-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
05-Feb-2024
ବଲାଙ୍ଗିର(ଚିତ୍ରସେନ ବେହେରା ): ଆସନ୍ତା ୭ ତାରିଖରୁ ଅନୁଷ୍ଠିତ ହେବ ପଲ୍ଲୀଶ୍ରୀ ମେଳା । ଜିଲ୍ଲା ସଦର ମହକୁମା ଠାରେ ଏହି ମେଳା ଅନୁଷ୍ଠିତ ହେବ । ଏହି ମେଳା ୧୧ ତାରିଖ ଯାଏଁ ଚାଲିବ । ସମୁଦାୟ ୧୪୦ ଟି ଷ୍ଟଲ ରେ ରାଜ୍ୟ ତଥା ରାଜ୍ୟ ବାହାରର ଉଦ୍ୟୋଗୀ ମାନେ ନିଜ ଦ୍ଵାରା ପ୍ରସ୍ତୁତ ଜିନିଷ ବ୍ୟବସାୟ କରିବେ । ଅରମାସ ଏବଂ ପଞ୍ଚାୟତି ରାଜ ତଥା ପାନୀୟ ଜଳ ବିଭାଗ, ମିଶନ ଶକ୍ତି ଏବଂ ଜିଲ୍ଲାପ୍ରଶାସନ ଦ୍ୱାରା ଏହା ଅନୁଷ୍ଠିତ ହେଉଛି । ସ୍ଥାନୀୟ କୋଶଲ କଳା ମଣ୍ଡପ ରେ ସନ୍ଧ୍ୟା ୬ ରେ ଏହି ମେଳା ଉଦଘାଟନ ହେବ ।