-+91-9937148622 |

prerana_bgr@rediffmail.com |

  Monday 6th April 2026 |

| | | |

R.N.I. Regd No. ODIODI/2010/46693

Breaking News

ଡେଙ୍ଗ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ତଥା ଖଡ଼ିଛୁଆଁ ପାଳିତ    (04-Apr-2026)       ||      *ଓଡ଼ିଆ ପକ୍ଷରେ ପାଳନ ଅବସରରେ ସୁବର୍ଣ୍ଣପୁରରେ ଐତିହାସିକ ଗଣ ଦୌଡ ଆୟୋଜିତ*-   (05-Apr-2026)       ||      ୨୦୨୬ ସୁଦ୍ଧା ଶେଷ ହେବ ସୁବର୍ଣ୍ଣପୁରର ଜିଲ୍ଲାର ହାଇଟେକ ସର୍ଭେ ଓ ବନ୍ଦୋବସ୍ତ:- ରାଜସ୍ୱ ମନ୍ତ୍ରୀ   (05-Apr-2026)       ||      ଶିକ୍ଷୟତ୍ରୀ ରଶ୍ମିରାଣୀଙ୍କୁ ନେସନ ବିଲଡର ସମ୍ମାନ   (05-Apr-2026)       ||      ସଂସ୍କୃତ ଭାରତୀ ଦ୍ୱାରା ସମୀକ୍ଷା ଯୋଜନା ବୈଠକ ଅନୁଷ୍ଠିତ   (05-Apr-2026)       ||      ଆଉଟସୋର୍ସିଂ କର୍ମଚାରୀ ମହାସଂଘ ର ସାଧାରଣ ବୈଠକ   (05-Apr-2026)       ||      ସାବିତ୍ରୀ ବାଇ ଓ ଜ୍ୟୋତିରାଓ ଫୁଲେଙ୍କ ପ୍ରତିମୁର୍ତ୍ତି ଉନ୍ମୋଚନ କଲା ପଶ୍ଚିମ ଓଡିଶା ମହିଳା ସଂଗଠନ   (05-Apr-2026)       ||      ବୌଦ୍ଧରେ ତିନି ଦିନିଆ ଆନନ୍ଦ ଅନୁଭୂତି ଶିବିର ଉଦଯାପିତ    (05-Apr-2026)       ||      ବଲାଙ୍ଗୀରରେ ନିତି, ଅନୀତି ଓ ରାଜନୀତିକୁ ନେଇ ଆଲୋଚନାଚକ୍ର   (05-Apr-2026)       ||      ଏସୟୁଜେ ଓଡ଼ିଶାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ    (05-Apr-2026)       ||      ବରପାଲିରେ ବିଶ୍ଵ ଅଟିଜମ୍ ସଚେତନତା ଦିବସ ପାଳିତ   (05-Apr-2026)       ||      କେନ୍ଦୁଝର : ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ    (05-Apr-2026)       ||      ଫିଫ୍ଟି ଡିଗ୍ରୀ ହିଟ୍ ହେଇଯିବ ନୁରି ବୁଲବ ପାନି   (05-Apr-2026)       ||      ବଲାଙ୍ଗିରରେ “ଐତିହ୍ୟ ଗଣଦୌଡ଼” ଉତ୍ସାହଭରା ପରିବେଶରେ ଆୟୋଜିତ   (05-Apr-2026)       ||      ଆର ଆର କଲୋନୀ ସ୍କୁଲରେ ଜିଲ୍ଲାସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ    (05-Apr-2026)       ||      ଖଡ଼ିଛୁଆଁ ଓ ପ୍ରବେଶ ଉତ୍ସବ   (05-Apr-2026)       ||      ଓଡ଼ିଶା ପକ୍ଷ ଦିବସ ପାଳନ ଅବସରରେ ଶ୍ରମ ଆୟୁକ୍ତ, ବଲାଙ୍ଗିରଙ୍କ ପକ୍ଷରୁ "ନାମଫଳକ ଓଡ଼ିଆରେ" ଲେଖା ଅଭିଯାନ   (05-Apr-2026)       ||      ଅତାବିରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା , ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ   (04-Apr-2026)       ||      *ଖଡିଛୁଆଁ ଉତ୍ସଵ ପାଳନ ପ୍ରହସନ- ମିଡିଆ ବୁମ୍ ଆଗରେ ଜିଲ୍ଲା ଶିକ୍ଷାଧିକାରୀ ଗୁମ୍*   (04-Apr-2026)       ||      ବଲାଙ୍ଗୀର: ମେହେଫିଲ ର ନିଆରା କାର୍ଯ୍ୟକ୍ରମ ♦️ ରେଷ୍ଟେ।ରେଣ୍ଟରେ ରକ୍ତଦାନ ଶିବିର    (04-Apr-2026)       ||     

HOME   ଜିଲ୍ଲା

ଭବାନୀପାଟଣା ପୌରପାଳିକା ଠାରେ ଖେଳ ଉତ୍ସବର ଶୁଭ ଉଦଘାଟନ*

16-Dec-2023



(କେଶବ ମେହେର) ଭବାନୀପାଟଣା ଠାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମନ୍ତ୍ରୀଙ୍କ ଯୁବ ପିଢିଙ୍କୁ ଖେଳ ଆଗ୍ରହକୁ ସୃଷ୍ଟି  କରିବା ପାଇଁ ଆରମ୍ଭ କରିଥିବା ନୂତନ ଯୋଜନା ନୂଆ -ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଭବାନୀପାଟଣା ପୌରପାଳିକା ସ୍ଥିତ ବିଶ୍ୱବିଦ୍ୟାଳୟ ଖେଳ ପଡିଆ ଠାରେ ଶୁଭ ଉଦଘାଟନ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଭବାନୀପାଟଣା ପୌରାଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା,ସମ୍ମାନିତ ଅତିଥି ରୂପରେ ନବ ନିଯୁକ୍ତ ନବୀନ ଓଡିଶା କାର୍ଯ୍ୟକ୍ରମର କଳାହାଣ୍ଡି ସଂଯୋଜକ ଶ୍ରୀ ବଦ୍ରିନାରାୟଣ ପଟ୍ଟନାୟକ, ଶ୍ରୀ ଆଦିତ୍ୟ ନନ୍ଦ, ଉପନଗରପାଳ ଶ୍ରୀ ବିଷ୍ଣୁ ପ୍ରଧାନ, ବରିଷ୍ଠ ଆଇନଜୀବି  ଶ୍ରୀଯୁକ୍ତ ଜିତେନ୍ଦ୍ର ମହାନ୍ତି,କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼. ସତ୍ୟ ସଂପର୍ଣ୍ଣା ରାଉତ,ଯୁବ ସମାଜସେଵୀ ମଣ୍ଟୁ ନାଏକ, ସାମନ୍ତ ଖମାରୀ,ସେନାପତି ନାଏକ, ପୀତବାସ ବେହେରା, ରାଜୀବ ସତପଥି, ଭବାନୀପାଟଣା ପୌରପାଳିକା ପରିଷଦ ବୃନ୍ଦ କ୍ଷୀରସିନ୍ଧୁ ନାଏକ, ଶିବା ସାହୁ, ମହେନ୍ଦ୍ର ରାଉତ, ଧବଳେଶ୍ୱର ମହାପାତ୍ର, ପ୍ରଶାନ୍ତ ନାଏକ, ପୌରପାଳିକାର କର୍ମଚାରୀ, ଖେଳାଳି ଏବଂ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ l


News Comment




Photo in News

Advertisment
Lastest News
  ଜିଲ୍ଲା  
ଡେଙ୍ଗ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ତଥା ଖଡ଼ିଛୁଆଁ ପାଳିତ   04-Apr-2026
  ଜିଲ୍ଲା  
*ଓଡ଼ିଆ ପକ୍ଷରେ ପାଳନ ଅବସରରେ ସୁବର୍ଣ୍ଣପୁରରେ ଐତିହାସିକ ଗଣ ଦୌଡ ଆୟୋଜିତ*-   05-Apr-2026
  ଜିଲ୍ଲା  
୨୦୨୬ ସୁଦ୍ଧା ଶେଷ ହେବ ସୁବର୍ଣ୍ଣପୁରର ଜିଲ୍ଲାର ହାଇଟେକ ସର୍ଭେ ଓ ବନ୍ଦୋବସ୍ତ:- ରାଜସ୍ୱ ମନ୍ତ୍ରୀ   05-Apr-2026
  ରାଜ୍ୟ  
ଶିକ୍ଷୟତ୍ରୀ ରଶ୍ମିରାଣୀଙ୍କୁ ନେସନ ବିଲଡର ସମ୍ମାନ   05-Apr-2026
  ଜିଲ୍ଲା  
ସଂସ୍କୃତ ଭାରତୀ ଦ୍ୱାରା ସମୀକ୍ଷା ଯୋଜନା ବୈଠକ ଅନୁଷ୍ଠିତ   05-Apr-2026
  ରାଜ୍ୟ  
ଆଉଟସୋର୍ସିଂ କର୍ମଚାରୀ ମହାସଂଘ ର ସାଧାରଣ ବୈଠକ   05-Apr-2026
  ଜିଲ୍ଲା  
ସାବିତ୍ରୀ ବାଇ ଓ ଜ୍ୟୋତିରାଓ ଫୁଲେଙ୍କ ପ୍ରତିମୁର୍ତ୍ତି ଉନ୍ମୋଚନ କଲା ପଶ୍ଚିମ ଓଡିଶା ମହିଳା ସଂଗଠନ   05-Apr-2026
  ଜିଲ୍ଲା  
ବୌଦ୍ଧରେ ତିନି ଦିନିଆ ଆନନ୍ଦ ଅନୁଭୂତି ଶିବିର ଉଦଯାପିତ   05-Apr-2026
  ଜିଲ୍ଲା  
ବଲାଙ୍ଗୀରରେ ନିତି, ଅନୀତି ଓ ରାଜନୀତିକୁ ନେଇ ଆଲୋଚନାଚକ୍ର   05-Apr-2026
  ଜିଲ୍ଲା  
ଏସୟୁଜେ ଓଡ଼ିଶାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ    05-Apr-2026
  ଜିଲ୍ଲା  
ବରପାଲିରେ ବିଶ୍ଵ ଅଟିଜମ୍ ସଚେତନତା ଦିବସ ପାଳିତ   05-Apr-2026
  ଜିଲ୍ଲା  
କେନ୍ଦୁଝର : ଷ୍ଟେଟ ୟୁନିୟନ ଅଫ ଜର୍ଣ୍ଣାଲିଷ୍ଟ ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ   05-Apr-2026

You Might Also Like