-+91-9937148622 |

prerana_bgr@rediffmail.com |

  Wednesday 12th August 2026 |

| | | |

R.N.I. Regd No. ODIODI/2010/46693

Breaking News

ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   (12-Aug-2026)       ||      ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   (12-Aug-2026)       ||      ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   (12-Aug-2026)       ||      ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   (11-Aug-2026)       ||      ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   (11-Aug-2026)       ||      ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା    (11-Aug-2026)       ||      ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ    (11-Aug-2026)       ||      ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   (11-Aug-2026)       ||      ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   (11-Aug-2026)       ||      ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   (11-Aug-2026)       ||      ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   (11-Aug-2026)       ||      ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   (11-Aug-2026)       ||      ଲିଟିସର୍ଗି ପଞ୍ଚାୟତରେ ଗାଁ ରେ ପ୍ରଶାସନ କାର୍ଯ୍ୟକ୍ରମ   (11-Aug-2026)       ||      ସିନ୍ଧେକେଲାରେ ସଙ୍କୁଳ ସ୍ତରୀୟ ଜ୍ଞାନ ବିଜ୍ଞାନମେଳା   (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା    (11-Aug-2026)       ||      ସମ୍ବଲପୁରରେ ବିଭାଗୀୟ ସମନ୍ୱୟ, ଯୋଜନାର କାର୍ଯ୍ୟକାରିତା ଓ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜଳସମ୍ପଦ ସଚିବ ଶୁଭା ଶର୍ମା (ଭା.ପ୍ର.ସେ)   (10-Aug-2026)       ||      ପତିତପାବନ ଏକାଡେମୀ ର ପୂର୍ବତନ ପ୍ରଧାନ ଶିକ୍ଷକ ସ୍ବର୍ଗତଃ ବାଙ୍କା ବିହାରୀ ପଣ୍ଡା ଙ୍କ ଦ୍ଵାଦଶାହା କାର୍ଯ୍ୟରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ରାଜନେତାଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି    (10-Aug-2026)       ||      କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସଂଯୁକ୍ତ କିଶାନ ମୋର୍ଚ୍ଚା ଡାକରାରେ ବଲାଙ୍ଗିର ଏଆଇଟିୟୁସି ତରଫରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ   (10-Aug-2026)       ||      ପଦ୍ମପୁର ଉପଖଣ୍ଡ ପାଇଁ କେବିକେ ଢାଞ୍ଚାରେ ସ୍ୱତନ୍ତ୍ର ବିକାଶ ପ୍ୟାକେଜ୍ ଦାବି   (10-Aug-2026)       ||      *ଭୁବନେଶ୍ୱରର କୁଖ୍ୟାତ ଅପରାଧୀ ଗ୍ୟାଙ୍ଗକୁ ଗିରଫ କଲା ସୁବର୍ଣ୍ଣପୁର ଜିଲ୍ଲା ପୋଲିସ*   (10-Aug-2026)       ||     

HOME   ଜିଲ୍ଲା

ଅଲ ଇଣ୍ଡିଆ ରାମଧୂନ୍ କପ୍ ଫୁଟବଲ ଟୁର୍ଣ୍ଣାମେଣ୍ଟ - ଦ୍ବିତୀୟ ସେମି ଫାଇନାଲ ମ୍ୟାଚ ବିଜୟୀ ହୋଇ ରମଧୁନ କ୍ଲବ ଫାଇନାଲ କୁ ପ୍ରବେଶ

17-Feb-2024



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ) ୧୫ ତମ ଅଲ୍ ଇଣ୍ଡିଆ ରlମଧୁନ୍ କପ୍ ଫୁଟବଲ ଟୁର୍ଣlମେଣ୍ଟ ରେ ଟି ୟାଇ ସି ସୁନାବେଡ଼ା ଦଳ କୁ  ୧-୦  ଗୋଲ ରେ ହରାଇ ଆୟୋଜକ ରlମଧୂନ୍ କ୍ଲବ୍ ବିଜୟୀ ହୋଇ ଫାଇନାଲ କୁ ପ୍ରବେଶ କରିଛି l ଆଜି ର ସେମି ଫାଇନାଲ ଖେଳ ଖୁବ୍  ସଂଘର୍ଷ ପୂର୍ଣ୍ଣ ଥିଲା  l ମୁଖ୍ୟ ଅତିଥି ଭାବେ ବିରମହାରାଜ ପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପଦ୍ମନାଭ ବେହେରା ଯୋଗ ଦେଇ ଖେଳ କୁ ଉଦ୍ଘାଟନ କରି ଖେଳାଳି ଙ୍କୁ  ଓ ସୁନ୍ଦର ଅୟୋଜନ ପାଇଁ ଆୟୋଜକ ଙ୍କୁ ପ୍ରଶଂସା କରିଥିଲେ l ଓ ଟୁର୍ଣ୍ଣl ମେଣ୍ଟ ର ଉଜ୍ଜ୍ୱଳ ଭବିଷ୍ୟତ ଶୁଭ କାମନା କରିଥିଲେ l, ସମ୍ମାନିତ ଅତିଥି ଭାବେ ସୋନପୁର ଉପ ଜିଲ୍ଲାପାଳ ଶ୍ରୀ ସୁରଜ୍ କୁମାର୍ ପଟ୍ଟନାଏକ, ଅବସର ପ୍ରାପ୍ତ ଆର୍ମୀ କର୍ଣାଲ ଶ୍ରୀ ମଧୁ ଶୁଦନ ପୂଜାରୀ, ସମାଜ ସେବୀ ଶ୍ରୀବତ୍ସ ମଲ୍ଲିକ, ବଲାଙ୍ଗିର ଜିଲ୍ଲା କ୍ରିଡ଼ା ଅଧିକାରୀ ପରାଶର ବାଗ, ପୁର୍ବତନ ସନ୍ତୋଷ ଟ୍ରଫି ଖେଳାଳି ଅଭିମନ୍ୟୁ ପାଣ୍ଡେ, ମାର୍ଚେଣ୍ଟ ଅlସୋସିଏସନ୍ ସମ୍ପଦକ ଗୁଣ ନିଧି ମେହେର, ଜିଲ୍ଲା କ୍ରିଡ଼ା ସଂଘ ବରିଷ୍ଠ ସଦସ୍ୟ ବିକାଶ ମିଶ୍ର, ଭେଟରlନ ଫୁଟବଲ୍  ଖେଳାଳି ବଳରାମ ପଣ୍ଡା, ମହିଳା ଫୁଟବଲ ଖେଳାଳୀ ସୁଷମା ଦଳାଇ, ପ୍ରତିମା ବଗର୍ତ୍ତି, ଯୋଗ ଦେଇ   ଆୟୋଜକ ଓ ଖେଳାଳି, ଦର୍ଶକ ଙ୍କୁ ଉତ୍ସାହିତ କରି ଉଚ୍ଚ କୋଟୀର ଖେଳ ପ୍ରଦର୍ଶନ ପାଇଁ  ଆୟୋଜକ ଙ୍କୁ ପ୍ରଶଂସା କରିଥିଲେ l  l ନିମନ୍ତ୍ରିତ ଅତିଥି ଭାବେ ସୁନାବେଡା ଦଳ ର ପ୍ରାୟୋଜକ ମହାନଦୀ ଧାରା ର ପ୍ରୋ ପାଇଟର ପ୍ଲାବନ ମହାପାତ୍ର, ରମଧୁନ କ୍ଲବ୍ ର  ପ୍ରଯୋଜକ ଆଲ୍ଫା ଏଜୁକେଶନ ହବ ର ପ୍ରୋପାଇଟର ମାଧବ ମହଲା ମଞ୍ଚ ରେ ନିମନ୍ତ୍ରିତ ଅତିଥି ଭାବେ ମଞ୍ଚ ରେ ଉପସ୍ଥିତ ଥିଲେ l  ମ୍ୟାନ ଅଫ ଦି ମ୍ୟାଚ୍ ଭାବେ ବିଜୟୀ ରାମ ଧୂନ୍ କ୍ଲବ୍ ଦଳ ର  ଖେଳାଳି ବଣ୍ଟି ମୁଣ୍ଡା ଙ୍କୁ  ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲl l

ଏବଂ  ସୋନୁ ଫାଷ୍ଟ ଫୁଡ୍ ତରଫ ରୁ ଗୋଲ୍ ସ୍କୋରର ଭାବେ  ମିଷ୍ଟର୍ ମୁଣ୍ଡା ଙ୍କୁ ୫୦୦; ଟଙ୍କା ପ୍ରଦାନ୍ କରାଯାଇଥିଲା l ମୂଖ୍ୟ ରେଫରି ଭାବେ ସଂଜୀବ ସାହୁ, ଓ ଦିଲ୍ଲୀପ ରାଉତ୍ ,  ସଲିଳ ବେହେରା, , ଜୀତେନ୍ଦ୍ର ଥନlପତି , ଖେଳ ପରିଚଳନl ରେ   ସହଯୋଗ କରିଥିଲେ l  ମନୋରଞ୍ଜନ ତ୍ରିପାଠୀ ଖେଳ ଅତିଥି ସ୍ଵାଗତ ଓ ସଭା ସଂଯୋଜନା କରିଥିଲେ l ଧାରା ବିବରଣୀ ରେ ସଞ୍ଜୟ ପାଟ ନାଏକ ସହଯୋଗ କରିଥିଲେ l ବିଜୟୀ ଦଳ ର ଗୋଲ କିପର ଙ୍କୁ ରlଏନୁ ଅଲ୍ଲୀ ଙ୍କ ଦ୍ଦ୍ଵାରl ୫୦୦ ଟଙ୍କା ପ୍ରଦାନ୍ କରାଯାଇଥିଲl l  ମ୍ୟାଚ୍ କମିଶନର ଭାବେ ଜାତୀୟ ସ୍ତର ର ରେଫରି ଭୂକୁଲୁ ବକ୍ସି ଦାୟିତ୍ଵ ନେଇଥିଲେ l ବିକାଶ ପଣ୍ଡା, ସୋମନାଥ ମିଶ୍ର,, ରଘୁ ସାହୁ, ରାଜୀବ ସାହୁ, ବୁବୁନ ନାଏକ, ପରେନ୍ଦ୍ର ନାଏକ, ସନ୍ତୋଷ ପାଢ଼ୀ, ଚନ୍ଦନ ବେହେରା, ଜିଲୁ ସାହୁ, ଲିପୁନ ନାଏକ, ଚାହତ ମହମ୍ମଦ, ଶିବା ଶାଣ୍ଢ, ଗୁରୁ ଦଳେଇ, ରବି ଗୁରୁ,, ଅଂଶୁ ମାନ ପାଢ଼ୀ, ପ୍ରମୁଖ ସମସ୍ତ ସଦସ୍ୟ ସହଯୋଗ କରିଥିଲେ l କ୍ଲବ୍ ସମ୍ପାଦକ ପୀୟୂଷ ପଣ୍ଡା ଙ୍କ ପ୍ରତ୍ୟକ୍ଷ ତତ୍ୱା ବଧlନ ରେ ସବୁ କାର୍ଯ୍ଯ ପରିଚଳନl କରାଯାଇଥିଲl l


News Comment




Photo in News

Advertisment
Lastest News
  ଜିଲ୍ଲା  
ନବ ନିଯୁକ୍ତ ଶିକ୍ଷକ ଆର୍ତ୍ତତ୍ରାଣଙ୍କୁ ସ୍କୁଲ ତରଫରୁ ସମ୍ବର୍ଦ୍ଧନା   12-Aug-2026
  ଜିଲ୍ଲା  
ଇନୋଭେସନ ଓ ଷ୍ଟାର୍ଟଅପ ଓଡ଼ିଶା କାର୍ଯ୍ୟକ୍ରମ ଉଦଯାପିତ   12-Aug-2026
  ଜିଲ୍ଲା  
ସ୍ୱର୍ଗତ ବଳରାମ ବାଗ ଙ୍କ ଅମର ଆତ୍ମାର ସତ୍ ଗତି ପାଇଁ ଶୋକସଭା ଅନୁଷ୍ଠିତ   12-Aug-2026
  ଜିଲ୍ଲା  
ଖରିଆର ରୋଡରେ ହର ଘର ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ   11-Aug-2026
  ଜିଲ୍ଲା  
ଗୋପବନ୍ଧୁଙ୍କ ଶ୍ରାଦ୍ଧୋତ୍ସବରେ ୫୨ ୟୁନିଟ ରକ୍ତ ସଂଗ୍ରହ   11-Aug-2026
  ଜିଲ୍ଲା  
ଶ୍ରାବଣୀ ଯାତ୍ରାରେ ଜଳାଭିଷେକ କରିବା ପାଇଁ ୨୦ ଜଣ କାଉଡିଆ ଙ୍କ ଦେବଗିରି ଶୈବପୀଠକୁ ପଦଯାତ୍ରା   11-Aug-2026
  ଜିଲ୍ଲା  
ମଧ୍ୟପୁର ପଞ୍ଚାୟତରେ ଆବାସ ନାଁ ରେ ଟଙ୍କା ଆଦାୟ   11-Aug-2026
  ଜିଲ୍ଲା  
ତୁଷରା ଶାଖା ଗସ୍ତରେ ପହଞ୍ଚିଲେ ୟୁପିଏମଏସ୍‌ର ପ୍ରାନ୍ତୀୟ ଓ ଜୋନାଲ ପଦାଧିକାରୀ   11-Aug-2026
  ଜିଲ୍ଲା  
ଲୋଇସିଂହାରେ ବିଶ୍ଵ ଆଦିବାସୀ ଦିବସ ପାଳିତ, ସମାଜ ର ଏକତା ହେଲେ ଆଦିବାସୀ ଙ୍କ ବିକାଶ ହେବ   11-Aug-2026
  ଜିଲ୍ଲା  
ପଲ୍ଲୀ ବିକାଶର ୨୬ତମ ପ୍ରତିଷ୍ଠା ଦିବସ ପାଳିତ ଚାଷୀ ଓ ମହିଳାଙ୍କ ସଶକ୍ତିକରଣ ସହ ସାମାଜିକ ଓ ଆର୍ଥିକ ବିକାଶ ପାଇଁ ଏକତ୍ରିତ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ   11-Aug-2026
  ଜିଲ୍ଲା  
ସ୍ୱାଧୀନତା କପ ଫୁଟବଲ ଚମ୍ପିୟାନସିପ :ଦ୍ୱିତୀୟ ସେମି ଫାଇନାଲ ରେ ଆଦିବାସୀ ମହାବିଦ୍ୟାଳୟ ଦଳ ବିଜୟୀ   11-Aug-2026
  ଜିଲ୍ଲା  
ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ,   11-Aug-2026

You Might Also Like