-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
22-Dec-2020
କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି ମୁଖ୍ୟମନ୍ତ୍ରୀ ଉତ୍ତର ଦେବେ କି ? , ଭ୍ରଷ୍ଟାଚାର ବିରୋଧରେ ଗୋଟିଏ ବି ଦୄଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ହୋଇନି। ତେଣୁ ଭ୍ରଷ୍ଟାଚାର ବିରୋଧୀ ଲଢ଼େଇ କଥା ଅତ୍ୟନ୍ତ ହାସ୍ୟାସ୍ପଦ। ଭ୍ରଷ୍ଟlଚାର ହଟାଇବା ପାଇଁ ସରକାରଙ୍କ କୌଣସି ଯୋଜନା ନାହିଁ’-ପୃଥୀରାଜ
===============================
ପୄଥୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟାର ଜବାବ ରଖିଲେ ବିଜେଡି ଉପସଭାପତି ଦେବୀ ମିଶ୍ର।
‘ଯାହାକୁ କାମଳ ହୋଇଥାଏ ତାକୁ ସବୁ ହଳଦିଆ ଦେଖାଯାଏ, ମୁଖ୍ୟମନ୍ତ୍ରୀଙ୍କ ସବୁବେଳେ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ରହିଆସିଛି, ଏହା ଭଲ ପରମ୍ପରା ସୄଷ୍ଟି କରିବ, ସ୍ବଚ୍ଛତା ଆସିପାରିବ ’: ଦେବୀ ମିଶ୍ର