-+91-9937148622 |
prerana_bgr@rediffmail.com |
Thursday 26th March 2026 |
R.N.I. Regd No. ODIODI/2010/46693
Breaking News
21-Dec-2023
କଣ୍ଟମାଳ (ଜୟ କୁମାର ମହାରଣା)
କଣ୍ଟମାଳ ବ୍ଲକ ଅନ୍ତର୍ଗତ ଋଣ୍ଡିମହୁଲ ଗ୍ରାମପଞ୍ଚାୟତ କାର୍ଯାଳୟ ଠାରେ ସରପଞ୍ଚ ପଞ୍ଚାନନ ସାହୁ ଙ୍କ ସଭାପତିତ୍ୱରେ ସତନ୍ତ୍ର ଗ୍ରାମସଭା ଅନୁଷ୍ଠିତ ହୋଇଯାଇଛି l ପଂଚାୟତ ନିର୍ବାହୀ ଅଧିକାରୀ ଜ୍ଞାନରଞ୍ଜନ ମିଶ୍ର 2024-25 ଆର୍ଥିକ ବର୍ଷ ସକାଶେ ସଂକଳ୍ପ ଭିର୍ତ୍ତିକ ବାର୍ଷିକ କାର୍ଯ୍ୟ ଖସଡ଼ା ପ୍ରସ୍ତୁତି ଉପରେ ବକ୍ତବ୍ୟ ରଖିଥିଲେ l ଏହି ସଭାରେ ନାଏବ ସରପଞ୍ଚ, ଜିଆରଏସ,ଭିଏଡବ୍ଲୁ ଛାୟାକାନ୍ତ କୁମ୍ଭାର, ଅଙ୍ଗନବାଡିଦିଦି, ଅଶା ଦିଦି, ୱାର୍ଡ ସଭ୍ୟସଭ୍ୟା, ଏଏନଏମ ସମେତ ଋଣ୍ଡିମହୁଲ ଗ୍ରାମବାସୀ ଉପସ୍ଥିତଥିଲେ l