-+91-9937148622 |
prerana_bgr@rediffmail.com |
Friday 4th September 2026 |
R.N.I. Regd No. ODIODI/2010/46693
Breaking News
23-Dec-2020
ପୁରୀ, (ପ୍ରେରଣା ଖବର) ନବବଧୂ ଭଳି ସଜେଇ ହୋଇଛି ବଡଦେଉଳ l
ଦୀର୍ଘ ୯ ମାସର ଅନ୍ତର ପରେ ଆଜିଠାରୁ ଭକ୍ତଙ୍କୁ ଦର୍ଶନ ଦେବେ କାଳିଆ ଠାକୁର । ପ୍ରଥମେ ସେବାୟତ, ପରେ ପୁରୀବାସିନ୍ଦା କରିବେ ଦର୍ଶନ । ରଙ୍ଗ-ବେରଙ୍ଗର ପୁଷ୍ପମାଳରେ ସଜେଇ ହୋଇଛି ଶ୍ରୀକ୍ଷେତ୍ର ।
ବଡଦାଣ୍ଡରୁ ଶ୍ରୀମନ୍ଦିର ଚାରିଆଡେ ଖାଲି ଫୁଲ ହିଁ ଫୁଲ..
ଆଜି ଭୋର୍ ରୁ ଯେତେବେଳେ ଶ୍ରୀମନ୍ଦିର ଖୋଲିଲା ସେତେବେଳେ ଜଣେ ନାଗାବାବା ଭାବ ବିହ୍ୱଳ ହୋଇ ମନ୍ଦିର ଭିତରକୁ ଧାଇଁଗଲେ... ତା’ ପରେ କହିଲେ ମତେ ଲାଗିଲା ମୋ କାଳିଆ ଡାକୁଛି... କିନ୍ତୁ ସେତେବେଳକୁ ତାଙ୍କୁ ପୁଲିସ୍ କର୍ମଚାରୀ ଗୋଡ଼ାଇଲେ।*