-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
22-Dec-2020
ଯାଜପୁର, (ପ୍ରେରଣା ଖବର) ପିତ୍ତଳ ଥାଳିରେ ଶୋଭା ପାଉଛନ୍ତି ମହାପଭୁ। ଯାଜପୁର ଜିଲ୍ଲାର ରସୁଲପୁର ବ୍ଲକ ବାଲିପାଟଣାର କଂସା ପିତ୍ତଳ ଶିଳ୍ପୀ ରଙ୍ଗାଧର ସାହୁ ଏହାକୁ ତିଆରି କରିଛନ୍ତି। ଓଡ଼ିଶାର ଘରେ ଘରେ, କଳା ଭାସ୍କର୍ଯ୍ୟର କେନ୍ଦ୍ରରେ ଥାଆନ୍ତି ସେଇ କାଳିଆ ଠାକୁର। ଏହା ହେଉଛି ତା’ର ଏକ ନିଚ୍ଛକ ଉଦାହରଣ। ଶିଳ୍ପୀ ରଙ୍ଗାଧରଙ୍କୁ ଉତ୍ସାହିତ କରିବାକୁ ଓ ମହାପ୍ରଭୁଙ୍କ ମହିମା ପ୍ରଚାର ପାଇଁ ଏହି ଫଟୋକୁ ଅଧିକରୁ ଅଧିକ ସେୟାର କରିବା ସହ ଲେଖନ୍ତୁ ‘ଜୟ ଜଗନ୍ନାଥ’...