-+91-9937148622 |

prerana_bgr@rediffmail.com |

  Sunday 6th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ    (05-Sep-2026)       ||      ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   (05-Sep-2026)       ||      ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   (05-Sep-2026)       ||      ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   (05-Sep-2026)       ||      ଗୁରୁଦିବସ ପାଳିତ   (05-Sep-2026)       ||      ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   (05-Sep-2026)       ||      *ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   (05-Sep-2026)       ||      ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   (05-Sep-2026)       ||      ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   (05-Sep-2026)       ||      ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   (05-Sep-2026)       ||      ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   (05-Sep-2026)       ||      ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   (05-Sep-2026)       ||      ବେଆଇନ ଶ୍ରମିକ ଚାଲାଣ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାସ୍ତରୀୟ ସମନ୍ୱୟ ବୈଠକ   (05-Sep-2026)       ||      ଡାବୁଗାଁ ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଗୁରୁ ଦିବସ ପାଳିତ   (05-Sep-2026)       ||      ଅମୃତ ଶିକ୍ଷାସେବା ସମ୍ମାନ"ରେ ସମ୍ମାନିତ ହେଲେ ଶିକ୍ଷକ ଦେବଦତ୍ତ   (05-Sep-2026)       ||      ଗୁରୁ ଦିବସରେ ଶିକ୍ଷକଙ୍କୁ ‘ଗୁରୁ ସମ୍ମାନ-୨୦୨୬’ କାଲିମେଳାରେ ଉତ୍କଳ ସାମ୍ବାଦିକ ସଂଘ ପକ୍ଷରୁ ସମ୍ବର୍ଦ୍ଧନା   (05-Sep-2026)       ||      ସୁବର୍ଣ୍ଣ ଜୟନ୍ତୀ କମିଟି ତରଫରୁ ସୁନାମୁଦି ବାପୁଜୀ ଉଚ୍ଚ ବିଦ୍ୟାଳୟରେ ଭବ୍ୟ ଗୁରୁଦିବସ ପାଳିତ   (05-Sep-2026)       ||      *​ସୁବର୍ଣ୍ଣପୁର ଜିଲ୍ଲାରେ ସ୍ୱାସ୍ଥ୍ୟସେବାର ଐତିହାସିକ ରୂପାନ୍ତରଣ: ୨୨ ଜଣ ନୂତନ ଡାକ୍ତର ନିଯୁକ୍ତି ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ , ବିଧାୟକ ଓ ଜିଲ୍ଲାପାଳ ଙ୍କୁ କୃତଜ୍ଞତା*-   (05-Sep-2026)       ||      ସୁବର୍ଣ୍ଣପୁର ଜିଲ୍ଲା ବ୍ରାହ୍ମଣ ଏକତା ମଞ୍ଚର କାର୍ଯ୍ୟକର୍ତ୍ତା ସମ୍ମିଳନୀ।   (05-Sep-2026)       ||      ଚୌଦ୍ବାର-କଟକ ବିଜେପି ପକ୍ଷରୁ ରାଜ୍ୟ କାର୍ଯ୍ୟକାରିଣୀ ପାଇଁ ପ୍ରସ୍ତୁତି   (05-Sep-2026)       ||     

HOME   ଜିଲ୍ଲା

କ୍ଷେତ୍ରୀୟ ସମାଜ ଗଠନ ନେଇ ଜରୁରୀକାଳୀନ ବୈଠକ,  କଳା,ସାହିତ୍ୟ,ସଂସ୍କୃତି,ଆମ ଗନ୍ତାଘର ପ୍ରଥା ପରମ୍ପରା ବଞ୍ଚିଲେ ସମାଜ ବଞ୍ଚିବ - କ୍ଷେତ୍ରୀୟ ସମାଜ

19-Oct-2023



ଵଲାଙ୍ଗୀର(ପ୍ରେରଣା ଖବର ): ଆଜି ଟେଲିଫୋନ ଭବନ ନିକଟସ୍ଥ ରୁଗୁଡିପଡ଼ା ସ୍ଥିତ ଅନୀଲ କୁମାର ଠାକୁରଙ୍କ ବାସ ଭବନ ପରିସର ରେ କ୍ଷେତ୍ରୀୟ ସମାଜର ଏକ ବୈଠକ ଅନୁଷ୍ଟିତ ହୋଇଯାଇଛି। ତେବେ ଏହି ବୈଠକରେ କ୍ଷେତ୍ରୀୟ ସମାଜର ପ୍ରଥା ପରମ୍ପରାକୁ ବିଶେଷ ଭାବେ ଗୁରୁତ୍ୱଦେଇ ଆଲୋଚନା ହୋଇଥିଲା । ଆଜିର ଯୁଗ ସହ ଯୁବ ପୀଢ଼ି ଧୀରେ ଧୀରେ ଆମସଂସ୍କୃତି, ପ୍ରଥା,ରହଣୀ ସହଣୀ ସହ ପରମ୍ପରା କୁ ଅଣଦେଖା କରି ଗୋଟେ ପ୍ରକାର ନିଷ୍କ୍ରିୟ ନିସ୍ତେଜ ଭାବେ ଜୀବନଯାପନ କରୁଛନ୍ତି। ଫଳରେ ସମାଜର ପ୍ରଥା ପରମ୍ପରା ବିଲୁପ୍ତ ହେବା ଭଳି ପ୍ରସଙ୍ଗକୁ ମଧ୍ୟ ଅଣଦେଖା କରାଯାଇ ନପାରେ। ପୂର୍ବରୁ ସମାଜ କ୍ଷେତ୍ରରେ ଏହାର କୌଣସି ଆବଶ୍ୟକତା ରହୁଁ ନଥିବା ଯୋଗୁଁ ସମାଜ ଗଠନର ଆବଶ୍ୟକତା ରହୁଁନଥିଲା। ସମସ୍ତଙ୍କ ମଧ୍ୟରେ ରହୁଥିଲା ଅଖଣ୍ଡତା ସହ ସମନ୍ୱୟ ସମାନତା । ସମସ୍ତ ପରମ୍ପରା ସହ ଜୀବନ ଶୈଳୀ ରହୁଥିଲା ପାରମ୍ପପାରିକ। ପ୍ରତିଟି କ୍ଷେତ୍ରରେ ପାଳନ ହେଉଥିଲା ଉତ୍ସଵ ମହୋତ୍ସବ ପାରମ୍ପପାରିକ ଭାବେ।ଯେମିତି ଜୀବିତ ପାଇଯାଉଥିଲା କଲା,ସାହିତ୍ୟ,ସଂସ୍କୃତି,ସହ ପ୍ରଥା ପରମ୍ପରା ।ଯାହା ଏବେ ଧୀରେ ଧୀରେ ଡିଜିଟାଲ ଯୁଗରେ ଆମେ ସମସ୍ତେ ପାଦ ଦେଇସାରିଲାଣି ଗୋଟେ ପ୍ରକାର ଯଦି କହିବା ତେବେ ସମ୍ପୂର୍ଣ୍ଣ ଡିଜିଟାଲ ଯୁଗରେ ଆମେ ସମସ୍ତେ ଅଭ୍ୟସ୍ଥ । ଫଳରେ ସାହିତ୍ୟ,ସଂସ୍କୃତି,ପ୍ରଥା,,ପରମ୍ପରା, କେବଳ କାଗଜ କଲମରେ ଶୋଭା ପାଉଛି। ପରସ୍ପର ମଧ୍ୟରେ ସାମଞ୍ଜଷ ତ ଦୂରର କଥା ପ୍ରଥା ପରମ୍ପରା କୋଷ ବାଟରେ ରହିଯାଉଛି। ଆମ ଭାରତ ଭୂମି ରେ ବାରମାସରେ ତେର ପର୍ବ ପାଳନ ହୋଇଥାଏ । ପ୍ରତ୍ୟେକ ପର୍ଵ ପର୍ବାଣୀ ହେଉ କି ସମାଜର ସାମାଜିକ କାର୍ଯ୍ୟ ସମସ୍ତ ସମ୍ପ୍ରଦାୟର ରହିଛି ଭିର୍ଣ୍ଣ ଭିର୍ଣ୍ଣ ପ୍ରଥା ପରମ୍ପରା। ଏକ ସ୍ୱତନ୍ତ୍ର ପରିଚୟ।ଯାହା ମଧ୍ୟରେ ବିଭିନ୍ନ ସମ୍ପ୍ରଦାୟ ତାଙ୍କ ପ୍ରଥା ପରମ୍ପରା କୁ ବଜାୟ ରଖିଆସିଥାନ୍ତି ଯାହା ବିଗତ ବର୍ଷ ଗୁଡିକରୁ କ୍ଷେତ୍ରୀୟ ସମାଜ ସାମାଜିକ ସମାଜ କାର୍ଯ୍ୟ ପ୍ରଥା ପରମ୍ପରାରୁ ନିଷ୍କ୍ରିୟ ଭାବେ ରହିଆସୁଛି । ଏସବୁ ଆଗାମୀ ଯୁବପୀଢ଼ି ପାଇଁ ସୁ ସଂକେତ ଦେଉନଥିବାବେଳେ ଏହା ଉପରେ ଉତ୍ତମ ପଦକ୍ଷେ ନେଇ ଆଜିର ବୈଠକରେ କ୍ଷେତ୍ରୀୟ ସମାଜକୁ କେମିତି ସକ୍ରିୟ ଭାବେ ପରିଚାଳିତ ହେବ କ୍ଷେତ୍ରୀୟ ସମାଜର କଳା ସାହିତ୍ୟ,ସଂସ୍କୃତି,ପ୍ରଥା ପରମ୍ପରାକୁ ଜୀବିତ ରଖି। ଯୁବପିଢ଼ିଙ୍କ ମଧ୍ୟରେ କେମିତି ସୁଚାରୁରୂପେ ପହଞ୍ଚାଇ ହେବ ତା ଉପରେ ବିଚାର ବିମର୍ଷ କରାଯାଇଥିଲା । ଓ କ୍ଷେତ୍ରୀୟ ସମାଜ ନାଁମରେ ସାମୁହିକ ସଙ୍ଘଠନ ଗଠନ ହେବା ନେଇ ନିଷ୍ପତ୍ତି କରାଯାଇଥିଲା। ଯାହା ଦ୍ୱାରା ପ୍ରତିଟି କ୍ଷେତ୍ରରେ କ୍ଷେତ୍ରୀୟ ସମାଜ ଯୁବ ପୀଢ଼ି ଙ୍କୁ ନେଇ ବିଭିନ୍ନ ସମାଜର ହିତରେ ବିଭିନ୍ନ କାର୍ଯ୍ୟ କଳାପ ହାତକୁ ନେବା ସହ ସୁସନ୍ଦେଶ ଦେଇ କଲା,ସାହିତ୍ୟ,ସଂସ୍କୃତି,ଓ ବିଶେଷ ଭାବେ ବିଲୁପ୍ତ ଭଳି ସ୍ଥିତିରେ ରହିଯାଉଥିବା  ସମାଜର ସାମାଜିକ କାର୍ଯ୍ୟକୁ ବଞ୍ଚାଇ ଆଗକୁ ବଢ଼ିବା ନେଇ ସଂକଳ୍ପ ନେଇଥିଲା। ଯାହା ଥିଲା ଆଜିର ବୈଠକର ମୂଳ ଲକ୍ଷ୍ୟ ତଥା ମୁଖ୍ୟ ବିଷୟ ବସ୍ତୁ। ତେବେ ଏହି ବୈଠକରେ କ୍ଷେତ୍ରୀୟ ସମାଜର ବରିଷ୍ଠ ତଥା ଗଣମାନ୍ୟ ୯୯ ବର୍ଷ ବୟସରେ ପଦାର୍ପଣ କରୁଥିବା ବୟସ୍କ ବ୍ୟକ୍ତି ବିନୋଦ ବିହାରୀ ଠାକୁରଙ୍କ ସହ ଅନ୍ୟ ପରିବାର ସଦସ୍ୟ ଅନୀଲ କୁମାର ଠାକୁର,ଅଶୋକ କୁମାର ଠାକୁର,ଗିରିଷ ସିଂଦେଓ,ଜୟନ୍ତ ଦେଓ,ଉମେଶ ଚନ୍ଦ୍ର ସିଂଦେଓ,ଗୋପାଳ କୃଷ୍ଣ ସିଂଦେଓ, ଅକ୍ଷୟ ଠାକୁର,ଅଶ୍ୱିନୀ ଠାକୁର,ଅରୁଣ କୁମାର ଠାକୁର,ବାସୁଦେବ ସିଂଦେଓ, ଡମ୍ବରୁ ସିଂଦେଓ,ଗୋଲକ ସିଂ ଦେଓ,ରଞ୍ଜନ କୁମାର ଠାକୁର, ସୁଶାନ୍ତ କୁମାର ଠାକୁର,ଗଜାନନ ବେହେରା,ରଶ୍ମିନ କୁମାର ଠାକୁର,ଅଂଶୁମାନ ଠାକୁର, ଅଭିନାଶ ଠାକୁର, ଅଭିଳାଷ ଠାକୁର,ଅଭିଷେକ ଠାକୁର, ଅଭିଜିତ ଠାକୁର,ବାସୁ ଦେବ ରଥ ଉପସ୍ଥିତ ରହିଥିବା ବେଳେ କ୍ଷେତ୍ରୀୟ ସମାଜର ସଭାପତି ଭାବେ ଅଶୋକ କୁମାର ଠାକୁର ଉପସଭାପତି ଭାବେ ଅନୀଲ କୁମାର ଠାକୁର ସମ୍ପାଦକ ଗିରିଷ ସିଂଦେଓ କୋଷାଧକ୍ଷ ରଞ୍ଜନ କୁମାର ଠାକୁର ଙ୍କୁ ମନୋନୀତ କରାଯାଇଥିଲା।ଓ କ୍ଷେତ୍ରୀୟ ସମାଜର ଲିଗାଲ ଏଡ଼ଭାଇଜର ଭାବେ ବରିଷ୍ଠ ଆଇନଜୀବୀ ଶ୍ରୀ ବାସୁଦେବ ରଥଙ୍କୁ ମନୋନୀତ କରାଯାଇଥିଲା।ତେବେ ଏହି ବୈଠକ ସମସ୍ତଙ୍କ ବ୍ୟକ୍ତିଗତ ମତାମତକୁ ନେଇ ଉଦ୍ଦିଷ୍ଟ ରହିଥିବାବେଳେ ଉପସ୍ଥିତ ଥିବା ସମସ୍ତ। ପରିବାର ସଦସ୍ୟ ସଦସ୍ୟା କ୍ଷେତ୍ରୀୟ ସମାଜର ବ୍ୟକ୍ତି ବିଶେଷଙ୍କ ସହମତି ଓ ତାଙ୍କ ସ୍ୱୀକୃତି ପରେ କ୍ଷେତ୍ରୀୟ ସମାଜ ଗଠନ ପ୍ରକିୟା ଆରମ୍ଭ ହୋଇ ଚୟନ ପ୍ରକିୟା ସରିଥିଲା। ଏହି ଅବସରରେ କ୍ଷେତ୍ରୀୟ ସମାଜର ବହୁ ସଂଖ୍ୟାରେ ପରିବାର ସଦସ୍ୟା ସାମିଲ ହୋଇଥିଲେ। ପୁଷ୍ପା ଠାକୁର,ରତ୍ନମାଳା ଠାକୁର,ଝରଣା ଠାକୁର,ରଶ୍ମିରେଖା ଠାକୁର,ରିତାଞ୍ଜଳି ଠାକୁର,ସବିତା ଠାକୁର,ସୌଦାମିନୀ ସିଂ ଦେଓ,କନକ ଲତା ସିଂଦେଓ,ସୁଚିତ୍ରା ସିଂଦେଓ, ପଦ୍ମା ଦେଓ, ଲିଜା ସିଂଦେଓ,ସଂଗୀତା ସିଂଦେଓ,କୃଷପ୍ରିୟା ସିଂ,ରିତା ଠାକୁର, ପ୍ରିୟା ଠାକୁର,ଶିବାନୀ ଠାକୁର, ସୌମ୍ୟା ଠାକୁର,ରଂଞ୍ଜିତା ବେହେରା,ଗୌରୀ ଠାକୁର, ବୈଶାଳୀ ଠାକୁର ଦେବସ୍ମିତା ଠାକୁର ପ୍ରମୁଖ ଉପସ୍ଥିତ ରହିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସିନିୟର ଜିଲ୍ଲା ନକ୍ଆଉଟ୍ ଫୁଟବଲ୍ ଟୁର୍ଣ୍ଣାମେଣ୍ଟ - 2026 ର ପଞ୍ଚମ ଦିବସ   05-Sep-2026
  ଜିଲ୍ଲା  
ପୃଥିରାଜ ହାଇସ୍କୁଲ ୧୯୭୭ ବ୍ୟାଚ ପକ୍ଷରୁ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ଗୁରୁ ଦିବସରେ ଗୁରୁମାନଙ୍କ ରକ୍ତ ଦାନ, ବ୍ଳକର ପ୍ରଥମ   05-Sep-2026
  ଜିଲ୍ଲା  
ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ବେହେରାଙ୍କୁ ଗାନ୍ଧି ପାଠାଗାର (ପୂଜା ମଣ୍ଡପ) ଟିକ୍ରାପଡା ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ   05-Sep-2026
  ଜିଲ୍ଲା  
ଗୁରୁଦିବସ ପାଳିତ   05-Sep-2026
  ରାଜ୍ୟ  
ଶାରଦୀୟ ଦୁର୍ଗାପୂଜା ପାଇଁ ମୂର୍ତ୍ତିକା ଅନୁକୂଳ ପର୍ବ♦️ ବଲାଙ୍ଗିର ରୁଗୁଡିପଡାରେ ଆରମ୍ଭ ହେଲା ମାଁଙ୍କ ମୃଣ୍ମୟୀ ପ୍ରତିମା ନିର୍ମାଣର ଶୁଭାରମ୍ଭ   05-Sep-2026
  ଜିଲ୍ଲା  
*ସର୍ବଦା ସମାଜରେ ଗୁରୁ ସର୍ବଶ୍ରେଷ୍ଠ ଆସନ ଅଳଙ୍କୃତ କରିଛନ୍ତଇ   05-Sep-2026
  ଜିଲ୍ଲା  
ମାୟାବର୍ହ୍। ହାଇସ୍କୁଲ ରେ ଗୁରୁ ଦିବସ ପାଳିତ   05-Sep-2026
  ଜିଲ୍ଲା  
ବରପାଲି ବ୍ଲକ ଯାଦବ ସମାଜ ଆନୁକୂଲ୍ୟରେ ଜନ୍ମାଷ୍ଟମୀ ଓ ନନ୍ଦୋତ୍ସବ ପାଲିତ   05-Sep-2026
  ଜିଲ୍ଲା  
ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପଦ୍ମପୁର ରେ ଗୁରୁଦିବସ ପାଳିତ   05-Sep-2026
  ଜିଲ୍ଲା  
ପୁଣି ସେହି ଏଫସିଆଇ ଛକ, ମହିଳାଙ୍କଠାରୁ ସୁନା ଚେନ ଲୁଟର ଲାଇଭ ଫଟେଜରେ କଏଦ   05-Sep-2026
  ଜିଲ୍ଲା  
ପ୍ରତିଭା କୁ ସମ୍ମାନ ଦେଲେ ସୂ -ସାହିତ୍ୟିକ ଡ଼. ନୃପ ରାଜ ସାହୁ   05-Sep-2026

You Might Also Like