କଣ୍ଟାମାଳ(ଜୟ କୁମାର ମହାରଣାଙ୍କ ରିପୋର୍ଟ ): ବୌଦ୍ଧଜିଲ୍ଲା କଣ୍ଟlମାଳ ନିର୍ବାଚନମଣ୍ଡଳୀର ପଲସାଗୋରା କଲ୍ୟାଣମଣ୍ଡପ ଠାରେ ଶନିବାର ବିଜେଡିର ପଂଚାୟତସ୍ତରୀୟ ସକ୍ରିୟକର୍ମୀଙ୍କୁ ନେଇ ଏକ ତିନିଦିନିଆ ପ୍ରଶିକ୍ଷଣ ଶିବିର ଅlନୁଷ୍ଠାନିକ ଭାବେ ଆରମ୍ଭ ହୋଇଛି
ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ ମହୀଧର ରଣା ଦ୍ବୀପ ପ୍ରଜ୍ଜ୍ୱଳନ କରି ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରି ତୃଣମୂଳ ସ୍ତରରୁ ଦଳର ସଂଗଠନକୁ ସୁଦୃଢ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ଵଚ୍ଚ ଓ ବିକାଶ ମୂଳକ କାର୍ଯ୍ୟକ୍ରମ ରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ l ତିନିଦିନ ଧରି ଚାଲିବାକୁ ଥିବା ଏହି ଶିବିରର ଆଜି ପ୍ରଥମଦିନ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କଣ୍ଟମାଳ,ଖଲିଆପାଲି, ଦପଲା, ଲମ୍ବସରି, ଯୋଗୀନ୍ଦ୍ରପୁର, ଶିମିଳିପଦର, ମନମୁଣ୍ଡା, ଶୁଣ୍ଡିପଦର, ବିଳାସପୁର, ଗୁଡଭେଳିପଦର ପଦର, ବରଗୋଚ୍ଛା,ଗୁନ୍ଦୁଳିଆ ଆଦି ୧୨ ଗୋଟି ଗ୍ରାମପଞ୍ଚାୟତର ସକ୍ରିୟ ବିଜେଡି କର୍ମୀମାନେ ଶିବିରରେ ଯୋଗଦେଇ ତାଲିମ ନେଇଥିଲେ l ପୂର୍ବତନ ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକ ଓ ରାଜ୍ୟ ସାଧାରଣ ସମ୍ପାଦକ ମନୋରଞ୍ଜନ ସ୍ୱାଇଁ ମୁଖ୍ୟ ତାଲିମଦାତା ଭାବେ ଯୋଗଦେଇ କର୍ମୀମାନଙ୍କୁ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ
"/>-+91-9937148622 |
prerana_bgr@rediffmail.com |
Saturday 8th August 2026 |
R.N.I. Regd No. ODIODI/2010/46693
Breaking News
17-Dec-2023
ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା କଣ୍ଟାମାଳ ବିଧାୟକ ମହୀଧର ରଣା ଦ୍ବୀପ ପ୍ରଜ୍ଜ୍ୱଳନ କରି ଏହି ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରି ତୃଣମୂଳ ସ୍ତରରୁ ଦଳର ସଂଗଠନକୁ ସୁଦୃଢ କରିବା ସହ ମୁଖ୍ୟମନ୍ତ୍ରୀଙ୍କ ସ୍ଵଚ୍ଚ ଓ ବିକାଶ ମୂଳକ କାର୍ଯ୍ୟକ୍ରମ ରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ l ତିନିଦିନ ଧରି ଚାଲିବାକୁ ଥିବା ଏହି ଶିବିରର ଆଜି ପ୍ରଥମଦିନ କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କଣ୍ଟମାଳ,ଖଲିଆପାଲି, ଦପଲା, ଲମ୍ବସରି, ଯୋଗୀନ୍ଦ୍ରପୁର, ଶିମିଳିପଦର, ମନମୁଣ୍ଡା, ଶୁଣ୍ଡିପଦର, ବିଳାସପୁର, ଗୁଡଭେଳିପଦର ପଦର, ବରଗୋଚ୍ଛା,ଗୁନ୍ଦୁଳିଆ ଆଦି ୧୨ ଗୋଟି ଗ୍ରାମପଞ୍ଚାୟତର ସକ୍ରିୟ ବିଜେଡି କର୍ମୀମାନେ ଶିବିରରେ ଯୋଗଦେଇ ତାଲିମ ନେଇଥିଲେ l ପୂର୍ବତନ ଖଣ୍ଡପଡା ବିଧାୟକ ଅନୁଭବ ପଟ୍ଟନାୟକ ଓ ରାଜ୍ୟ ସାଧାରଣ ସମ୍ପାଦକ ମନୋରଞ୍ଜନ ସ୍ୱାଇଁ ମୁଖ୍ୟ ତାଲିମଦାତା ଭାବେ ଯୋଗଦେଇ କର୍ମୀମାନଙ୍କୁ ସରକାରଙ୍କ ବିକାଶମୂଳକ କାର୍ଯ୍ୟକୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ
ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଉପରେ ଲୋକଙ୍କୁ ସଚେତନ କରାଇବା ଓ ସାମାଜିକ ଗଣମାଧ୍ୟମର ବହୁଳ ବ୍ୟବହାର ଉପରେ ତାଲିମ ପ୍ରଦାନ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ବୌଦ୍ଧ ଜିଲ୍ଲା ପର୍ଯ୍ୟବେକ୍ଷକ ସୌଭାଗ୍ୟ ନାୟକ, ସହ-ପର୍ଯ୍ୟବେକ୍ଷକ ସୁବୋଧ ପ୍ରଧାନ, ପୂର୍ବତନ କଣ୍ଟାମାଳ ବିଧାୟକ ଭଗବାନ କହଁର,ଜିଲ୍ଲାପରିଷଦ ଉପାଧ୍ୟକ୍ଷ