-+91-9937148622 |
prerana_bgr@rediffmail.com |
Wednesday 14th October 2026 |
R.N.I. Regd No. ODIODI/2010/46693
Breaking News
31-Mar-2024
ନବରଙ୍ଗପୁର(ମିହିର ଶଙ୍କର ପାତ୍ର,) ଜିଲ୍ଲା ଅବକାରୀ ଅଧୂକ୍ଷକ ଅଭିରାମ ବେହେରା ଙ୍କ ନିର୍ଦ୍ଦେଶ କ୍ରମେ ଝରିଗାଁ ବ୍ଲକ ଅନ୍ତର୍ଗତ ବନ୍ଧକନା ଗ୍ରାମ ପାର୍ଶ୍ଵବର୍ତ୍ତୀ ନାଳ ଅଞ୍ଚଳ ଚଢାଉ କରି କୌଣସି ସ୍ଥାନରେ ଆସାମୀ ନ ଥିବା ଅବସ୍ଥାରେ ତିରିଶି ଲିଟର ମଦ ଜବତ କରିବା ସହ ନଅ ଶହ ଲିଟର ମହୁଲ ପୋଚ ନଷ୍ଟ କରାଯାଇ ଥିଲା Iଅବକାରୀ ମାମଲା ନମ୍ବର ୨୨୬/୨୩-୨୪ରେ ଏକ ମାମଲା ରୁଜୁ କରାଯାଇ ଥିବା ବେଳେ ଭକ୍ତ ଚଢାଉ ରେ ଡାବୁଗାଁ ଅବକାରୀ ଥାନା ଅଧୂକାରୀ ବୁଲୁ ପାତ୍ର ଙ୍କ ସହ ଅବକାରୀ ବିଭାଗର ଅନ୍ୟାନ୍ୟ କର୍ମଚାରୀ ସାମିଲ ରହି ଚଢାଉ ରେ ସହଯୋଗ କରିଥିଲେ।