-+91-9937148622 |

prerana_bgr@rediffmail.com |

  Saturday 5th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ♦️ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟର (୭୦ ଜଣ ମହିଳା) ପୋଲିସ ସେବାରେ ସାମିଲ   (04-Sep-2026)       ||      ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   (04-Sep-2026)       ||      ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ    (04-Sep-2026)       ||      ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   (04-Sep-2026)       ||      ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   (04-Sep-2026)       ||      କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   (04-Sep-2026)       ||      *ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   (04-Sep-2026)       ||      ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   (04-Sep-2026)       ||      *ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   (04-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   (04-Sep-2026)       ||      *ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   (04-Sep-2026)       ||      ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି   (04-Sep-2026)       ||      *ଯୋଗାଣ ଵିଭାଗ ର ପ୍ରତିଷ୍ଠା ଦିଵସ ପାଳନ*- *ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ବର୍ଧିତ ହେଲେ ଏଜ୍ରି ଦଳ ବେହେରା*   (04-Sep-2026)       ||      ଲୋଇସିଂହା କଲେଜ ରେ ମାନସିକ ପରିଚାଳନା କାର୍ଯ୍ୟକ୍ରମ   (04-Sep-2026)       ||      କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   (04-Sep-2026)       ||      ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||      ପ୍ରାଧ୍ୟାପକଙ୍କ ପି.ଏଚ. ଡ଼ି. ଲାଭ    (03-Sep-2026)       ||      ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ତୃତୀୟ ଦିବସ    (03-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ଉଦଘାଟିତ ♦️ ଦଳଗତ ବାଳକ ବିଭାଗ ଫାଇନାଲ ରେ ଓଡିଶା ଓ ଉତ୍ତରାଖଣ୍ଡ   (03-Sep-2026)       ||     

HOME   ଜିଲ୍ଲା

ମନୋଜ ମିଶ୍ରଙ୍କ ସାମ୍ବାଦିକ ସମ୍ବିଳନୀ,ଟୁଟୁ ନାୟକ ଓ ଜିତୁ ମଙ୍ଗରାଜଙ୍କୁ ଟାର୍ଗେଟ ଓଡିଆ ସିନେମାର ସୁରକ୍ଷାପାଇଁ ସମସ୍ତେ ଏକ ହୁଅନ୍ତୁ-ମନୋଜ

28-Oct-2023



ବଲାଙ୍ଗୀର(ପ୍ରେରଣା ଖବର)-ଅଭିନେତା ମନୋଜ ମିଶ୍ରଙ୍କୁ ରାଜ୍ୟ ଫିଲ୍ମପ୍ରୟୋଜକ ସଂଘ ବାସନ୍ଦ କରିବା ଘଟଣାକୁ ନେଇ ରାଜ୍ୟସାରା ତୁମ୍ବିତୁଫାନ ଚାଲିଥିବା ବେଳେ ମନୋଜ ନିଜେ ଆଜି ବଲାଙ୍ଗୀରରେ ସାମ୍ବାଦିକ ସମ୍ବିଳନୀ କରି ନିଜର ମତ ସ୍ପଷ୍ଟ କରିଛନ୍ତି । ସ୍ଥାନୀୟ ସାମ୍ବାଦିକ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ବିଳନୀରେ ମନୋଜ ଓଡିଶାରେ  ଡିଷ୍ଟ୍ରିବ୍ୟୁଟର ଓ ସିନମୋହଲର ମାଲିକଙ୍କ ବ୍ୟବସାୟୀକ ମନୋବୃତ୍ତି କାରଣରୁ ଓଡିଆ ସିନେମା ପଛରେ ପଡିଯାଉଛି ବୋଲି ଅଭିଯୋଗ ଉଠାଇଛନ୍ତି । କେବଳ ସେତିକି ନୁହେଁ ସେ ଓଡିଆ ସିନେମାର ଉନ୍ନତି ପାଇଁ ସ୍ୱରଉତ୍ତୋଳନ କରୁଥିବାରୁ ତାଙ୍କୁ ଟୁଟୁ ନାୟକ ଓ ଜିତୁ ମଙ୍ଗରାଜ ଭଳି ଲୋକ ବିରୋଧ କରୁଛନ୍ତି ବୋଲି କହି ଟାର୍ଗେଟ କରିଛନ୍ତି । ଯେଉଁ ଫିଲ୍ମକୁ ଲୋକ ଦେଖିବାକୁ ପସନ୍ଦ ପରୁଛନ୍ତି ସେହି ଫିଲ୍ମକୁ ଜାଣିଶୁଣି ବଦଳାଯାଇ ଅନ୍ୟ କିଛି ଫିଲ୍ମ ଚଳାଯାଉଛି । ଏପରିକି ସିନେମାହଲରେ ଠିକ ସମୟରେ ଫିଲ୍ମ ଦେଖିବାକୁ ଲୋକଙ୍କୁ ସୁଯୋଗ ମିଳୁନାହିଁ । ସେଥିପାଇଁ ଓଡିଶାରେ ଯେତେ ଭଲ ଭଲ ଫିଲ୍ମ ନିର୍ମାଣ ହେଉଥିଲେ ହେଁ ତାହା ସେତେଟା ସଫଳ ହେଉନାହିଁ । ଏଥିରେ ନିଦ୍ଦ୍‌ିଷ୍ଟ କିଛି ଲୋକଙ୍କୁ ବ୍ୟବସାୟୀକ ଚକ୍ରାନ୍ତ ରହିଛି ବୋଲି କହିଛନ୍ତି ।   କିଛି ଲୋକଙ୍କ ଏକଚାଟିଆ ନିସ୍ପତ୍ତିରେ ସେ ବିଲକୁଲ ବିବ୍ରତ ନୁହଁନ୍ତି ବୋଲି କହିବା ସହିତ ଏପର୍ଯ୍ୟନ୍ତ ତାଙ୍କୁ ରାଜ୍ୟ ପ୍ରୟୋଜକ ସଂଘର ଚିଠି ମିଳିନାହିଁ । କେବଳ ଟୁଟୁ ନାୟକ ଗଣମାଧ୍ୟମରେ ଦେଇଥିବା ବୟାନରୁ ଏକଥା ଜାଣିଛନ୍ତି । ତେବେ ତାଙ୍କୁ ବାସନ୍ଦ କରିବାକୁ ଟୁଟୁ ନାୟକ କିଏ ବୋଲି ପ୍ରଶ୍ନ କରିଛନ୍ତି ମନୋଜ ମିଶ୍ର । ସେ ଏହି ଅବସରରେ କହିଛନ୍ତି ଯେ,ଫିଲ୍ମ କେବଳ କୌଣସି ଭାଷାର ନୁହେଁ କି ଅଞ୍ଚଳର ନୁହେଁ । ଫିଲ୍ମ କୌଣସି ଦେଶକୁ ଓ ବିଶ୍ୱକୁ ଯୋଡିବାର କ୍ଷମତା ରଖିଥାଏ । ତେଣୁ ଯେତେ ଭାଷାରେ ଫିଲ୍ମକୁ କରାଯାଇ ପାରିବ ତାହା ସେତେ ସମୃଦ୍ଧ ହୋଇଥାଏ । ତେଣୁ କେଉଁ ଭାଷାରେ ଫିଲ୍ମ କରାଯିବ ତାହା କାହାକୁ ପଚାରିକି କରାଯିବ ନାହିଁ । ତେବେ ଗତକାଲି କଂଗ୍ରେସର ବିଧାୟକଦଳର ନେତା ଦେଇଥିବା ବୟାନ ଉପରେ ତାଙ୍କୁ ପଚରା ଯିବାରୁ ତାଙ୍କୁ ବିଭିନ୍ନ ମହଲରୁ ସମର୍ଥଣ ମିଳୁଛି । ସେଥି ମଧ୍ୟରେ ନରସିଂହ ମିଶ୍ର ଯେଉଁ ରାଜ୍ୟ ଭାଗଭାଗ କଥା କହିଛନ୍ତି ତାହା ତାଙ୍କର ନିଜସ୍ୱ ମତ ଓ ତାଙ୍କ ନିଜସ୍ୱ ଢଙ୍ଗରେ ସମର୍ଥନ ବୋଲି କହିଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ♦️ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟର (୭୦ ଜଣ ମହିଳା) ପୋଲିସ ସେବାରେ ସାମିଲ   04-Sep-2026
  ଜିଲ୍ଲା  
ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   04-Sep-2026
  ଜିଲ୍ଲା  
ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ   04-Sep-2026
  ଜିଲ୍ଲା  
ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   04-Sep-2026
  ରାଜନୀତି  
ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   04-Sep-2026
  ଜିଲ୍ଲା  
କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   04-Sep-2026
  ଜିଲ୍ଲା  
*ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   04-Sep-2026
  ଜିଲ୍ଲା  
ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   04-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   04-Sep-2026
  ଜିଲ୍ଲା  
ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   04-Sep-2026
  ଜିଲ୍ଲା  
*ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   04-Sep-2026
  ରାଜ୍ୟ  
ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି   04-Sep-2026

You Might Also Like