-+91-9937148622 |
prerana_bgr@rediffmail.com |
Monday 6th April 2026 |
R.N.I. Regd No. ODIODI/2010/46693
Breaking News
16-Dec-2023
ନବରଙ୍ଗପୁର(ମିହିର ଶଙ୍କର ପାତ୍ର) ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷ ଠାରେ ବିଡିଓ ଶରତ ମାଝୀଙ୍କ ଅଧକ୍ଷତା ରେ ନୂଆ ଓଡିଶା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଲା। ଏହି ବୈଠକରେ ଉପସ୍ଥିତ ଥିଲେ ଡାବୁଗାଁ ବ୍ଲକ ଅଧକ୍ଷା ବୀଣା ମାଝୀ, ଏବିଡ଼ିଓ ପଦ୍ମନାଵ ତ୍ରିପାଠୀ, ଜିପିଓ ଏଡି ପ୍ରସାଦ,ବିଏସଏସଓ, ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ଵିଶୟୀ,ସମସ୍ତ ପଞ୍ଚାୟତର ଜିଆରସ,ପେସ ସଂଯଜକ ଶୁଭଶ୍ରୀ ମହାଙ୍କଡ଼ ସମେତ ବ୍ଲୋକର ଅନ୍ୟାନ୍ୟ କର୍ମଚାରୀ ମାନେ। ଏହି କାର୍ଯ୍ୟକ୍ରମ ରେ ସମବାର ଦିନ ଆରମ୍ଭ ହେବ ଏବଂ ଡାବୁଗାଁ ବ୍ଲକ କଲେଜ ଖେଳ ପଡିଆ ଠାରେ ବିଭିନ୍ନ ଖେଳ ଯଥା ଭଳିବଲ,କବାଡି,ଖକ କ୍ରିକେଟ ଆଦି।ଏହି ଖେଳ କୁ ବ୍ଲକ ଅଧୀନରେ ଥିବା ବିଦ୍ୟାଳୟର ଖେଳଶିକ୍ଷକ ମାନେ ପରିଚାଳନା କରିବେ।