-+91-9937148622 |
prerana_bgr@rediffmail.com |
Wednesday 12th August 2026 |
R.N.I. Regd No. ODIODI/2010/46693
Breaking News
17-Feb-2024
(କେଶବ ମେହେର)
କଳାହାଣ୍ଡି ଉତ୍ତର ବନଖଣ୍ଡ,ଭବାନୀପାଟଣା ରେଞ୍ଜ ର ସାନ୍ତପୁର ସେକ୍ସ୍ ସନ ତରଫରୁ ଶାନ୍ତପୁର ଶନିବାର ହାଟ ରେ ଜଙ୍ଗଲ କୁ ନିଆ ଦାଉରୁ ରକ୍ଷା କରିବା ପାଇଁ ଜନ ସଚେତନ କାର୍ଯ୍ୟ କ୍ରମ କରାଯାଇ ଥିଲା, ଶାନ୍ତପୁର ସେକ୍ସନ ର ସାନ୍ତପୁର, କର୍ କଟା, ବୁରାଟ, ନିଶାନପୁର, ନୂଆପଡ଼ା ଠାରେ ନିଆ ପାଇଁ ଜନ ସଚେତନତା ଓ ସାସକୃତିକ କର୍ଯ୍ୟକର୍ମ କରାଯାଇ ଅଛି, ଏଥିରେ ବନପାଲ ଶ୍ରୀ ଭବାନୀ ଶଙ୍କର ପରିଚ୍ଛା, ଜିଲ୍ଲା ପରିଷଦ ସଭ୍ୟ ହରିଶଙ୍କର ମାଝୀ, ଶାନ୍ତପୁର ସରପଞ୍ଚ ଶ୍ରୀ ଗିରିଧାରୀ ମାଝୀ, ପୂର୍ବତନ ସରପଂଚ ଲୋକ ନାଥ ସା,ୱର୍ଡ ମେମ୍ବର ଶ୍ରୀ ଗୌର ଚନ୍ଦ୍ର ବିଶ୍ବାଳ, ଶାନ୍ତପୁର ଖ ବିଟ୍ ର ବନ ରଖି ଇନ୍ଦୁ ଧଙ୍ଗଡା ମାଝୀ, ଏବଙ୍ଗ ଏନ,ଜି,ଓ, ର ସୁବାଷ ପଟେଲ, ଅଭିଜିତ ପରିଡ଼ା, ଉମେଶ ଚନ୍ଦ୍ର ଗୌଡ, ଅଜୟ ନାୟକ, ଓ ସୁନିଲ ରଣା, ପ୍ରମୁଖ କର୍ଯ୍ୟକର୍ମ ପରିଚାଳନା କରିଥିଲେ, ଜନ ସାଧାରଣ ଙ୍କୁ ଜଙ୍ଗଲ ସୁରକ୍ଷା ପରିବେଶ ରକ୍ଷା ବନ୍ୟ ପ୍ରାଣୀ ରକ୍ଷା ପ୍ରଭୃତି ଉଦବୋଧନ ଦେଇଥିଲେ, ସର୍ବ ଶେଷରେ ବାନ ପାଲ ଶ୍ରୀ ପରିଚ୍ଛା ଧନ୍ୟ ବାଦ ଦେଇ ଥିଲେ,