-+91-9937148622 |
prerana_bgr@rediffmail.com |
Friday 14th August 2026 |
R.N.I. Regd No. ODIODI/2010/46693
Breaking News
19-Feb-2024
ବଲାଙ୍ଗୀରେ(ପ୍ରରଣା ଖବର) - ସିସିଏଫ୍ଏ କେଲଜଛକ ବଲାଙ୍ଗିର ଆନୁକୁଲ୍ୟେର ସ୍ଥାନୀୟ ମିଶନ ହାଇସ୍କୁଲ ପଡିଆ ଠୋର ଦ୍ୱିତୀୟ ସିସିଏଫ୍ଏ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣୋମଣ୍ଟ ର ଦ୍ୱିତୀୟ ସେମିଫାଇନାଲ ଖେଳ ଅନୁଷ୍ଠିତ ହୋଇଯାଇଛି । ସିସିଏଫ୍ଏ ସଭାପତି ସେୁରନ୍ଦ୍ର ନାଗ େ(ସାନୁ) ଙ୍କ ତତ୍ତ୍ୱାବଧାନେର ଅନୁଷ୍ଠିତ ଖେଳେର ମୁଖ୍ୟ ଅତିଥି ଭୋବ ଏଆଇସିସି ସଦସ୍ୟ ବିଧୂଭୂଷଣ ତ୍ରିପାଠି ଯୋଗ ଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିଥେôଲ । ଦୋସ୍ତି ବ୍ରଦର୍ସ ୧-୦ ଗୋଲେର ଏଲ୍ଏସ୍ କ୍ଲବ କୁ ହରାଇ ଦ୍ୱିତୀୟ ଦଳ ଭୋବ ଫାଇନାଲକୁ ଉନ୍ନିତ ହୋଇଛି । ଖେଳକୁ ରେଫରି ଭାବେର ଶଶିକାନ୍ତ ଦାସିଆ, ଶୁଶାନ୍ତ ନାଗ, ସୁଦଶର୍ନ ସେଠ ଓ ଅବଦୁଲ ମୁଜିବ ପରିଚାଳନା କରିଥେôଲ । ସୁଦୟ ବାରିକ ମ୍ୟାଚ କମିଶନର ଦାୟିତ୍ୱ ତୁଳାଇଥେôଲ ।
ପୂବର୍ତନ ଖେଳାଳି ଅଜିତ ସାହୁ, ପ୍ରଭାତ କୁମାର ମିଶ୍ର, ଭଞ୍ଜ କେିଶାର ନାଗ, ଦିଲିପ କୁଅଁର, ଜ୍ୟୋତି ମିଶ୍ର, ପେୃଥଶ୍ୱର ନାଗ, ଆରଜୁ ନାଗ ଓ ରୋକଶ ପ୍ରଧାନ ଙ୍କୁ ମୁଖ୍ୟ ଅତିଥି ଉପେଢୌାକନ ପ୍ରଦାନ ପୂବର୍କ ସମ୍ବର୍ଦ୍ଧିତ କରିଥେôଲ । କ୍ରୀଡା ସଂସଦର ଉପ-ସଭାପତି କୃଷ୍ଣଚନ୍ଦ୍ର ମିଶ୍ର, କ୍ରୀଡା ସଂସଦର ଯୁଗ୍ମ ସଂପାଦକ ଶତୃଘନ ସିଂ, ପୂବର୍ତନ ବିଧାୟକ ରମାକାନ୍ତ ସେଠ, ସୁଧିର ଚନ୍ଦ୍ର ପଣ୍ଡା, ଜୟରାମ ମିଶ୍ର, କ୍ରୀଡା ସଂଗଠକ ଡା. ସେିଦ୍ଧଶ୍ୱର ମିଶ୍ର, କାର୍ଯ୍ୟକାରି ସଦସ୍ୟ
ଜୟରାମ ମିଶ୍ର, କ୍ରିଡା ସଂପାଦକ ବିଭୁତି ଭୂଷଣ ପଣ୍ଡା ମଂଚାସିନ ଥେôଲ । ସିସିଏଫ୍ଏ କ୍ଲବର ଉପ-ସଭାପତି ଗମନିଏଲ ନାଗ, ସଂପାଦକ ହେମନ୍ତ କୁମାର େବେହରା, ଯୁଗ୍ମ ସଂପାଦକ ସରଜୁ ନାଗ, ପରିଚାଳନା କମିଟି ସଦସ୍ୟ ସାନ୍ତନୁ ନାଗ, ଗରୁଡଧ୍ୱଜ ସାଏ, ଅସିମ ପାଲ, ସୁବାଷ ନାଗ, ଶ୍ରୀକାନ୍ତ ରାଉତ, ପ୍ରଦୀପ ମହାରଣା, ଚେତନାନନ୍ଦ ପଣ୍ଡା, ବେିରନ୍ଦ୍ର ସୁନା, ବିଦ୍ୟୁତ କୁମାର, ବିରାଜ ଇସମାଇଲ ସୁନା, ଧରିତ୍ରୀ ବାଗ, ସେୁବାଧ ନନ୍ଦ, ଜିତୁ ଦଲାଇ, ପରେିତାଶ ବାଗ ପ୍ରମୁଖ ସହେଯାଗ କରିଥେôଲ । ୨୦ ତାରିଖ ମଙ୍ଗଳବାର ଦୋସ୍ତି ବ୍ରଦର୍ଶ ସୁନ୍ଦରଗଡ ବନାମ ସମ୍ବଲପୁର ଏଫ୍ସି ମଧ୍ୟେର ଫାଇନାଲ ଖେଳ ହେବ ବୋଲି ଅୋୟାଜନ କମିଟି ସଂପାଦକ ହେମନ୍ତ କୁମାର େବେହରା ସୂଚନା ଦେଇଛନ୍ତି ।