-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
23-Dec-2020
ବେଲପଡ଼ା, (ପ୍ରେରଣା ଖବର) - କଟକ ଓ ବଲାଙ୍ଗିର ବେଲପଡ଼ା ବ୍ଲକ୍ରେ ଜିଲ୍ଲା ପରିଷଦ ଉପନିର୍ବାଚନ। ୨ଟି ଯାକ ଜୋନ୍ରେ ବିଜୁ ଜନତା ଦଳ ପ୍ରାର୍ଥୀ ବିଜୟୀ। କଟକ ସଦର ବ୍ଲକ୍ ଜୋନ୍-୭ରେ ବିଜେଡିର ବିଳାସ ମଲ୍ଲିକ ବିଜୟୀ। କଂଗ୍ରେସ ପ୍ରାର୍ଥୀଙ୍କୁ ୯ ହଜାର ୨୨୧ ଭୋଟ୍ରେ ହରାଇଲେ।ବଲାଙ୍ଗିର ବେଲପଡ଼ା ବ୍ଲକ ଜୋନ୍-୨୬ରେ ବିଜେଡି ପ୍ରାର୍ଥୀ ବିଜୟୀ। ବିଜେପି ପ୍ରାର୍ଥୀଙ୍କୁ ୪ ହଜାର ୨୯୪ ଭୋଟ୍ରେ ହରାଇଲେ ବିଶ୍ବାମିତ୍ର ବିଶି l