-+91-9937148622 |
prerana_bgr@rediffmail.com |
Sunday 10th May 2026 |
R.N.I. Regd No. ODIODI/2010/46693
Breaking News
28-Nov-2023
ଲୋଇସିଂହା, (ବିନୋଦ କୁମାର ଦୀପ) ଆଜି ଲୋଇସିଂହା ବ୍ଲକ ସଭାଗୃହ ରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରାଣା ଉପସ୍ଥିତ ଥିବା ସହିତ ସମସ୍ତ ବିଭାଗର ଜିଲ୍ଲା ପଦାଧିକାରୀ ଯୋଗ ଦେଇ ଅଭିଯୋଗ ଗ୍ରହଣ କରିଥିଲେ l ବ୍ୟକ୍ତି ଗତ ଓ ସାମୁହିକ ବିଷୟରେ ମୋଟ ୧୦୦ ଟି ଅଭିଯୋଗ ଗ୍ରହଣ କରାଯାଇଛି l ଏହି ଜନ ଅଭିଯୋଗ ଶୁଣାଣି ରେ ଲୋଇସିଂହା ବ୍ଲକ ଅଧ୍ୟକ୍ଷ ଯତୀନ୍ଦ୍ର ପଟେଲ, ବିଡିଓ ଯୁଧିଷ୍ଠିର ମେହେର ସହିତ ସମସ୍ତ ବିଭାଗର ଜିଲ୍ଲା ସ୍ତରୀୟ ଉଚ୍ଚ ପଦାଧିକାରୀ, ବ୍ଲକ ସ୍ତରୀୟ ପଦାଧିକାରୀ ଉପସ୍ଥିତ ଥିଲେ l ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଉପସ୍ଥିତ ଥିଲେ l