମୟ ରେ ସୋନପୁର ବ୍ଲକ ର ଜନମୂରା ପଂଚାୟତ ହଳଦିପାଲି ଗାଁ ର ଉପେନ୍ଦ୍ର ସାହା ନାମକ ଜଣେ ଗରିବ ଶ୍ରେଣୀ ର ଲୋକ ତାଙ୍କ ସ୍ତ୍ରୀ ଙ୍କୁ ନେଇ ନୂତନ ମେଡ଼ିକାଲ ରେ ଚିକିତ୍ସା କାମ ଓ ନିରାମୟ ରୁ ଔଷଧ  ନେଇ  ଫେରିବା ପରେ ସାଇକଲ ଷ୍ଟାଣ୍ଡ ରେ ସାଇକଲ ଚୋରୀ ହୋଇଥିବା ଜାଣି ପାଖରେ ଖୋଜା ଖୋଜି କରି ନିରାଶ ହେlଇଥିଲେ l ପରେ ସଦର ଥାନା କୁ  ଆସି ସାଇକଲ ଚୋରୀ ଘଟଣା ଉପରେ ଲିଖିତ ଅଭିଯୋଗ କରିଥିବା ଜଣାଯାଇଛି l ମେଡ଼ିକାଲ ରେ କିଛି ଗଣ ମାଧ୍ୟମ ପ୍ରତିନିଧି ଏ ସମ୍ବେଦନ ଶୀଳ ଖବର ଉପରେ ବୁଝା ବୁଝି କରିବା ପରେ  ନୂଆଁ ମେଡ଼ିକାଲ ରେ ଶୁଭ ଉଦ୍ଘାଟନ ର ଦୁଇ ମାସ ବିତିବା ପରେ ବି  ଏଠାରେ ସି ସି ଟି ଭି କାର୍ଯ୍ୟକ୍ଷମ ହୋଇ ନ ଥିବା ସୂଚନା ମିଳିଛି l ସୁରକ୍ଷା କର୍ମୀ ଙ୍କୁ ବୁଝିବା ପରେ ପୂର୍ବରୁ ତାଙ୍କ ନିଜ ବାଇକ୍ ଚୋରୀ ହୋଇଥିବା ଜଣlପଡିଛି l ଯେଉଁଠି ସୁରକ୍ଷା କର୍ମୀ ଅସୁରକ୍ଷିତ ସେଠି ରୋଗୀ ଓ ସାଧାରଣ ଜନତା ଙ୍କୁ ପଚାରେ କିଏ  ?  ଯାହାକି ବୁଦ୍ଧିଜିବୀ ଓ ସଚେତନ ନାଗରିକ ମହଲ ରେ ସମାଲୋଚନା କରଯାଇଛି l ସେହିପରି ବିଭିନ୍ନ ଅସୁବିଧା ଦେଇ ଗତି କରୁଥିବା ଏହି ଡାକ୍ତର ଥାନାରେ ପିଇବା ପାଣି ର ଘୋର ଅସୁବିଧା ହେଉଥିବାବେଳେ ଏପରିକି ଶୈ।ଚ ହେବାପାଇଁ ମଧ୍ୟ ପାଣିର ଅଭାବରେ ରୋଗୀ ତଥା ତାଙ୍କର ସହାୟକ ମାନେ ବାରଣ୍ଡାରେ ମଧ୍ୟ ଝାଡାଫେରୁଥିବା ଭଳି ଏକ ଅଭାବନୀୟ ଘଟଣା ଘଟୁଥିବା ନଜର କୁ ଆସିଛି। ଆଉ ପ୍ରତ୍ୟେକ ବିଭାଗ ରେ ଡାକ୍ତର ଙ୍କ ଅଭାବ ଯୋଗୁଁ କିଛି ହାତ ଗଣତି  ଡାକ୍ତର ମନ ମାନି କରୁଥିବା ଓ ଗରିବ ଲୋକ ଙ୍କ ସଧାରଣ କେଶ ଗୁଡ଼ିକ ମଧ୍ୟ ବୁର୍ଲା  ମେଡ଼ିକାଲ କୁ ରେଫର କରୁଥିବା ଜଣାଯାଇଛି l ୧୧୦ କୋଟି ବ୍ୟୟରେ ନିର୍ମିତ ଓ ରାଜ୍ଯ ର ଏକ ନମ୍ବର ମୋଡେଲ ହସ୍ପିଟାଲ ଭାବେ ୫ ଟି ସଚିବ ଓ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଦ୍ବାରା ଘୋଷିତ ଏହି ମେଡ଼ିକାଲ କଣ ଏତେ ଅବହେଳିତ ? ତାହା ବୁଦ୍ଧିଜିବୀ ପ୍ରଶ୍ନ କରିବା ସହ କ୍ଷୋଭ ପ୍ରକାଶ କରିଛନ୍ତି l


News Comment




Photo in News

Advertisment
Lastest News
  ରାଜ୍ୟ  
କଟକ ମହାନଦୀ ବିହାର ଡେଭଲପମେଣ୍ଟ ଆସୋସିଏସନ ପକ୍ଷରୁ ଚପଖେଳ ଉଦ୍ ଯାପିତ   11-May-2026
  ଜିଲ୍ଲା  
ଗ୍ରୀଷ୍ମକାଳୀନ କରାଟେ ଟାଇକଣ୍ଡୋ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ   10-May-2026
  ଜିଲ୍ଲା  
ସିଦ୍ଧାଶ୍ରମ ସେବା ପ୍ରତିଷ୍ଠାନ ପକ୍ଷରୁ ବୃକ୍ଷର ଯତ୍ନ ନେବା ପାଇଁ କର୍ମଶାଳା   10-May-2026
  ରାଜ୍ୟ  
ଚାର୍ଜସିଟ୍ ଦାଖଲ ପୂର୍ବରୁ ବେଆଇନ୍ ଆଇନଗତ ଚକ୍ରାନ୍ତ ? ଆସନ୍ତାକାଲି ପୁଣି ଜାମିନ ଆବେଦନ !   10-May-2026
  ଜିଲ୍ଲା  
ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ   10-May-2026
  ରାଜ୍ୟ  
ଆମ ଢେଙ୍କାନାଳ- ଆମ ଗୌରବ   10-May-2026
  ଜିଲ୍ଲା  
ସନ୍ଧ୍ୟା ହେଲେ ଚଉଳିଆଗଞ୍ଜ ଖେଳ ପଡିଆ ♦️ ଜମୁଛି ଅସାମାଜିକ ଯୁବକଙ୍କ ଆଡ୍ଡା   10-May-2026
  ଜିଲ୍ଲା  
ପୋଲିସ ଭବନରେ ଗୁରୁତତ୍ୱପୂର୍ଣ୍ଣ ବୈଠକ   10-May-2026
  ଜିଲ୍ଲା  
ବରଗଡ଼ ଲାୟନ୍ସ କ୍ଲବ ପକ୍ଷରୁ ଛତା ବଣ୍ଟନ   10-May-2026
  ଜିଲ୍ଲା  
ବରଗୁଡା ଗ୍ରାମ ଠାରେ ମାଠାକୁରାଣୀ ହାଇଭୋଲ୍ଟେଜ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ l   10-May-2026
  ଜିଲ୍ଲା  
ମୁଖ୍ୟମନ୍ତ୍ରୀ ହେବା ପରେ ଆକ୍ସନ୍ ମୋଡରେ ବିଜୟ,   10-May-2026
  ଜିଲ୍ଲା  
*ମୌଦଲପୁର ଠାରେ ନାମ ଯଜ୍ଞ" ଅନୁଷ୍ଠିତ*   10-May-2026

You Might Also Like