-+91-9937148622 |

prerana_bgr@rediffmail.com |

  Friday 14th August 2026 |

| | | |

R.N.I. Regd No. ODIODI/2010/46693

Breaking News

ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (13-Aug-2026)       ||      ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   (13-Aug-2026)       ||      ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା    (13-Aug-2026)       ||      ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   (13-Aug-2026)       ||      ‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   (13-Aug-2026)       ||      *ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   (13-Aug-2026)       ||      ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   (13-Aug-2026)       ||      *ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   (13-Aug-2026)       ||      ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ    (13-Aug-2026)       ||      ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   (13-Aug-2026)       ||      ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ    (13-Aug-2026)       ||      ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   (13-Aug-2026)       ||      ମାଁ ଦ୍ୱାରସେହ୍ନୀ ମନ୍ଦିରରୁ ଚୋରୀ , ଦେବୀ ଙ୍କ ଆଦେଶ ରେ ପୁଣି ମନ୍ଦିର ପ୍ରତିଷ୍ଠା    (13-Aug-2026)       ||      ଜିଲ୍ଲା ଶିଶୁ ସୁରକ୍ଷା କର୍ମୀଙ୍କୁ ମାନସିକ ସ୍ଵାସ୍ଥ୍ୟ ପ୍ରଶିକ୍ଷଣ।   (12-Aug-2026)       ||      ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   (12-Aug-2026)       ||      ଲୋକାର୍ପିତ ହେଲା ୪ଟି ଇଭି ମଶା ନିବାରଣ ଗାଡ଼ି ଓ ଆନିମାଲ୍ସ ରେସ୍କ୍ୟୁ ଭେହିକିଲ୍    (12-Aug-2026)       ||      ଆରଏମସି ତରଫରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ    (12-Aug-2026)       ||      ଡାବୁଗାଁ ଭୈରବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସ୍ୱେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ   (12-Aug-2026)       ||      ଚତୁର୍ଥ ଦିନରେ ଶକ୍ତିଶ୍ରୀ ସଶକ୍ତିକରଣ ସେଲ୍ କାର୍ଯ୍ୟକ୍ରମ   (12-Aug-2026)       ||      ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||     

HOME   ଜିଲ୍ଲା

ଵୁଟିଆଗୁଡାରେ ଅଲେଖ ମହିମା ନାମ ଯଜ୍ଞ ଅନୁଷ୍ଠିତ

19-Feb-2024



ନବରଙ୍ଗପୁର  (ମିହିର ଶଙ୍କର ପାତ୍ର,)
ଡାବୁଗାଁ ବ୍ଳକ ମେଦନା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଵୁଟିଆଗୁଡା ରେ ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା, ବ୍ରହ୍ମ ଅବଧୂତ ଡମ୍ବରୁ ବାବା,ଅନାଦି ବାବା, ଆନୁକୁଲ୍ୟରେ  ଵୁଟିଆ ଗୁଡା ଗ୍ରାମ ବାସୀ ସହଯୋଗ ରେ ରବିବାର ଦିନ ସଂଧ୍ୟା  ସମୟରେ ଅଲେଖ ମହିମା ଭକ୍ତଙ୍କ ସମାବେଶର ଧର୍ମୀୟ ଭାବନାର ଅତିଥି ଶିକ୍ଷକ ଵାଵୁଲାଲ ସାଗର ଯୋଗଦାନ କରି ମହିମା ଧର୍ମ ର ପ୍ରତିଷ୍ଠାତା ସନ୍ଥକବି ଭୀମଭୋଇଙ୍କ ବାଣୀ - ପ୍ରାଣୀ ଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁଦେଖୁ କେବା ସହୁ ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ - ବାଣୀ ର ସାରାଂଶ ଆଲୋଚନା କରିଥିଲେ। ମହିମା ଧର୍ମର ବାଣୀ ସମଗ୍ର ମାନବ ସମାଜ ର ଅଗ୍ରଗଣ୍ୟ ରେ ସାଂସଦ ଭବନରେ ବାଣୀ ଲିପିଲିଖନ ହୋଇ ସମଗ୍ର ଭାରତ ବର୍ଷ କୁ ଧର୍ମ ସୂତ୍ରରେ ବନ୍ଦନ କରୁଛି। ସୂର୍ଯ୍ୟ ଉଦୟ ପୂର୍ବରୁ ମହିମା ସାଧୁସନ୍ଥ ମାନଙ୍କ ନିତ୍ୟ କର୍ମ ପରେ ଗେରୁଆ ପୋଷାକ ପିନ୍ଧି ଅଲେଖ ମହିମା ନିରାକାର ନିରଞ୍ଜନ କୁ ଭୂମିରେ ଶରୀର ସ୍ପର୍ଶ ରେ ଆସନ ,ପାଣାୟାମ ମାଧ୍ୟମରେ ଦୈନଦିନି ଧର୍ମ କାର୍ଯ୍ୟ ସମାପନ ରେ ଜଗତ ଉଦ୍ଧାର ପାଇଁ ସାଧୁସନ୍ଥମାନଙ୍କର ଅବଦାନ ଆମ ସମସ୍ତଙ୍କ ପାଇଁ ପ୍ରେରଣା ର ଉତ୍ସ ହେଉଛି ।ମାନଵ ଜୀବନ କୁ ଧର୍ମ ସୂତ୍ରରେ ରଖିବା ପାଇଁଁ ଶୁଭ ସକାଳ ଆରମ୍ଭ ରୁ ଜୀବନ କୁ ଧର୍ମୀୟ ଭାବନା ସହ ଆରମ୍ଭ କଲେ ମାନବ ଜନ୍ମ ସଫଳ ପାଇଁ ମତ ପୋଷଣ କରିଥିଲେ।

ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା ଭକ୍ତ ମାନଂକୁ ଅଲେଖ ମହିମା ଧର୍ମ ବାବଦରେ ଆଲୋଚନା ରେ ଦେଶର ସୁରକ୍ଷା ପାଇଁ ସାଧୁସନ୍ଥମାନକ ଅବଦାନ, ସୀମା ସୁରକ୍ଷା ପାଇଁ ସୈନିକ ଆବଶ୍ୟକତା ସହ ମାଆ ମାନଙ୍କ ଗର୍ଭ ସଂସ୍କାର ରେ ଦଶମାସ ପ୍ରଯତ୍ନ ହୋଇ ସାଧୁ ସନ୍ଥ ଆଶ୍ରୟ, ରାମାୟଣ, ଭାଗବତ ପଠନରେ ଦେଵ ସନ୍ତାନ ଲାଭ କରି ଦେଶର ସାଧୁସନ୍ଥ ସୁରକ୍ଷା ପାଇଁ ମାଆ ମାନଙ୍କ ଅବଦାନ ରେ ମାଆକୁ ଦୁନିଆ ସବୁଦିନ ପାଇଁ ମନେପକାଇବ । ବ୍ରହ୍ମ ଅବଧୂତ ଡମ୍ବରୁ ବାବା ମହିମା ଧର୍ମର ଆଦୃତ ପାଇଁ ପ୍ରତିଦିନ ସାଧୁସନ୍ଥ ମାନଂକ ସାଧନା ରେ ଭାରତ ଧର୍ମ ଦର୍ଶନ ରେ ଅଗ୍ରଗତି ପାଇଁ ମହିମା ଧର୍ମର ଭକ୍ତ ମାନଂକୁ ବାର୍ତ୍ତା ପ୍ରଦାନ କରିଥିଲେ। ରାତିରେ ଘିଅ ଆହୁତି ଅଲେଖ ମହିମା ଶରଣମ ଧ୍ବନିରେ ପରିବେଶ ଧର୍ମ ମୟ ହୋଇଥିଵାସହ ଭଜନ ସଂକୀର୍ତ୍ତନ ସକାଳ ଯାଏଁ ହୋଇଥିଲା। ସକାଳରେ  ସାଧୁସନ୍ଥ ମାନଂକ ସହ ଅଲେଖ ମହିମା ଧର୍ମର ଭକ୍ତ ସମାଗମରେ ଜଳଖିଆ ବ୍ୟବସ୍ଥା ହୋଇଥିଲା। ବ୍ରହ୍ମ ଅବଧୂତ ସୌଭାଗ୍ୟ ବାବା, ବ୍ରହ୍ମ ଅବଧୂତ ଡମ୍ବରୁ ବାବା କୁ ସମସ୍ତଙ୍କ ମହିମା ଧର୍ମ ଭକ୍ତ ମାନଂକ ସାଷ୍ଟାଂଗ ପ୍ରଣାମ ପରେ ଆନୁଷ୍ଠାନିକ ଭାବରେ ମହିମା ଧର୍ମର ନାମ ଯଜ୍ଞ କାର୍ଯ୍ୟ ସମାପନ ହୋଇଥିଲା। ଅଂଚଳ  ବାସୀ ମହିମା ଧର୍ମର କାର୍ଯ୍ୟକ୍ରମ କୁ ବୁଦ୍ଧିଜିବୀ ମହଲରେ ଉଚ୍ଚ ପ୍ରଶଂସା କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ଓ ଅରୁଣା ତରଫରୁ ଭିନ୍ନକ୍ଷମ ଅନ୍ତର୍ଭୁକ୍ତୀକରଣ ଉପରେ ପ୍ରଶିକ୍ଷଣ   13-Aug-2026
  ଜିଲ୍ଲା  
ବର୍ଲ୍ଲା ବାହାଲ ଛକ ନିକଟରେ ବାଇକ୍ ଧକ୍କାରେ ଯୁବକଙ୍କ ମୃତ୍ୟୁ   13-Aug-2026
  ଜିଲ୍ଲା  
ଯୁବ ସନ୍ତରଣ ପ୍ରତିଭା ସୌରଭ ପୁଟେଲଙ୍କୁ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ବର୍ଦ୍ଧନା   13-Aug-2026
  ଜିଲ୍ଲା  
ଲୋଇସିଂହା ରେ କ୍ରାନ୍ତି ଦିବସ ଅବସରରେ ତ୍ରିରଙ୍ଗା ଶୋଭାଯାତ୍ରା ଉତ୍ସାହର ସହ ପାଳନ   13-Aug-2026
  ଜିଲ୍ଲା  
‘ଘରେ ଘରେ ତ୍ରିରଙ୍ଗା’ : ୭୫୦ ଫୁଟ୍ ତ୍ରିରଙ୍ଗାରେ ଡେଙ୍ଗ ଗ୍ରାମ ମୁଖରିତ   13-Aug-2026
  ଜିଲ୍ଲା  
*ଆସନ୍ତା ୧୬ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ସୁବର୍ଣ୍ଣପୁର ସିନିଅର ଫୁଟବଲ୍ ଲିଗ୍*- *ଅଂଶ ଗ୍ରହଣ କରିବେ ୬୫ ଗୋଟି ଦଳ*   13-Aug-2026
  ଜିଲ୍ଲା  
ବିଜେପି ଯୁବମୋର୍ଚ୍ଚା ଆଗଲପୁର ମଣ୍ଡଳ ପକ୍ଷରୁ ବୃକ୍ଷରୋପଣ ଓ ପାହାଡ ଶିଖର ରେ ତ୍ରିରଙ୍ଗା ଉଡାଣ   13-Aug-2026
  ଜିଲ୍ଲା  
*ଅଞ୍ଚଳର ଚାଷୀକୁଳ ଆଶ୍ବସ୍ତ* - *ଡୁଙ୍ଗୁରିପାଲି ଅତିରିକ୍ତ ତହସିଲ କାର୍ଯ୍ୟାଳୟ ଉଦଘାଟିତ*-   13-Aug-2026
  ଜିଲ୍ଲା  
ଅଷ୍ଟ ପ୍ରହରୀ ନାମ ଯଜ୍ଞ ନିମନ୍ତେ ଶୁଭ ସ୍ତମ୍ଭସ୍ଥାପନ   13-Aug-2026
  ଜିଲ୍ଲା  
ବରପାଲିରେ ବିଜେପୁର ନିର୍ବାଚନମଣ୍ଡଳୀସ୍ତରୀୟ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା   13-Aug-2026
  ଜିଲ୍ଲା  
ଡାବୁଗାଁ ରେ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ   13-Aug-2026
  ଜିଲ୍ଲା  
ସାମ୍ବାଦିକତା କ୍ଷେତ୍ରରେ ଅବଦାନ ପାଇଁ ଶରତ ମହାକୁରଙ୍କୁ ସମ୍ମାନ   13-Aug-2026

You Might Also Like