-+91-9937148622 |

prerana_bgr@rediffmail.com |

  Thursday 14th May 2026 |

| | | |

R.N.I. Regd No. ODIODI/2010/46693

Breaking News

ପଥର ବ୍ଲାଷ୍ଟିଂ ଯୋଗୁଁ ଚାଷୀ ଓ ଗ୍ରାମବାସୀ ହନ୍ତସନ୍ତ: ନରସିଂହଙ୍କୁ ଅଭିଯୋଗ କଲେ ଉଚ୍ଛବପାଲି ଓ ଉପରବାହାଲ ଗ୍ରାମବାସୀ   (14-May-2026)       ||      ବସ୍‌ରେ ଯିବା ଆସିବା କରିବେ ପରିବହନ ମନ୍ତ୍ରୀ; ନେଲେ ବଡ଼ ନିଷ୍ପତ୍ତି, ଇଭି ବ୍ୟବହାର ପାଇଁ ଅପିଲ୍ କଲେ   (14-May-2026)       ||      ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ   (14-May-2026)       ||      ବିଦ୍ୟା ବିକାଶ ସ୍କୁଲରେ ସିବିଏସସି ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ପରେ ଛାତ୍ରଛାତ୍ରୀ ଙ୍କୁ ସମ୍ବଦ୍ଧିତ    (14-May-2026)       ||      ଦଶମ ଜିଲ୍ଲାପରିଷଦ ବୈଠକ ଶେଷ    (14-May-2026)       ||      ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଡାକ୍ତର ଜନାର୍ଦନ ପୂଜାରୀ ସ୍ମାରକୀ ବକ୍ତୃତା।   (14-May-2026)       ||      ମାଟ୍ରିକ ପରୀକ୍ଷାରେ ବ୍ଲକ୍ ଟପ୍ପର ତଥା ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   (14-May-2026)       ||      ପୁଅକୁ ମାରି ମାଟିତଳେ ପୋତି ଦେଲେ ବାପା, ମା    (14-May-2026)       ||      ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ କଣ୍ଟାମାଳ ଆଦର୍ଶ ବିଦ୍ୟାଳୟ ର ସଫଳତା, ୯୦.୪ପ୍ରତିଶତ ରଖି ସୋନାଲି କର୍ଣ୍ଣ ସ୍କୁଲ ଟପ୍ପର    (14-May-2026)       ||      ବରୀ ତହସିଲ ଅଧୀନରେ ଚାଲିଛି ବେଧଡ଼କ ମାଟି, ବାଲି ଲୁଟ୍   (14-May-2026)       ||      ସି.ବି.ଏସ୍‌.ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି କଳିଙ୍ଗ ନଗରର ଛାତ୍ରଛାତ୍ରୀଙ୍କ ସଫଳତା ୯୬.୮୦ ପ୍ରତିଶତ ସହ ବିଜ୍ଞାନରେ ପ୍ରତୀକ ଷଡ଼ଙ୍ଗୀ ଏବଂ ୯୬. ୪୦ ପ୍ରତିଶତ ସହ ଆଞ୍ଜେଲିନା ଭୂୟାଁ ବାଣିଜ୍ୟରେ ବିଦ୍ୟାଳୟରେ ପ୍ରଥମ     ବିଜ୍ଞାନରେ ୮୦.୪୫  ପ୍ରତିଶତ ଏବଂ ବାଣିଜ୍ୟରେ ୮୦.୬୦ ପ୍ରତିଶତ ସହ ବିଦ୍ୟାଳୟର ସାମଗ୍ରିକ ହାର ୮୦.୪୮ ପ୍ରତିଶତ ରହିଛି    (13-May-2026)       ||      ଯୁବୋଦୟର ଛାତ୍ରଛାତ୍ରୀଙ୍କ ସଫଳତା : ଜେଇଇ, ନିଟ୍ ସହିତ ସିବିଏସଇ ବୋର୍ଡରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ   (13-May-2026)       ||      ପିସି ଓ ଚୌକି ମୋହରେ ବାବୁ, ଠିକାଦାର ମହଲରେ ଅସନ୍ତୋଷ   (13-May-2026)       ||      ବଲାଙ୍ଗିର ପବ୍ଲିକ୍ ସ୍କୁଲ୍ ସି.ଵି.ଏସ.ଇ ଦ୍ବାଦଶ (ବିଜ୍ଞାନ)ଫଳାଫଳ  ପ୍ରକାଶିତ    (13-May-2026)       ||      ବିନିକା ପ୍ରିମୀୟର ଲିଗ,ସ୍ମାର୍ଟ୧୧କୁ ହରାଇ ତ୍ରିରଙ୍ଗାର ବିଜୟ ଧାରା ଜାରି   (13-May-2026)       ||      *ସୁବର୍ଣ୍ଣପୁର ରେ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଚମ୍ପିୟାନ ସିପ ର ଦ୍ୱିତୀୟ ଦିବସ*   (13-May-2026)       ||      *ଘର କୁ ଘର ଗ୍ୟାସ ହୋମ ଡେଲିଭରୀ ସେବା ପ୍ରଦାନ କରିବା କୁ ଉପଭୋକ୍ତା ଙ୍କୁ ଦୃଢ ପ୍ରତିଶୁତି ଦେଲେ ଚରଣ ନାଏକ*   (13-May-2026)       ||      କଳାହାଣ୍ଡି ଜିଲ୍ଲା ପୋଲିସ ବିଭାଗ ପକ୍ଷରୁ ନର୍ଲା ଥାନା କାର୍ଯ୍ୟକଳାପ ପାଇଁ ଏକ ନମ୍ୱର୍ ସ୍ଥାନ ଅଧିକାର କରିଥିବା ସୂଚନା !   (13-May-2026)       ||      *ଖୁଟଗୁଡା ରେ ହିନ୍ଦୁ ମହାସଂଘ ପ୍ରମୁଖ ଙ୍କୁ ଭବ୍ୟ ସ୍ଵାଗତ*   (13-May-2026)       ||      ଘରୋଇ ଇଞ୍ଜିନିୟରିଂ କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ପୁରୁଷ ବନ୍ଧୁଙ୍କ ସମେତ ୪ ଗିରଫ   (13-May-2026)       ||     

HOME   ଜିଲ୍ଲା

ରାଜପାଲି ବାରପାହାଡପୀଠରେ ଛତରଯାତ୍ରା ଓ ପାହାଡଗୁମ୍ଫାରେ ପୋଢବଳି

22-Apr-2024



ତରଭା(ପ୍ରେରଣା ଖବର ): -କାହିଁ କେଉଁ କାଳରୁ ତରଭା ଥାନା ରାଜପାଲି ଗ୍ରାମ ବାରପାହାଡପୀଠରେ ଦେବୀ ବାରପାହାଡ ପୂଜାପାଇ ଆସୁଛନ୍ତି । ଚୈତ୍ରଚତୁର୍ଦ୍ଦଶୀ ଓ ପୂର୍ଣ୍ଣମୀରେ ଧୂମାଧାମରେ ଏଠାରେ ପୂଜାକରାଯାଇଥାଏ । ଚଳିତବର୍ଷ ମଧ୍ୟ ଚୁତୁର୍ଦ୍ଦଶୀ ରାତିରେ ବାରପାହାଡ ଜଙ୍ଗଲରର ମୁଖ୍ୟପୀଠରୁ ରାଜପାଲି ଗ୍ରାମନିକଟସ୍ଥ ପୀଠକୁ ଛତରଯାତ୍ରା ସମ୍ପନ୍ନ ହୋଇଯାଇଛି । ମଖନାମୁଣ୍ଡାର ଗଣ୍ଡଜାତିର ପୂଜକମାନେ ଚତୁର୍ଦ୍ଦଶୀ ତିଥିରେ ମଖନାମୁଣ୍ଡାପୀଠରୁ ପାହାଡଉପରେ ଥିବା ଗୁମ୍ଫାକୁ ଛତର,ବୈରଖ ନେଇଥାନ୍ତି । ସେଠାରେ ପୂଜାର୍ଚ୍ଚନା ପରେ ବାଜାବଜାଇ ଛତରଯାତ୍ରା କରାକରାଯାଇଥାଏ । ଅର୍ଦ୍ଧରାତ୍ରୀରେ ପ୍ରାୟ ୨କିମି ପର୍ଯ୍ୟନ୍ତ ଛତରଯାତ୍ରା କରାଯାଇ ରାଜପାଲି ଗ୍ରାମରେ ଏହାକୁ ପୂଜାକରାଯାଇ ଆବାହନ କରାଯାଏ । ଗାଁର ଶହଶହ ସଂଖ୍ୟାରେ ପୁରୁଷ/ମହିଳା ଏହି ଛତରକୁ ସ୍ୱାଗତ କରିଥାନ୍ତି । ଗାଁରେ ଆମ୍ବତଲଣ କରାଯାଇ ଗ୍ରାକୁ ସୁସଜ୍ଜିତ କରାଯାଇଥାଏ । ଗାଁର ଆବାଳ ବୃଦ୍ଧବନୀତା ଦେବୀଙ୍କ ଛତରକୁ ମୁଣ୍ଡିଆମାରି ଆଗାମୀବର୍ଷରେ ସମସ୍ତଙ୍କ ମଙ୍ଗଳକାମନା କରାଯାଇଥାଏ । ପରେ ପଦରପାଖରେ ଥିବା ଦେବୀପୀଠକୁ ଛତର ନିଆଯାଇ ସେଠାରେ ପୁଣି ପୂଜା କରାଯାଇଥାଏ । ପୂର୍ଣ୍ଣମୀଦିନ ରାଜପାଲିର ଏହି ପୀଠରେ ଦିନବେଳେ ପୂଜାର୍ଚ୍ଚନା କରାଯାଇ ରାତି ୮ଟା ବେଳେ ମାନସିକ ବୋଦା ତଥା ଛତରର ବୈରଖକୁ ନିଆଯାଇଥାଏ । ଚଳିତବର୍ଷ ୨ଟି ପୋଢକୁ ନେଇ ମାନସିକଧାରୀ ଦେଇଥିବା ସୂଚନା ମିଳିଛି । ଏଠାରେ ଛେଳି,ମେଣ୍ଢା,କୁକୁଡା ଓ ପୋଢ ବଳି ଦିଆଯାଇଛି । ହଜାର ହଜାର ସଂଖ୍ୟାରେ ମାନସିକ ଧାରୀ ତାଙ୍କ ଇପ୍ସିତ ଫଳପ୍ରାପ୍ତି ହେଲାପରେ ଦେବୀ ବାରପାହାଡଙ୍କ ପୀଠରେ ବଳି ଦେଇଥାନ୍ତି । ପ୍ରକାଶ ଯେ,ବାରପାହାଡ ହେଉଛନ୍ତି ଆଦିବାସୀ ଗଣ୍ଡସମ୍ପ୍ରଦାୟର ଇଷ୍ଟ ଲିଙ୍ଗୋ ଦେବତା । ଗଣ୍ଡମାନେ ଯେଉଁଆଡେ ଯାଉଥିଲେ ପାହଡତଳେ ବସତି ସ୍ଥାପନ କରି ପାହାଡଉପରେ ତାଙ୍କର ଦେବତାଙ୍କ ସ୍ଥାପନା କରୁଥିଲେ । ସେହିକ୍ରମରେ କାହିଁ କେଉଁ କାଳରୁ ବାରପାହାଡଙ୍କୁ ଏଠାରେ ବାରପାହାଡ ପର୍ବତର ଗୁମ୍ଫାରେ ସ୍ଥାପନା କରାଯାଇ ପୂଜାର୍ଚ୍ଚନା କରାଯାଇ ଆସୁଛି । ଏବେ ସବୁଜାତି ଓ ସବୁବର୍ଗର ଲୋକଙ୍କ ଆରାଧ୍ୟ ଦେବତା ରୂପରେ ଦେବୀ ବାରପାହାଡ ପୂଜା ପାଇ ଆସୁଛନ୍ତି । ଲୋକଙ୍କ ବିଶ୍ୱାସ ଅଛି ଦେବୀ ପାରପାହାଡଙ୍କୁ ଯାହା ମନାସିକ କରାଯାଏ ତାହା ପ୍ରାପ୍ତି ହୋଇଥାଏ । ପ୍ରତିବର୍ଷ ଚାଷକାମ ବେଳେ କାଦୋଯାତ୍ରା,ଧାନ ଅମଳ ବେଳେ ଯାତ୍ରା ହୋଇଥାଏ । କିନ୍ତୁ ଚୈତ୍ର ଚତୁର୍ଦ୍ଦଶୀ ଓ ପୂର୍ଣ୍ଣମୀ ତିଥିରେ ମୁଖ୍ୟଛଥରଯାତ୍ରା ଓ ଡଙ୍ଗରଯାତ୍ରା ହୋଇଥାଏ । ମେଣ୍ଡାପ୍ରଗଣା ଓ ଆଖପାଖ ଅଞ୍ଚଳ ତରଭାବ୍ଲକ,ଲୋସିଂହା ବ୍ଲକ,ସୋନପୁରବ୍ଲକ ଅଞ୍ଚଳର ହଜାର ହଜାର ଲୋକଙ୍କ ସମାଗମ ହୋଇଥାଏ । ଆଞ୍ଚଳିକ ବାରପାହାଡସେନା ପକ୍ଷରୁ କିଛିବର୍ଷ ହେଲା ପୂର୍ଣ୍ଣମୀଦିନ ଲୋକଙ୍କ ମନୋରଂଜନ ପାଇଁ ଦଣ୍ଡନୃତ୍ୟ ମଧ୍ୟ କରାଯାଇ ଆସୁଛି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ପଥର ବ୍ଲାଷ୍ଟିଂ ଯୋଗୁଁ ଚାଷୀ ଓ ଗ୍ରାମବାସୀ ହନ୍ତସନ୍ତ: ନରସିଂହଙ୍କୁ ଅଭିଯୋଗ କଲେ ଉଚ୍ଛବପାଲି ଓ ଉପରବାହାଲ ଗ୍ରାମବାସୀ   14-May-2026
  ରାଜ୍ୟ  
ବସ୍‌ରେ ଯିବା ଆସିବା କରିବେ ପରିବହନ ମନ୍ତ୍ରୀ; ନେଲେ ବଡ଼ ନିଷ୍ପତ୍ତି, ଇଭି ବ୍ୟବହାର ପାଇଁ ଅପିଲ୍ କଲେ   14-May-2026
  ଜିଲ୍ଲା  
ଶ୍ରଦ୍ଧା ଫାଉଣ୍ଡେସନ ତରଫରୁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ   14-May-2026
  ଜିଲ୍ଲା  
ବିଦ୍ୟା ବିକାଶ ସ୍କୁଲରେ ସିବିଏସସି ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶିତ ପରେ ଛାତ୍ରଛାତ୍ରୀ ଙ୍କୁ ସମ୍ବଦ୍ଧିତ   14-May-2026
  ଜିଲ୍ଲା  
ଦଶମ ଜିଲ୍ଲାପରିଷଦ ବୈଠକ ଶେଷ   14-May-2026
  ଜିଲ୍ଲା  
ସମ୍ବଲପୁର ପବ୍ଲିକ ଲାଇବ୍ରେରୀ ରେ ଡାକ୍ତର ଜନାର୍ଦନ ପୂଜାରୀ ସ୍ମାରକୀ ବକ୍ତୃତା।   14-May-2026
  ଜିଲ୍ଲା  
ମାଟ୍ରିକ ପରୀକ୍ଷାରେ ବ୍ଲକ୍ ଟପ୍ପର ତଥା ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା   14-May-2026
  ଜିଲ୍ଲା  
ପୁଅକୁ ମାରି ମାଟିତଳେ ପୋତି ଦେଲେ ବାପା, ମା   14-May-2026
  ଜିଲ୍ଲା  
ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ କଣ୍ଟାମାଳ ଆଦର୍ଶ ବିଦ୍ୟାଳୟ ର ସଫଳତା, ୯୦.୪ପ୍ରତିଶତ ରଖି ସୋନାଲି କର୍ଣ୍ଣ ସ୍କୁଲ ଟପ୍ପର   14-May-2026
  ଜିଲ୍ଲା  
ବରୀ ତହସିଲ ଅଧୀନରେ ଚାଲିଛି ବେଧଡ଼କ ମାଟି, ବାଲି ଲୁଟ୍   14-May-2026
  ଶି‍କ୍ଷା ଓ ନିଯୁକ୍ତି  
ସି.ବି.ଏସ୍‌.ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଡି.ଏ.ଭି କଳିଙ୍ଗ ନଗରର ଛାତ୍ରଛାତ୍ରୀଙ୍କ ସଫଳତା ୯୬.୮୦ ପ୍ରତିଶତ ସହ ବିଜ୍ଞାନରେ ପ୍ରତୀକ ଷଡ଼ଙ୍ଗୀ ଏବଂ ୯୬. ୪୦ ପ୍ରତିଶତ ସହ ଆଞ୍ଜେଲିନା ଭୂୟାଁ ବାଣିଜ୍ୟରେ ବିଦ୍ୟାଳୟରେ ପ୍ରଥମ     ବିଜ୍ଞାନରେ ୮୦.୪୫  ପ୍ରତିଶତ ଏବଂ ବାଣିଜ୍ୟରେ ୮୦.୬୦ ପ୍ରତିଶତ ସହ ବିଦ୍ୟାଳୟର ସାମଗ୍ରିକ ହାର ୮୦.୪୮ ପ୍ରତିଶତ ରହିଛି   13-May-2026
  ରାଜ୍ୟ  
ଯୁବୋଦୟର ଛାତ୍ରଛାତ୍ରୀଙ୍କ ସଫଳତା : ଜେଇଇ, ନିଟ୍ ସହିତ ସିବିଏସଇ ବୋର୍ଡରେ ମଧ୍ୟ ଉତ୍କୃଷ୍ଟ ପ୍ରଦର୍ଶନ   13-May-2026

You Might Also Like