-+91-9937148622 |

prerana_bgr@rediffmail.com |

  Saturday 5th September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   (05-Sep-2026)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   (05-Sep-2026)       ||      ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   (05-Sep-2026)       ||      ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   (05-Sep-2026)       ||      ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ   (05-Sep-2026)       ||      ଡାବୁଗାଁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ   (05-Sep-2026)       ||      ଅମୃତ ଶିକ୍ଷାସେବା ସମ୍ମାନ"ରେ ସମ୍ମାନିତ ହେଲେ ଶିକ୍ଷକ ଦେବଦତ୍ତ   (05-Sep-2026)       ||      ଗୁରୁ ଦିବସରେ ଶିକ୍ଷକଙ୍କୁ ‘ଗୁରୁ ସମ୍ମାନ-୨୦୨୬’ କାଲିମେଳାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା   (05-Sep-2026)       ||      ସୁବର୍ଣ୍ଣ ଜୟନ୍ତୀ କମିଟି ତରଫରୁ ସୁନାମୁଦି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ଭବ୍ୟ ଗୁରୁଦିବସ ପାଳିତ   (05-Sep-2026)       ||      *​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   (05-Sep-2026)       ||      ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   (05-Sep-2026)       ||      ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   (05-Sep-2026)       ||      ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀର ୧୩ତମ ବ୍ୟାଚ୍ କ୍ୟାଡେଟ୍ ସବ୍-ଇନ୍ସପେକ୍ଟରମାନଙ୍କ ଦୀକ୍ଷାନ୍ତ ସମାରୋହ♦️ ଯୋଗଦେଲେ ମୁଖ୍ୟମନ୍ତ୍ରୀ ୩୩୬ ଜଣ ନବନିଯୁକ୍ତ ସବ୍-ଇନ୍ସପେକ୍ଟର (୭୦ ଜଣ ମହିଳା) ପୋଲିସ ସେବାରେ ସାମିଲ   (04-Sep-2026)       ||      ସମ୍ବାଦ ସାହିତ୍ୟ ଘର ଗୁଡଭେଲା ଓ ତୋଷାଳୀ ମହିଳା ମହାବିଦ୍ୟାଳୟ ତୁଷୁରାର ମିଳିତ ଆନୁକୁଲ୍ୟରେ ସ୍ବଭାବ କବି ଗଙ୍ଗାଧର ମେହେରଙ୍କ ୧୬୫ତମ ଜୟନ୍ତୀ ମହାସମାରୋହରେ ପାଳିତ   (04-Sep-2026)       ||      ଜାଲେସପଟ୍ଟାରେ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ୧୮ ତମ ବଳିଦାନ ଦିବସ ଓ ଜନ୍ମାଷ୍ଟମୀ ପାଳିତ    (04-Sep-2026)       ||      ଶାକମ୍ଭରୀ ପାଇଁ ଲେଖା ଆବଶ୍ୟକ   (04-Sep-2026)       ||      ସୋନଗଡ ନଦୀରେ ସିକୁଆଁର ଆଇଏସଏସ ପାଇଁ ଟେଣ୍ଡର ବାହାରିଲା   (04-Sep-2026)       ||      କୃଷ୍ଣଙ୍କ ଆଦର୍ଶରେ ଗଢ଼ିଉଠୁ ନୂଆପିଢ଼ି ନୀଳଜି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ଭକ୍ତି, ସଂସ୍କାର ଓ ସଂସ୍କୃତିର ମହାମିଳନ   (04-Sep-2026)       ||      *ଡାବୁଗାଁ ଠାରେ ରାମନାମୀ ସମାଜ ତରଫରୁ ନୂଆଁଖାଇ ପାଳିତ,ଯୋଗଦେଲେ ହିନ୍ଦୁ ମହାସଙ୍ଘର ରାଷ୍ଟ୍ରୀୟ ଅଧକ୍ଷ*   (04-Sep-2026)       ||      ବିଧାନସଭା ବିଭାଗୀୟ ସ୍ଥାୟୀ କମିଟି-୩ର ଉତ୍ତର ପ୍ରଦେଶ ଗସ୍ତ   (04-Sep-2026)       ||     

HOME   ଜିଲ୍ଲା

ବିଶ୍ୱ ଶାନ୍ତି ଓ ସୁବର୍ଣ୍ଣପୁରର କଲ୍ୟାଣ ପାଇଁ ଇଷ୍ଠ ଦେବୀ ମା ସୁରେଶ୍ୱରୀଙ୍କ ପୀଠ ଠାରେ ସପ୍ତସତୀ ଚଣ୍ଡୀ ଯଜ୍ଞ

22-Oct-2023



ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ ): ବିଶ୍ୱ ଶାନ୍ତି  ଓ ସୁବର୍ଣ୍ଣପୁରର କଲ୍ୟାଣ ପାଇଁ   ଆୟୋଜିତ ସୁବର୍ଣ୍ଣପୁରର ଇଷ୍ଠ ଦେବୀ ମା  ସୁରେଶ୍ୱରୀଙ୍କ ପୀଠ ଠାରେ ସପ୍ତ ସତୀ ଚଣ୍ଡୀଯଜ୍ଞ  ଚାଲିଛି l  ମା ଙ୍କ ନବ ଦିନlତ୍ମକ ଦୁର୍ଗୋତ୍ସବ ଚଣ୍ଡୀଯଜ୍ଞର ଚଣ୍ଡୀ  ପାଠ, ବେଦ ପାଠ, ମଙ୍ଗଳ ଆଳତୀ ପୂଜା ଵିଧି ଗତକାଲି ଅଷ୍ଟମ ଦିନରେ ପହଂଚି ଥିବା ବେଳେ ସକାଳ ୬ଟା ରୁ ରାତି ୧୦ ଟା ଯାଏ ମା ଙ୍କ ବିବିଧ ବେଶ ଦର୍ଶନ ଓ  ପୁରୀରୁ ନିମନ୍ତ୍ରିତ ବୈଦିକ ବ୍ରlହ୍ମଣଙ୍କ ବେଦ ପାଠ, ଚଣ୍ଡୀ ପାଠ ଶୁଣିବାକୁ ଏବଂ ମଣ୍ଡପ ରେ ବିରାଜ ମାନ ମନ୍ଦିର ମାଳିନୀ ସହରର ଅଷ୍ଠ ଶମ୍ଭୁ, ଅଷ୍ଟ ବିଷ୍ଣୁ, ଅଷ୍ଟ ଚଣ୍ଡୀ ଓ ଅଷ୍ଟ ହନୁମାନ ଦେବା ଦେବୀ ଙ୍କୁ  ଦର୍ଶନ ପାଇଁ   ସହର ତଥା ଦୂରଦୁରାନ୍ତର ଭକ୍ତ ଶ୍ରଦ୍ଧାଳୁଙ୍କ  ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି l ମା ଙ୍କ ଦାନ ବାକ୍ସ  ଯଜ୍ଞ ମଣ୍ଡପ  ରୁ ପ୍ରତ୍ୟହ ସକାଳେ ପୂଜା ହୋଇ ରାତି ୧୧ଟା ଯାଏ ଯଜ୍ଞ ମଣ୍ଡପ ଆଗରେ ରଖା ଯାଉଥିବା ବେଳେ ସ୍ୱଇଛାରେ ଜିଲ୍ଳା ଓ ଦୂର  ଦୁରନ୍ତର ହଜାର ହଜାର ଭକ୍ତ ମାନେ ଦାନବାକ୍ସରେ  ଆର୍ଥିକ ରାଶି ପ୍ରଦାନ କରୁଥିବା ଦେଖିବାକୁ ମିଳୁଛି l  ଆଜି ମା ଙ୍କ ପୀଠରେ ମହା ଅଷ୍ଟମୀ ତିଥିରେ  ସୁବର୍ଣ୍ଣପୁର ସୁନା ମାଟିର ସୁଯୋଗ୍ୟ ସନ୍ତାନ ତଥା ମା ଙ୍କ  ସୁରେଶ୍ୱରୀଙ୍କ ପରମ ଭକ୍ତ ଓଡିଶା  ହାଇକୋର୍ଟର  ଉଚ୍ଚତମ ନ୍ୟାୟଳୟର ବିଚାରପତି ତଥା ବର୍ତମାନ କଲିକତା ହାଇକୋର୍ଟର ବିଚାରପତି  ଜଷ୍ଟିସ ଚିତ୍ତରଞ୍ଜନ ଦାଶ ଓ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପହଁଚି ମା ଙ୍କୁ ଦର୍ଶନ କରି ମା ଙ୍କ ବିଭୁ କୃପାଲାଭ କରିଛନ୍ତି l ଏବଂ ମନ୍ଦିରର ଉନ୍ନତି ଲାଗି ଯଜ୍ଞ କମିଟି,

ମନ୍ଦିର କମିଟି ସହିତ ଆଲୋଚନା କରିଥିଲେ l  ଅଷ୍ଟମୀ ସନ୍ଧ୍ୟା ଆଳତୀରେ ଆଜି  ମା ଙ୍କ ଦର୍ଶନ ପାଇଁ, ମlଲେଶ୍ରୀ ଭଜନ  ସଂଗୀତ ଶୁଣିବାକୁ, ମନ୍ଦିର ଓ ଯଜ୍ଞ ପୀଠରେ ଦର୍ଶନ ପାଇଁ ପ୍ରବଳ ଭକ୍ତ ଶ୍ରଦ୍ଧାଳୁଙ୍କ ଭିଡ଼ ଥିଲା l ପ୍ରତ୍ୟକ ସନ୍ଧ୍ୟlରେ ମା ଖିରି, ପଣl ଓ ଅନ୍ନ ଭୋଗ  ପାଇବାକୁ ମଧ୍ୟ ଭକ୍ତଙ୍କ ଖୁବ ଭିଡ଼ ହେଉଛି l  ଯଜ୍ଞର ନୀତି ନିୟମ, ମନ୍ଦିରର ସ୍ୱଚ୍ଛତା, ଶାନ୍ତି ଶୃଙ୍ଖଳା ମାନିବାକୁ ଓ ଯଜ୍ଞରେ  ପବ୍ଲିକ ପ୍ରଶାସନ ଓ ସବୁ ଭକ୍ତ ସାମିଲ ହେବାକୁ  ସହଯୋଗ କରିବାକୁ ସାମସ୍ତଙ୍କୁ  ଯଜ୍ଞ କମିଟି ପକ୍ଷ ରୁ  ନିବେଦନ କରାଯାଇଛି l


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   05-Sep-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   05-Sep-2026
  ଜିଲ୍ଲା  
ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   05-Sep-2026
  ଜିଲ୍ଲା  
ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   05-Sep-2026
  ଜିଲ୍ଲା  
ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ   05-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ଅମୃତ ଶିକ୍ଷାସେବା ସମ୍ମାନ"ରେ ସମ୍ମାନିତ ହେଲେ ଶିକ୍ଷକ ଦେବଦତ୍ତ   05-Sep-2026
  ରାଜ୍ୟ  
ଗୁରୁ ଦିବସରେ ଶିକ୍ଷକଙ୍କୁ ‘ଗୁରୁ ସମ୍ମାନ-୨୦୨୬’ କାଲିମେଳାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା   05-Sep-2026
  ଜିଲ୍ଲା  
ସୁବର୍ଣ୍ଣ ଜୟନ୍ତୀ କମିଟି ତରଫରୁ ସୁନାମୁଦି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ଭବ୍ୟ ଗୁରୁଦିବସ ପାଳିତ   05-Sep-2026
  ଜିଲ୍ଲା  
*​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   05-Sep-2026
  ଜିଲ୍ଲା  
ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   05-Sep-2026
  ଜିଲ୍ଲା  
ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   05-Sep-2026

You Might Also Like