-+91-9937148622 |

prerana_bgr@rediffmail.com |

  Saturday 5th September 2026 |

| | | |

R.N.I. Regd No. ODIODI/2010/46693

Breaking News

*​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   (05-Sep-2026)       ||      ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   (05-Sep-2026)       ||      ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   (05-Sep-2026)       ||      ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ♦️ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟର (୭୦ ଜଣ ମହିଳା) ପୋଲିସ ସେବାରେ ସାମିଲ   (04-Sep-2026)       ||      ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   (04-Sep-2026)       ||      ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ    (04-Sep-2026)       ||      ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   (04-Sep-2026)       ||      ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   (04-Sep-2026)       ||      କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   (04-Sep-2026)       ||      *ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   (04-Sep-2026)       ||      ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   (04-Sep-2026)       ||      *ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   (04-Sep-2026)       ||      ୟୋନେକ୍ସ-ସନରାଇଜ ଇଷ୍ଟଜୋନ ବ୍ୟାଡମିଣ୍ଟ ଚମ୍ପିୟାନସିପ୍ ♦️ଦଳଗତ  ଜୁନିଅର ବାଳକ ବିଭାଗ ରେ ଉତ୍ତରାଖଣ୍ଡ ଚାମ୍ପିୟନ,  ଓଡିଶା ହେଲା ରନର୍ସ ଅପ   (04-Sep-2026)       ||      *ବାର୍ଷିକ ବ୍ୟାବସାୟିକ ଉତ୍କର୍ଷ ଶିଖର ସମ୍ମିଳନୀ ୨୦୨୬ ଆୟୋଜିତ*   (04-Sep-2026)       ||      ନୂଆଁଖାଇ ପୂର୍ବରୁ ଜନ୍ମାଷ୍ଟମୀରେ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଭେଟି, DBT ମାଧ୍ୟମରେ ସିଧାସଳଖ ଆକାଉଣ୍ଟକୁ ଗଲା ସହାୟତା ରାଶି   (04-Sep-2026)       ||      *ଯୋଗାଣ ଵିଭାଗ ର ପ୍ରତିଷ୍ଠା ଦିଵସ ପାଳନ*- *ଶ୍ରେଷ୍ଠ କର୍ମଚାରୀ ଭାବେ ସମ୍ବର୍ଧିତ ହେଲେ ଏଜ୍ରି ଦଳ ବେହେରା*   (04-Sep-2026)       ||      ଲୋଇସିଂହା କଲେଜ ରେ ମାନସିକ ପରିଚାଳନା କାର୍ଯ୍ୟକ୍ରମ   (04-Sep-2026)       ||      କଟକ ମହାନଗର ନିଗମ ପୂର୍ବତନ ମେୟର ସୌମେନ୍ଦ୍ର ଘୋଷଙ୍କ ଅକାଳ ବିୟୋଗ   (04-Sep-2026)       ||      ପୂଜ୍ୟପୂଜା ସଂସ୍କୃତି ସୁରକ୍ଷା ଅଭିଯାନର ସାଧାରଣ ପରିଷଦର ବୈଠକ   (03-Sep-2026)       ||      ଜାତୀୟ ସମ୍ମାନ ରେ ସମ୍ମାନୀତ ହେଲେ ଏଡ଼ିଇଓ ସେବାଶ୍ରୀ ଭୋଇ   (03-Sep-2026)       ||     

HOME   ଜିଲ୍ଲା

ପଡିଆବାହାର ଶାରଦୀୟ ଉତ୍ସବ:ଦେବୀ ଓ ପୂଜ୍ୟ ପୂଜାକୁ ଗୁରୁତ୍ୱ,ରାମଲୀଳା ଓ ରାବଣପୋଡି ଥିଲା ମୂଖ୍ୟ ଆକର୍ଷଣ।

25-Oct-2023




ସମ୍ବଲପୁର:(ସଂଜୀବକୁମାରପାଣିଗ୍ରାହୀ) ପଡିଆବାହାଲ ଠାରେ ଆୟୋଜିତ ଶାରଦୀୟ ଉତ୍ସବ ଚଳିତ ବର୍ଷ  ସୁବର୍ଣ୍ଣ ଜୟନ୍ତୀ ପାଳନ କରି ୫୦ ହଜାରରୁ ଉର୍ଦ୍ଧ୍ବ ଭକ୍ତ ଓ ଦର୍ଶକଙ୍କୁ ଆକୃଷ୍ଟ କରି ସମଗ୍ର ଜିଲ୍ଲାରେ ଅନନ୍ୟ ଉଦାହରଣ ସାଜିଛି। ଦେବୀଙ୍କ ପୂଜାର୍ଚନା ଓ ଅର୍ଦ୍ଧ ଶତାବ୍ଦୀ ଧରି ପୂଜା ସହିତ ସଂପୃକ୍ତ ବ୍ୟକ୍ତି ବିଶେଷଙ୍କୁ ପୂଜ୍ୟପୂଜା କରି ପଡିଆବାହାଲ ନୂଆଁ ପରମ୍ପରା ସୃଷ୍ଟି କରିଥିବା ବେଳେ ଦୀର୍ଘ୍ୟ ୨୬ ବର୍ଷ ଧରି ଚାଲି ଆସୁଥିବା ରାମଲୀଳା ଓ ଆରମ୍ଭରୁ ପ୍ରଚଳିତ ରାବଣପୋଡି ସହ ଆତସବାଜି ହଜାର ହଜାର ଦର୍ଶକଙ୍କୁ ବାନ୍ଧି ରଖିଥିଲା। ଏହା ସହିତ ବିଭିନ୍ନ ଅଞ୍ଚଳର ଲୋକନୃତ୍ୟ ,ସଂଗୀତ ମୂର୍ଛନା ଦେବଦାସୀ ନୃତ୍ୟ,ସଂକିର୍ତ୍ତନ,ପାଳା ପ୍ରଭୃତି ସାଂସ୍କୁତିକ କାର୍ଯ୍ୟକ୍ରମ ଲୋକଙ୍କ ମନ ମୋହି ପାରିଥିଲା। ସୁବର୍ଣ୍ଣ ଜୟନ୍ତୀକୁ ନେଇ ପୂଜା କମିଟି,ଅତିଥି ଓ ସ୍ୱେଚ୍ଛାସେବୀ ମାନଙ୍କ ପାଇଁ ପ୍ରସ୍ତୁତ ଟି ସାର୍ଟ ଏକ ସ୍ୱତନ୍ତ୍ର ପରିଧାନ ସାଜିଥିବା ବେଳେ ୫୦ ବର୍ଷର ଇତିହାସକୁ ନେଇ ପ୍ରକାଶିତ ସୁବର୍ଣ୍ଣ ଜୟନ୍ତୀ ସ୍ମରଣୀକା  ଲୋକାର୍ପିତ ହୋଇଥିଲା। ଯେଉଁ ସ୍ମରଣୀକାରେ ମହାମହିମ ରାଜ୍ୟପାଳଙ୍କ ଠାରୁ ଆରମ୍ଭ କରି ଜିଲ୍ଲାପାଳଙ୍କ ଯାଏ ବାର୍ତ୍ତା ରହିଛି। ଶାରଦୀୟ ପୂଜାରେ ପଣ୍ଡିତ ମହେଶ୍ୱର ନାୟକ ଅନ୍ୟ ୫ଜଣ ପଣ୍ଡିତଙ୍କ ସହିତ ପୌରହିତ୍ୟ ଦାୟିତ୍ୱ ନିର୍ବା କରିଥିବା ବେଳେ ସୁଧିର କୁମାର ନାୟକ ଓ ସୁନିତା ନାୟକ ମୁଖ୍ୟ କର୍ତ୍ତା ଥିବାବେଳେ ପାର୍ଶ୍ୱ କର୍ତ୍ତା ଭାବେ ଅଭିଷେକ ବଡପଣ୍ଡା,ଅମୂଲ୍ୟ ପୂଝାରୀ,ଅକ୍ଷୟ କୁମାର ନାୟକ,ଅଭିଷେକ ପଣ୍ଡା ସସ୍ତ୍ରୀକ କର୍ତ୍ତା ଦାୟିତ୍ୱ ସଂପାଦନ କରିଥିଲେ।୫ ଦିନ ଧରି ବିଭିନ୍ନ ଦିବସରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ପୁର୍ବତନ ସାଂସଦ ପ୍ରଶନ୍ନ ଆଚାର୍ଯ୍ୟ,ରେଢାଖୋଲ ବିଧାୟକ ଇଂ ରୋହିତ ପୂଝାରୀ,ରେଙ୍ଗାଲି ବିଧାୟକ ନାଉରୀ ନାଏକ,ସୀମାଞ୍ଚଳ ଖଟାଇ, ଦେବେନ୍ଦ୍ର ମହାପାତ୍ର,ଗୋବିନ୍ଦ ଅଗ୍ରୱାଲ, ବୁଲୁ ବିଶ୍ୱାଳ,ଜିଲ୍ଲାପରିଷଦ ସଦସ୍ୟ କବିତା ସାହୁ,ବାହାମ ସରପଞ୍ଚ ସରସ୍ୱତୀ ଭୋସାଗର,ସମିତି ସଭ୍ୟ ପ୍ରଫୁଲ୍ଲ ମଗର ପ୍ରମୂଖ ଅତିଥି ହିସାବରେ ଯୋଗଦାନ କରିଥିଲେ। ସୁବର୍ଣ୍ଣ ଜୟନ୍ତୀ ଅବସରରେ ଆୟୋଜିତ ସଭା ଗୁଡିକରେ କମିଟି ସଭାପତି ସୁବୋଧ କୁମାର ବେହେରା, କାର୍ଯ୍ୟକାରୀ ସଭାପତି ମିତ୍ରଭାନୁ ପ୍ରଧାନ, ସଂପାଦକ ଅଶୋକ ରାୟ,ଉପ ସଭାପତି ହରିହର ନାୟକ ଓ ଆଶୁତୋଷ ପଣ୍ଡା, ଉପଦେଷ୍ଟା ବିଜୟ କୁମାର ନାୟକ,ରବିନ୍ଦ୍ର ପ୍ରସାଦ ବଡପଣ୍ଡା,ସୁରୁବାବୁ ନାୟକ, ଅଶ୍ୱିନୀ କୁମାର ମିଶ୍ର,ରବି ନାରାୟଣ ବେହେରା ପ୍ରମୂଖ ମଞ୍ଚାସୀନ ଥିବା ବେଳେ ଅଭ୍ୟର୍ଥନା ସଂଯୋଜକ ଡା.ରାଜାରାମ ଷଡଙ୍ଗୀ ଏହାର ସଂଚାଳନ ଦାୟିତ୍ୱ ନିର୍ବାହ କରିଥିଲେ।  ଅନ୍ୟମାନଙ୍କ ପକ୍ଷରେ ତାପସ ରଞ୍ଜନ ମହାପାତ୍ର,ପ୍ରବୀଣ କୁମାର ସୂପକାର,ଶରତ ସାହୁ,ଦିଲ୍ଲିପ ସାହୁ,ପ୍ରମୋଦ ମଗର,ଶକ୍ତି ପ୍ରଶନ୍ନ ବଡପଣ୍ଡା,ପ୍ରମୋଦ କୁମାର ମିଶ୍ର, ଆନନ୍ଦ କୁମାର ପଣ୍ଡା, ଅଶୋକ କୁମାର ପୁରୋହିତ,ଝସକେତନ ନାୟକ,ପ୍ରଦୀପ ମେହେର ପ୍ରମୂଖ ବିଭିନ୍ନ ଦାୟିତ୍ୱ ପରିଚାଳନା କରିଥିଲେ।ସହସ୍ରାଧିକ ଭକ୍ତ ଓ ଦର୍ଶକଙ୍କ ଭିଡ ସତ୍ତ୍ୱେ ସଦର ପୁଲିସ ଓ କମିଟି ସଦସ୍ୟଙ୍କ ମିଳିତ ଉଦ୍ୟମରେ ଏହା ଶାନ୍ତି ଓ ଶୃଙ୍ଖଳାର ସହିତ ପାଳିତ ହୋଇଥିବାରୁ ପୂଜା କମିଟି ସମସ୍ତଙ୍କୁ କୃତଜ୍ଞତା ସହିତ ଧନ୍ୟବାଦ୍ ଜ୍ଞାପନ କରିଛନ୍ତି।


News Comment




Photo in News

Advertisment
Lastest News
  ଜିଲ୍ଲା  
*​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   05-Sep-2026
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   05-Sep-2026
  ଜିଲ୍ଲା  
ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   05-Sep-2026
  ଜିଲ୍ଲା  
ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ♦️ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟର (୭୦ ଜଣ ମହିଳା) ପୋଲିସ ସେବାରେ ସାମିଲ   04-Sep-2026
  ଜିଲ୍ଲା  
ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   04-Sep-2026
  ଜିଲ୍ଲା  
ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ   04-Sep-2026
  ଜିଲ୍ଲା  
ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   04-Sep-2026
  ରାଜନୀତି  
ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   04-Sep-2026
  ଜିଲ୍ଲା  
କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   04-Sep-2026
  ଜିଲ୍ଲା  
*ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   04-Sep-2026
  ଜିଲ୍ଲା  
ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   04-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ଠାରେ ଓ ଏ ଏସ ଛାତ୍ର ଛାତ୍ରୀ ଙ୍କୁ ସମ୍ବର୍ଧନା*   04-Sep-2026

You Might Also Like