-+91-9937148622 |

prerana_bgr@rediffmail.com |

  Saturday 27th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଚୁଡାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ସହ ଆଲୋଚନା   (26-Jun-2026)       ||      ନିଶା ନିବାରଣ ଓ ଯୁବତୀ ଚାଲାଣ ବନ୍ଦ ପାଇଁ ସଚେତନତା ସଭା    (26-Jun-2026)       ||      ନାବାର୍ଡ ସହାୟତାରେ କୁତିଣ୍ଡା ୱାଡି ପ୍ରକଳ୍ପର ୫୨୨ ଚାଷୀଙ୍କୁ ୩ ଲକ୍ଷ ଟଙ୍କାର ଲାଭାଂଶ ବଣ୍ଟନ   (26-Jun-2026)       ||      ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ    (26-Jun-2026)       ||      ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ    (26-Jun-2026)       ||      ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ    (26-Jun-2026)       ||      *ସୋନପୁର ରେ ଶତ ପ୍ରତିଶତ ସଫଳ ହେଲା ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) କାର୍ଯ୍ଯ କ୍ରମ*–   (26-Jun-2026)       ||      *ହାର୍ଟ ଅପରେସନ୍ ସଫଳ ହେଲା - ସ୍ୱପ୍ନେଶ୍ୱର ଙ୍କ ସ୍ବପ୍ନ ସାକାର ହେଲା* *ଜିଲ୍ଲାପାଳ ଙ୍କୁ କୃତଜ୍ଞତା ଜଣାଇଲା ପରିବାର*-   (26-Jun-2026)       ||      ଜିଲ୍ଲାସ୍ତରୀୟ ନିଶା ଅପବ୍ୟବହାର ଓ ଅବୈଧ କାରାବାର ନିରୋଧ ଦିବସ -୨୦୨୬ ଅନୁଷ୍ଠିତ   (26-Jun-2026)       ||      *ହାର୍ଟ ଅପରେସନ୍ ସଫଳ ହେଲା - ସ୍ୱପ୍ନେଶ୍ୱର ଙ୍କ ସ୍ବପ୍ନ ସାକାର ହେଲା* *ଜିଲ୍ଲାପାଳ ଙ୍କୁ କୃତଜ୍ଞତା ଜଣାଇଲା ପରିବାର*-   (26-Jun-2026)       ||      ପିଏମ୍ ଶ୍ରୀ ହାଇସ୍କୁଲ ପରିଦର୍ଶନ କଲେ ବିଡିଓ   (26-Jun-2026)       ||      ଡୁଙ୍ଗୁରିପାଲି ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ   (26-Jun-2026)       ||      ଭାରସାମ୍ୟ ହରାଇ ଘର ଭିତରେ ପଶିଲା ଟ୍ରକ, ଅଳ୍ପକେ ବର୍ତ୍ତିଲେ ପରିବାର; ଘର ନଷ୍ଟ, ଯାତାୟାତ ବାଧାପ୍ରାପ୍ତ   (26-Jun-2026)       ||      ବରପାଲି ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ରରେ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୭ ତମ ଜନ୍ମଦିବସ ଅବସରରେ ଫଳ ବଣ୍ଟନ   (26-Jun-2026)       ||      ଲୋଇସିଂହାରେ ମିଶନ ଶକ୍ତି ସୁଭଦ୍ରା ମେଳା ଅନୁଷ୍ଠିତ    (26-Jun-2026)       ||      ୨୮୦ ବ୍ୟାଗ୍ ଡିଏପି ସାର ଜବତ   (26-Jun-2026)       ||      ଅବୈଜ୍ଞାନିକ ଓ ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ ସଂପୂର୍ଣ୍ଣ ପ୍ରତ୍ୟାହାର ଦାବିରେ ଏଆଇଡିଏସଓ ର ବିକ୍ଷୋଭ   (26-Jun-2026)       ||      ବିକାଶ ଧାରା ଓଡିଶା ସାରା ଅବସରରେ ଝାରମୁଣ୍ଡା ରେ ପଂଚାୟତ ସ୍ତରୀୟ ସମ୍ମିଳନୀ ତଥା ମିଶନ ଶକ୍ତି ସୁଭଦ୍ରା ମେଳା କାର୍ଯ୍ୟକ୍ରମ   (25-Jun-2026)       ||      ୧୩ବର୍ଷୀୟ ବାଳକକୁ ମାରପିଟ୍ କରି ମୋବାଇଲ୍ ଲୁଟ୍ କରିଥିବା ଯୁବକଙ୍କୁ ଗିରଫ୍ କଲା ପୋଲିସ    (25-Jun-2026)       ||      ପାଚିକା ପଦବୀରେ ଚଞ୍ଚକତା, ୩ ଦରଖାସ୍ତକାରୀଙ୍କ ଅନଶନ   (25-Jun-2026)       ||     

HOME   ଜିଲ୍ଲା

ଅଳ ଓଡ଼ିଶା ସିଡୁଲକାଷ୍ଟ ଫେଡ୍ରେସନ ଆଲେଚନାଚକ୍ର ।

20-Dec-2020



କଲାହାଣ୍ଡି,କୋକସରା(ତ୍ରିନାଥ ବେଶ୍ରା)
କଲାହାଣ୍ଡି ଜିଲ୍ଲା କୋକଶରା ବ୍ଳକଗମ୍ଭାରୀ ଗୁଡ଼ାଗ୍ରାମପଞ୍ଚାୟତ ଗମ୍ଭାରୀ ଗୁଡ଼ା ଠାରେ କୋକସରା ଆଞ୍ଚଳିକ ହରିଜନ (ଡମ୍ବ)ସମାଜ ର ସଭାପତି ଭଜମନ ବେମାଲଙ୍କ ସଭାପତିତ୍ଵରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।
ଏହି ବୈଠକରେ ସର୍ବପ୍ରଥମେ ବାବା ସାହେବ ଡକ୍ଟର.ଭିମରାଓ ଆମ୍ବେଦକର ଙ୍କ ଫଟୋରେ ପୁଷ୍ପମାଲ୍ୟ ଅର୍ପଣ କରି ଦିପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ଶ୍ରୀଯୁକ୍ତ ଗୋବର୍ଦ୍ଧନ ବାଗ,ବିଭିଷଣ ନାଏକ, ଗିରିଜା ବେହେରା, ଦିଗାମ୍ବର ଦୁରିଆ,ପଞ୍ଚ।ନନ ବେଶ୍ରା ଏବଂ ଜିଲ୍ଲା ପ୍ରତିନିଧି ମାନେ ଉପସ୍ଥିତ ରହି ବାବା ସାହେବଙ୍କ ଵିଚାର 
ଧାରା ଓ ସମାଜର ପରିବର୍ତ୍ତନ ଉପରେ ଆଲେକପାତ  କରିଥିଲେ । ଏଠାରେ ଉପସ୍ଥିତ ଅତିଥିମାନେ ହେଲେ  ଗୌରହରି ନାଏକ,  ବିନ୍ଦୁମହାନନ୍ଦ,କେସିଙ୍ଗାରୁ ଜୟପ୍ରକାଶ ଜାଲ,ଲୋକନାଥ ନାଗ, ଜିଲ୍ଳାସ୍ତରିୟ କର୍ମକର୍ତ୍ତା ଶ୍ରୀଯୁକ୍ତ ଛବିଲାଳ ନିଏଲ, ଜତିନ୍ଦ୍ର କର, ଧନର୍ଯୟଦିପ, ସତ୍ୟବାଦିନାଏକ ,ବିଶ୍ଵନାଥକର ,ସଙ୍ଖନାଦ ନାଏକ,ସାମନ୍ତ ଦୁର୍ଗା, ବ୍ଲକ ଅଧ୍ୟକ୍ଷା ଶ୍ରୀମତି ସଭ୍ୟାରାଣି ଵାଗ ରତ୍ନାକର ବେମାଲ ଗୋପାଲ ମହାନନ୍ଦ, ବିଷ୍ଣୁ ମଙ୍ଗରାଜ, ପ୍ରିୟଙ୍କା ବେମାଲ , ନିର ମହାନନ୍ଦ,ବିନୋଦ ଦିଗାଳ  ପ୍ରମୁଖ ଭଦ୍ରବ୍ୟକ୍ତି ତଥା ପ୍ରତ୍ୟେକ ବ୍ଳକରୁ ଆଶିଥିବା ଅଲଓଡ଼ିଶା ସିଡୁଲକାଷ୍ଠ   ଫେଡ୍ରେଶନ୍ କର୍ମ କର୍ତ୍ତା ର୍ଉପର୍ସ୍ଥିତ ରହି ଆମ୍ଭମାନଙ୍କ ହକ ପାଇ କିପରି ଲଢିବା ସେହି ବିଷୟରେ ନିଜ ନିଜ ବକ୍ତ୍ରବ୍ୟ ରଖିଥିବା ବେଲେ ଶ୍ରୀଯୁକ୍ତ ଯୁଗେଶ୍ଵର ସାଗର ମଞ୍ଚ ପରିଚାଳନା କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଚୁଡାପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ନୂତନ କୋଠା ନିର୍ମାଣ କାର୍ଯ୍ୟ ଶୀଘ୍ର ଆରମ୍ଭ ନିମନ୍ତେ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ସହ ଆଲୋଚନା   26-Jun-2026
  ଜିଲ୍ଲା  
ନିଶା ନିବାରଣ ଓ ଯୁବତୀ ଚାଲାଣ ବନ୍ଦ ପାଇଁ ସଚେତନତା ସଭା   26-Jun-2026
  ଜିଲ୍ଲା  
ନାବାର୍ଡ ସହାୟତାରେ କୁତିଣ୍ଡା ୱାଡି ପ୍ରକଳ୍ପର ୫୨୨ ଚାଷୀଙ୍କୁ ୩ ଲକ୍ଷ ଟଙ୍କାର ଲାଭାଂଶ ବଣ୍ଟନ   26-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ   26-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ   26-Jun-2026
  ଜିଲ୍ଲା  
ଲୋଇସିଂହା ବ୍ଲକ ର ବିଭିନ୍ନ ପଂଚାୟତ କୁ ଗସ୍ତ କଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ, ଶୁଭ ଉଦଘାଟନ କଲେ ଗୋଷ୍ଠୀ କେନ୍ଦ୍ର ସହ ଅନ୍ୟାନ୍ୟ ପ୍ରକଳ୍ପ   26-Jun-2026
  ଜିଲ୍ଲା  
*ସୋନପୁର ରେ ଶତ ପ୍ରତିଶତ ସଫଳ ହେଲା ସ୍ୱତନ୍ତ୍ର ସଘନ ସଂଶୋଧନ (SIR ) କାର୍ଯ୍ଯ କ୍ରମ*–   26-Jun-2026
  ଜିଲ୍ଲା  
*ହାର୍ଟ ଅପରେସନ୍ ସଫଳ ହେଲା - ସ୍ୱପ୍ନେଶ୍ୱର ଙ୍କ ସ୍ବପ୍ନ ସାକାର ହେଲା* *ଜିଲ୍ଲାପାଳ ଙ୍କୁ କୃତଜ୍ଞତା ଜଣାଇଲା ପରିବାର*-   26-Jun-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ନିଶା ଅପବ୍ୟବହାର ଓ ଅବୈଧ କାରାବାର ନିରୋଧ ଦିବସ -୨୦୨୬ ଅନୁଷ୍ଠିତ   26-Jun-2026
  ଜିଲ୍ଲା  
*ହାର୍ଟ ଅପରେସନ୍ ସଫଳ ହେଲା - ସ୍ୱପ୍ନେଶ୍ୱର ଙ୍କ ସ୍ବପ୍ନ ସାକାର ହେଲା* *ଜିଲ୍ଲାପାଳ ଙ୍କୁ କୃତଜ୍ଞତା ଜଣାଇଲା ପରିବାର*-   26-Jun-2026
  ଜିଲ୍ଲା  
ପିଏମ୍ ଶ୍ରୀ ହାଇସ୍କୁଲ ପରିଦର୍ଶନ କଲେ ବିଡିଓ   26-Jun-2026
  ଜିଲ୍ଲା  
ଡୁଙ୍ଗୁରିପାଲି ଥାନା ପୋଲିସ ପକ୍ଷରୁ ବରିଷ୍ଠ ନାଗରିକଙ୍କ ପରିଚୟ ପତ୍ର ପ୍ରଦାନ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ   26-Jun-2026

You Might Also Like