-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
22-Dec-2020
ବଲାଙ୍ଗିର (ସନ୍ତୋଷ କୁମାର ଠାକୁର) : ଆଜି ବଲାଙ୍ଗିର ଜିଲ୍ଲାରେ ଆଜି ସମୁଦାୟ ୧୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବଲାଙ୍ଗିର ସହରରୁ ୨ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୮୩୪୯ ଜଣ କରୋନା ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 8213 ଜଣ ସୁସ୍ଥ ହୋଇଛନ୍ତି ଓ ୯୮ ଜଣ ଏକ୍ଟିଭ୍ ଅଛନ୍ତି । ବ୍ଲକ୍ ଅନୂଯାୟୀ ନିମ୍ନମତେ ତାଲିକା ପ୍ରଦାନ କରାଯାଇଛି।
(୧)ବଲାଙ୍ଗୀର ସଦରମହକୁମା ସକମା ରୁ ୧ ଜଣ ଓ ବିଡିଘାଟ ରୁ ୧ ଜଣ ।
(୨) ବାଲାଙ୍ଗୀର ମୁନିସିପାଲିଟି ୱାର୍ଡ ନଂ- ୧୭ ରୁ ୧ ଜଣ ଓ
ୱାର୍ଡ ନଂ ୪ ରୁ ୧ ଜଣ।
(୩)ବଙ୍ଗୋମୁଣ୍ଡା ବ୍ଳକ ବଙ୍ଗୋମୁଣ୍ଡା ରୁ ୨ ଜଣ।
(୪) କଣ୍ଟାବାଞ୍ଜି ଏନ ଏ ସି ଓ୍ବାର୍ଡ ନଂ୩ ରୁ ୫ ଜଣ।
(୫) ଖପ୍ରାଖୋଲ ବ୍ଳକ ଲାଠୋର ରୁ ୧ଜଣ।
(୬) ଟିଟିଲାଗଡ ମୁନସୀ ପାଲଟି ଓ୍ବାର୍ଡ ନଂ ୧୪ ରୁ ୨ ଜଣ।
(୭) ତୁରେକେଲା ବ୍ଲକ ଚଟୁଅନକା ରୁ ୧ ଜଣ ।