-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
02-Jan-2024
ସୋନପୁର/ତରଭା(ମନୋରଂଜନ ତ୍ରିପାଠୀ)- ବଣୁଆ ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ । ଏପରି କିଛି ଅଭାବାନୀୟ ଘଟଣା ଘଟିଛି ସୋନପୁର ଜିଲ୍ଲା ତରଭା ବ୍ଲକ ବ୍ରାହ୍ମଣୀ ଗାଁ ରେ । ଗତକାଲି ରାତିରେ ବ୍ରାହ୍ମଣୀ ଗାଁ ର ଯଦୁ ସୁନା(୬ଠ) ନାମକ ଜଣେ ବୃଦ୍ଧ ଘର ବାହାରକୁ ଶୌଚ କରିବାକୁ ଯାଇଥିବା ସମୟରେ ଜଙ୍ଗଲର ଏକ ବଣୁଆ ଗହାତୀ ଆତର୍କିତ ଭାବେ ତାଙ୍କୁ ଆକ୍ରମଣ କରିଥିଲା । ଗୁରୁତର ଅବସ୍ଥାରେ ଯଦୁ ଙ୍କୁ ତୁରନ୍ତ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କୁ ଅଣାଯାଇଥିଲେ ମଧ୍ୟ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥଲା । ମେଡିକାଲରେ ଯଦୁଙ୍କ ଶବ ବ୍ୟବଚ୍ଛେଦ କରାଯାଇଇଛି ।