-+91-9937148622 |

prerana_bgr@rediffmail.com |

  Thursday 7th May 2026 |

| | | |

R.N.I. Regd No. ODIODI/2010/46693

Breaking News

*ଉଲୁଣ୍ଡା ଅଞ୍ଚଳ ରେ ଗଞ୍ଜେଇ ଓ ମଦ ଜବତ*-   (06-May-2026)       ||      ପାର୍ବତୀଗିରି ମହିଳା କଲେଜ, ବରଗଡ଼ରେ ସୁସଂଗଠିତ ପୂର୍ବ ଛାତ୍ରୀ ତଥ୍ୟଭଣ୍ଡାର ଆରମ୍ଭ   (06-May-2026)       ||      ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ   (06-May-2026)       ||      ଖରିଫ ବିପଣନ ବର୍ଷ ୨୦୨୫-୨୬ ରେ ରବି ଧାନ ସଂଗ୍ରହ ପାଇଁ ବଲାଙ୍ଗୀର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ   (06-May-2026)       ||      ବିଧାୟିକା ସୋଫିଆଙ୍କ ଜନସମ୍ପର୍କ ପଦଯାତ୍ରା   (06-May-2026)       ||      ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ   (06-May-2026)       ||      *ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   (05-May-2026)       ||      ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   (05-May-2026)       ||      ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   (05-May-2026)       ||      ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   (05-May-2026)       ||      ବାତ୍ୟା ଆଶଙ୍କା । ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ସୃଷ୍ଟି    (05-May-2026)       ||      ଗୋଡଭଗାରେ ଡକ୍ଟର ଚିତ୍ତରଂଜନ ଜେନାକୁଂ ସମ୍ବର୍ଦ୍ଦନା ପ୍ରଦାନ କଲେ ଆଞ୍ଚଳିକ ସାହିତ୍ୟ ପରିଷଦ   (05-May-2026)       ||      ସଡ଼କ ସୁରକ୍ଷାକୁ ପ୍ରାଧାନ୍ୟ ଦେଇ କାର୍ଯ୍ୟ କରିବାକୁ ସମସ୍ତ ଆରଟିଓଙ୍କୁ ନିର୍ଦ୍ଦେଶ   (05-May-2026)       ||      ସୋନପୁର ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣି: ୫୦ଟି ଦରଖାସ୍ତ ଗ୍ରହଣ, ୬ଟିର ତୁରନ୍ତ ସମାଧାନ   (05-May-2026)       ||      ବରପାଲି ଶିଶୁ ବିଦ୍ୟା ମନ୍ଦିର ଠାରେ ତ୍ରି ଦିବସୀୟ ସାମୁହିକ ଆଚାର୍ଯ୍ୟ କର୍ମଶାଳା ଉଦଯାପିତ   (05-May-2026)       ||      ଚନ୍ଦନଭାଟି କଲ୍ୟାଣମଣ୍ଡପ ଉପରମହଲା ଉଦ୍‌ଘାଟନ କଲେ ନରସିଂହ   (05-May-2026)       ||      ବୁଢୀପଦର ଠାରେ ଷୋହଳପ୍ରହରୀ ନାମଯଂଜ୍ଞ ଅନୁଷ୍ଠିତ   (05-May-2026)       ||      ବାଘ୍ ନାଇଁ ଦେଖଲେ ବିଲେଇ ଦେଖ   (05-May-2026)       ||      କୁମ୍ଭାରି ଧାନ ମଣ୍ଡିରେ ଚାଷୀ ସଚେତନତା ସମାବେଶ   (05-May-2026)       ||      ଲାଦେରପାଲିରେ ସମାପନ ହେଲା ଚୋବିଶ ପ୍ରହରୀ ନାମଯଜ୍ଞ ର ରୈ।ପ୍ୟ ଜୟନ୍ତୀ ମହୋତ୍ସବ   (05-May-2026)       ||     

HOME   ଜିଲ୍ଲା

କଳାପଥ କଲେଜରେ ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ

01-Dec-2023



ବୀରମହାରାଜପୁର (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡର ଉଲୁଣ୍ଡା ବ୍ଲକ କଳାପଥର ସ୍ଥିତ ସତ୍ୟବାଦୀ ଜୁନିଅର କଲେଜ ଠାରେ ଓଡିଶା ସରକାରଙ୍କ ଦ୍ୱାରା ପ୍ରାୟୋଜିତ ସାମାଜିକ କାର୍ଯ୍ୟ ସମନ୍ୱିତ ଯୁବ ବିକାଶ ଦକ୍ଷତା କାର୍ଯ୍ୟକ୍ରମ ଶୁଭାରମ୍ଭ ହେଇଯାଇଛି।ଏହି ଅବସର ରେ ବିଶ୍ୱ ଏଡସ୍ ଦିବସ  ପାଳିତ ହୋଇଥିବା ବେଳେ ଛାତ୍ରଛାତ୍ରୀ ମାନେ କଲେଜରୁ ପଦଯାତ୍ରାରେ ବାହାରି ନିକଟସ୍ଥ ଜଗନ୍ନାଥ ପାଲି ଗାଁରେ ସଚେତନତାର ବାର୍ତ୍ତା ପ୍ରଚାର କରିଥିଲେ। ଗାଁର ମଧ୍ୟସ୍ଥଳରେ ଏକ ସଭାର ଆୟୋଜନ କରାଯାଇଥିଲା। ଉକ୍ତ ସଭାରେ ଜଗନ୍ନାଥ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ  ମନୋଜ କର୍ମୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମାଜର ତ୍ରୁଣମୁଳ ସ୍ତରରେ ଏପରି କାର୍ୟକ୍ରମ ର ଆୟୋଜନ କୁ ସାଧୁବାଦ ଜଣାଇଥିଲେ।ସମ୍ମାନିତ ଅତିଥି ତଥା ପଞ୍ଚାୟତର ମହିଳା ସରପଞ୍ଚ   ସୁର୍ୟକାନ୍ତି ମେହେର  କାର୍ଯ୍ୟକ୍ରମ ସଫଳତା କାମନା କରିଥିଲେ।ଆଶାକର୍ମୀ  ବୁଲି ମେହେର ବାଲ୍ୟବିବାହ ର କୁପରିଣାମ ବିଷୟରେ ସଚେତନ କରିଥିବା ବେଳେ ଅଙ୍ଗନୱାଡ଼ି କର୍ମୀ  ସବିତା ପଧାନ ଯୁବ ସମାଜ ଙ୍କୁ ସଚେତନ ହେବାକୁ ପରାମର୍ଶ ଦେଇଥିଲେ।ସଭା ଶେଷରେ ଅଧ୍ୟପିକା  ଦେବଯାନୀ ମେଶୁଆଙ୍କ ଦ୍ୱାରା ରଚିତ ଓ ନିର୍ଦେଶିତ ନାରୀଶିକ୍ଷା,ବାଲ୍ୟବିବାହ,ନିଶାନିବାରଣ,ଯୈାତୁକପ୍ରଥା ଓ ନାରୀ ସଶକ୍ତିକରଣ ଉପରେ ଆଧାରିତ ପଥପ୍ରାନ୍ତ ନାଟକ "ଆମେ ପାର୍ମୁ" ଛାତ୍ରୀ ମାନଙ୍କ ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା।ଉକ୍ତ ସଭାରେ ରେଡ୍ କ୍ରସ୍ ର ପ୍ରୋଗ୍ରାମ୍ ଅଫିସର୍  କିଶୋର କୁମାର ସାହୁ ସଭାପତିତ୍ୱ କରିଥିବା ବେଳେ ଆଇ ୟୁ ଡି ପି  ର ନୋଡାଲ୍ ଅଫିସର୍ ଅଧ୍ୟାପିକା  ପ୍ରତିମା ବାରିକ୍ ଧନ୍ୟବାଦ ଅର୍ପଣ କରିଥିଲେ।କାର୍ୟକ୍ରମରେ କଲେଜର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
*ଉଲୁଣ୍ଡା ଅଞ୍ଚଳ ରେ ଗଞ୍ଜେଇ ଓ ମଦ ଜବତ*-   06-May-2026
  ଜିଲ୍ଲା  
ପାର୍ବତୀଗିରି ମହିଳା କଲେଜ, ବରଗଡ଼ରେ ସୁସଂଗଠିତ ପୂର୍ବ ଛାତ୍ରୀ ତଥ୍ୟଭଣ୍ଡାର ଆରମ୍ଭ   06-May-2026
  ରାଜ୍ୟ  
ଅଟୋ ଧକ୍କାରେ ମୋଟରସାଇକେଲ ଚାଳକ ମୃତ   06-May-2026
  ରାଜ୍ୟ  
ଖରିଫ ବିପଣନ ବର୍ଷ ୨୦୨୫-୨୬ ରେ ରବି ଧାନ ସଂଗ୍ରହ ପାଇଁ ବଲାଙ୍ଗୀର ଜିଲ୍ଲାସ୍ତରୀୟ ଧାନ ସଂଗ୍ରହ କମିଟିର ବୈଠକ   06-May-2026
  ଜିଲ୍ଲା  
ବିଧାୟିକା ସୋଫିଆଙ୍କ ଜନସମ୍ପର୍କ ପଦଯାତ୍ରା   06-May-2026
  ଜିଲ୍ଲା  
ବରିଷ୍ଠ ସମାଜ ସେବୀ ଦେବାର୍ଚ୍ଚନ ପଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ   06-May-2026
  ଜିଲ୍ଲା  
*ସୋନପୁର ପୌର ପରିଷଦ ଉନ୍ନୟନ ମୂଳକ କାର୍ଯ୍ୟ ର ସମୀକ୍ଷା କଲେ ଯୋଜନା ବୋର୍ଡ ଅଧ୍ୟକ୍ଷ*-   05-May-2026
  ଜିଲ୍ଲା  
ନବରଙ୍ଗପୁର ଜିଲ୍ଲାରେ ରେ ତେଲ ଅଭାବ, ପେଟ୍ରୋଲ ପମ୍ପ ଆଗରେ ଲୋକଙ୍କ ଭିଡ଼   05-May-2026
  ଜିଲ୍ଲା  
ବିଜେପି ନେତା ଚିତ୍ତରଞ୍ଜନ ଦାସଙ୍କୁ ହତ୍ୟା ଧମକ   05-May-2026
  ରାଜ୍ୟ  
ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବିଜେପି ବଡ଼ ଦାୟିତ୍ୱ ♦️ ତାଙ୍କୁ ବିଜେପି ପକ୍ଷରୁ ସହ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି   05-May-2026
  ଜିଲ୍ଲା  
ବାତ୍ୟା ଆଶଙ୍କା । ୮ରୁ ୯ ତାରିଖ ମଧ୍ୟରେ କେରଳ ଉପକୂଳରେ ସୃଷ୍ଟି   05-May-2026
  ଜିଲ୍ଲା  
ଗୋଡଭଗାରେ ଡକ୍ଟର ଚିତ୍ତରଂଜନ ଜେନାକୁଂ ସମ୍ବର୍ଦ୍ଦନା ପ୍ରଦାନ କଲେ ଆଞ୍ଚଳିକ ସାହିତ୍ୟ ପରିଷଦ   05-May-2026

You Might Also Like