-+91-9937148622 |

prerana_bgr@rediffmail.com |

  Friday 10th July 2026 |

| | | |

R.N.I. Regd No. ODIODI/2010/46693

Breaking News

ବରଗଡ଼ ରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ ♦️ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳ କୁ ବରଦାସ୍ତ କରାଯିବ ନାହିଁ : ବିଜେଡି    (10-Jul-2026)       ||      ଯୋଗାଣ ସହାୟକ ଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ନେଇ ବଙ୍ଗୋମୁଣ୍ଡା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ    (10-Jul-2026)       ||      ଚନ୍ଦନଭାଟିରେ ନରସିଂହଙ୍କ ସାଧାରଣ ସଭା   (10-Jul-2026)       ||      ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା   (10-Jul-2026)       ||      ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା   (10-Jul-2026)       ||      କେବଳ ମାଁଙ୍କ ନାମରେ ନୁହେଁ ଉଭୟ ବାପାମାଁଙ୍କ ନାମରେ ବୃକ୍ଷରୋପଣ କରାଯାଉ   (10-Jul-2026)       ||      ସାମୂହିକ ଛୁଟିରେ ଯୋଗାଣ ସହାୟକ; ପ୍ରଶାସନକୁ ବିକଳ୍ପ ବ୍ୟବସ୍ଥା ପାଇଁ ଅନୁରୋଧ   (10-Jul-2026)       ||      ଡାବୁଗାଁ ଅଞ୍ଚଳ ରେ ଚଢ଼ା ଦରରେ ସାର ବିକ୍ରି   (10-Jul-2026)       ||      ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ (Graduation Ceremony)♦️ଯୋଗ:ଦେଲେ ଉପରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ   (10-Jul-2026)       ||      ଭାରତ ବିକାଶ ପରିଷଦ, ସୋନପୁର ଶାଖାର ବୃକ୍ଷରୋପଣ କାର୍ଯ୍ୟକ୍ରମ   (10-Jul-2026)       ||      *ବିଲୁପ୍ତ ହେବାକୁ ବସିଲାଣି ଲାଲ ଟୁକୁ ଟୁକୁ ସାଧବ ବୋହୂ*   (10-Jul-2026)       ||      ଅବସରକାଳୀନ ସମ୍ବର୍ଦ୍ଧନା   (10-Jul-2026)       ||      କର୍ତ୍ତବ୍ୟର ପରିସମାପ୍ତି, ପରିବାରରେ ଶୂନ୍ୟତା, ଲରାସରା ଉଚ୍ଚ ବିଦ୍ୟାଳୟର କର୍ମଚାରୀ ସୁଶୀଲ ଭୁଏ ଙ୍କ ବିୟୋଗ   (10-Jul-2026)       ||      ତାଳଜୁରୀ ଗ୍ରାମରେ ବିଦ୍ୟୁତ ବିଭାଗ ର ଖାମଖିଆଲି କାମ, ଦୁର୍ଘଟଣା ର ଶିକାର ହେଉଛନ୍ତି ସାଧାରଣ ଜନତା    (10-Jul-2026)       ||      ବିଜେଡି ହାତରେ ବନ୍ଧା ପଡିଥିବା ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘକୁ ମୁକୁଲାଇ ବାକୁ ପଡିବ: ସାଂସଦ ପ୍ରଦୀପ ପୁରୋହିତ   (09-Jul-2026)       ||      କର୍ତ୍ତବ୍ୟର ପରିସମାପ୍ତି, ପରିବାରରେ ଶୂନ୍ୟତା, ଲରାସରା ଉଚ୍ଚ ବିଦ୍ୟାଳୟର କର୍ମଚାରୀ ସୁଶୀଲ ବାଗଙ୍କ ବିୟୋଗ   (09-Jul-2026)       ||      ଆମେରିକାରେ ଚକ୍ରଧର ମଲ୍ଲିକ ଫାଉଣ୍ଡେସନ ତରଫରୁ ପିଠା ପ୍ରତିଯୋଗିତା   (09-Jul-2026)       ||      ୧୦ ଜୁଲାଇରୁ ସାମୁହିକ ଛୁଟିରେ ରହିବେ ଯୋଗାଣ ସହାୟକ .ନିଷ୍ଠା ଓ ପରିଶ୍ରମର ଫଳ ହେଲା ବିଫଳ .ଶୁଣିଲେନି ସରକାର . ଦାବି ଗୁଡ଼ିକର ହୋଇଛି ଅଣଦେଖା   (09-Jul-2026)       ||      ଜୁନାଗଡ଼ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ରେ ବନ ମହୋତ୍ସବ ଅନୁଷ୍ଠିତ   (09-Jul-2026)       ||      ଚୁଡାପାଲି ଠାରେ ବିଭିନ୍ନ ପଞ୍ଚାୟତର ସମସ୍ୟା ଶୁଣିଲେ ନରସିଂହ♦️ ଜିରାଟମାଲ ପିଇବାପାଣି ପ୍ରକଳ୍ପ ଉଦ୍‌ଘାଟନ ସତ୍ୱେ ପାଣି ପାଇ ନାହାନ୍ତି ଗାଁ ଲୋକେ   (09-Jul-2026)       ||     

HOME   ଜିଲ୍ଲା

ନିଆରା ଢଙ୍ଗରେ ନୂତନ ବର୍ଷକୁ ସ୍ୱାଗତ: ଜୁନିୟର ରେଡକ୍ରସ ସୁବର୍ଣ୍ଣପୁର

02-Jan-2024



ସୋନପୁର (ପ୍ରେରଣା ଖବର ):  ନୂତନ ବର୍ଷକୁ ବିଭିନ୍ନ ବ୍ୟକ୍ତି , ଗୋଷ୍ଠୀ ତଥା ସାମାଜିକ ଅନୁଷ୍ଠାନ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମାଧ୍ୟମରେ ସୁସ୍ୱାଗତ କରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲା ଜୁନିୟର ରେଡକ୍ରସ ପ୍ରତିବର୍ଷ ଭଳି ନିଆରା ଢଙ୍ଗରେ ଚଳିତ ବର୍ଷ ମଧ୍ୟ ଜିରୋ ନାଇଟରେ ସ୍ୱେଚ୍ଛାକୃତ ରକ୍ତଦାନ କରି ନୂତନ ବର୍ଷ-୨୦୨୪ କୁ ସ୍ୱାଗତ କରିଛି । ସଡକ ଦୁର୍ଘଟଣା ଯୋଗୁଁ ବ୍ୟକ୍ତି ବିଶେଷଙ୍କର ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୁବର୍ଣ୍ଣପୁର ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇଙ୍କ ମାର୍ଗଦର୍ଶନରେ ଓଡିଶା ରକ୍ତ କେନ୍ଦ୍ର , ସୋନପୁର ଠାରେ ସ୍ୱେଚ୍ଚାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଅଧ୍ୟକ୍ଷ ଡା. ଦୁର୍ଗାଦତ ଦାଶ ଏବଂ ସମ୍ମାନୀତ ଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡା. ରାଧାକାନ୍ତ ଗଡତିଆ ଯୋଗଦେଇ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ ।

ଦୁଇ ଦିନ ବ୍ୟାପୀ ହୋଇଥିବା ସ୍ୱେଚ୍ଛାକୃତ ରକ୍ତଦାନ ଶିବିରରେ ୫୨ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ଓଡିଶା ରକ୍ତ କେନ୍ଦ୍ରର କର୍ମଚାରୀ ଜଗତ ଦରୱାନ, ଟିଟୁ ଭୋଇ,  ରଂଜିତା ଦରୱାନ, ସଂଜୁଲତା ବିଶ୍ୱାଲ,  ଜୁନିୟର ରେଡକ୍ରସ କାଉନସିଲର ଜଗଦିଶ ଦାଶ, ସୁନନ୍ଦା ଦାଶ,  ପୁଷ୍ପାଂଜଳି ନାୟକ, ସୁଧାମୟୀ ଆଚାର୍ଯ୍ୟ, ସନତ କୁମାର ମିଶ୍ର, ସସ୍ମିତା ହୋତା, ଗୋପେଶ ପଣ୍ଡା, ରବିଚନ୍ଦ୍ର ପଶାୟତ, ଗତିକୃଷ୍ଣ ମିଶ୍ର, କାଲିଆ କର୍ମି, ରାଜେଶ୍ୱରୀ କର୍ମି, ଲୋକନାଥ ମେହେର, ହେମନ୍ତ ମେହେର, ଅନୀତା ମହାରା, ବନମାଳୀ ସାହୁ, ଚନ୍ଦ୍ରମଣି ବାଘ, ଚନ୍ଦ୍ର ଶେଖର ମହାପାତ୍ର ତଥା ଅନ୍ୟମାନେ ରକ୍ତଦାନ କରିଥିଲେ ।

ଶିବିରରେ ଆୟୋଜକ  ମାୟାବର୍ହା ହାଇସ୍କୁଲର ପୁରାତନ ଛାତ୍ରଛାତ୍ରୀ ସ୍ୱତଃପ୍ରବୃତ ଭାବରେ ରକ୍ତଦାନ କରିଥିଲେ । ଚାରି ଯୋଡା ସପତ୍ନୀକ ରକ୍ତଦାନ କରିବା ହିଁ ଶିବିରର ବିଶେଷ ଆକର୍ଷଣ ଥଲା । କାର୍ଯ୍ୟକ୍ରମରେ ରାଜ୍ୟ ପୁରସ୍କାର ପ୍ରାପ୍ତ ସମାଜସେବୀ ଶିକ୍ଷକ ରାମ ନାରାୟଣ ଦାଶ, ଅନନ୍ତରାମ ପାଢୀ, ଓଡିଶା ରକ୍ତ କେନ୍ଦ୍ର ସୋନପୁରର କର୍ମଚାରୀ ଯୁଧିଷ୍ଠୀର ନାଏକ, ସୁଦାମ ବିଶ୍ୱାଲ,ସତ୍ୟବ୍ରତ ତାଣ୍ଡି,  ରେବତୀ ମହାପାତ୍ର, ଟଙ୍କଧର କୁଅଁର ପ୍ରମୁଖ ସହଯୋଗ କରିଥିଲେ । କାର୍ଯ୍ୟକ୍ରମକୁ ଜିଲ୍ଲା ଜୁନିୟର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ ପରିଚାଳନା କରିଥିବା ବେଳେ ଗତିକୃଷ୍ଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରଗଡ଼ ରେ ବିଜୁ ଯୁବ ଛାତ୍ର ଜନତା ଦଳ ପକ୍ଷରୁ ଶିକ୍ଷା ବଞ୍ଚାଅ ଆନ୍ଦୋଳନ ♦️ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ସହ ଖେଳ କୁ ବରଦାସ୍ତ କରାଯିବ ନାହିଁ : ବିଜେଡି   10-Jul-2026
  ଜିଲ୍ଲା  
ଯୋଗାଣ ସହାୟକ ଙ୍କୁ ସ୍ଥାୟୀ ନିଯୁକ୍ତି ଦାବି ନେଇ ବଙ୍ଗୋମୁଣ୍ଡା ବିଡ଼ିଓ ଙ୍କୁ ଦାବିପତ୍ର ପ୍ରଦାନ   10-Jul-2026
  ଜିଲ୍ଲା  
ଚନ୍ଦନଭାଟିରେ ନରସିଂହଙ୍କ ସାଧାରଣ ସଭା   10-Jul-2026
  ରାଜ୍ୟ  
ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା   10-Jul-2026
  ଜିଲ୍ଲା  
ସତଲମା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ : ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା   10-Jul-2026
  ଜିଲ୍ଲା  
କେବଳ ମାଁଙ୍କ ନାମରେ ନୁହେଁ ଉଭୟ ବାପାମାଁଙ୍କ ନାମରେ ବୃକ୍ଷରୋପଣ କରାଯାଉ   10-Jul-2026
  ରାଜ୍ୟ  
ସାମୂହିକ ଛୁଟିରେ ଯୋଗାଣ ସହାୟକ; ପ୍ରଶାସନକୁ ବିକଳ୍ପ ବ୍ୟବସ୍ଥା ପାଇଁ ଅନୁରୋଧ   10-Jul-2026
  ଜିଲ୍ଲା  
ଡାବୁଗାଁ ଅଞ୍ଚଳ ରେ ଚଢ଼ା ଦରରେ ସାର ବିକ୍ରି   10-Jul-2026
  ଜିଲ୍ଲା  
ନାଇଜର’ର ୧୫ତମ ସମାବର୍ତ୍ତନ ଉତ୍ସବ (Graduation Ceremony)♦️ଯୋଗ:ଦେଲେ ଉପରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ର ଶିକ୍ଷାମନ୍ତ୍ରୀ   10-Jul-2026
  ଜିଲ୍ଲା  
ଭାରତ ବିକାଶ ପରିଷଦ, ସୋନପୁର ଶାଖାର ବୃକ୍ଷରୋପଣ କାର୍ଯ୍ୟକ୍ରମ   10-Jul-2026
  ଜିଲ୍ଲା  
*ବିଲୁପ୍ତ ହେବାକୁ ବସିଲାଣି ଲାଲ ଟୁକୁ ଟୁକୁ ସାଧବ ବୋହୂ*   10-Jul-2026
  ଜିଲ୍ଲା  
ଅବସରକାଳୀନ ସମ୍ବର୍ଦ୍ଧନା   10-Jul-2026

You Might Also Like