-+91-9937148622 |

prerana_bgr@rediffmail.com |

  Friday 19th June 2026 |

| | | |

R.N.I. Regd No. ODIODI/2010/46693

Breaking News

ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ    (18-Jun-2026)       ||      ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   (18-Jun-2026)       ||      ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   (18-Jun-2026)       ||      *ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   (18-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   (18-Jun-2026)       ||      ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବା   (18-Jun-2026)       ||      ଡୁଙ୍ଗୁରିପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ |ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ମିଶ୍ର ଦମ୍ପତି ଆନନ୍ଦିତ   (18-Jun-2026)       ||      ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ    (18-Jun-2026)       ||      ଆବର୍ଜନା ଉଠାଇଲେ ଏନଏସି ଅଧ୍ୟକ୍ଷ, କାଉନସିଲର ଓ ଯୁବ ଗୋଷ୍ଠୀ, ସଫେଇ କର୍ମଚାରୀଙ୍କ ସହ ମୁହାଁ ମୁହିଁ ପରିସ୍ଥିତି ନାକେଦମ୍ ପୁଲିସ, ଦୁଇ ଘଣ୍ଟା ତୁଷୁରା - ବଲାଙ୍ଗୀର ରାସ୍ତା ଅବରୋଧ   (18-Jun-2026)       ||      ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ଏବଂ ସଫଳତା ସମ୍ପର୍କରେ ଉପସ୍ଥାପନ କଲେ ମନ୍ତ୍ରୀ    (18-Jun-2026)       ||      ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସାଇବର୍ ଆଇନ ସମ୍ପର୍କିତ ଆଲୋଚନାଚକ୍ର ୨୧ ରେ    (18-Jun-2026)       ||      ବ୍ରାହ୍ମଣୀ ଗ୍ରାମରେ ମାଇକ୍ରୋ ଟୁରିଜିମ୍‌ ପ୍ରକଳ୍ପର ପରିଦର୍ଶନ କଲେ ପ୍ରଶାସନିକ ଦଳ    (18-Jun-2026)       ||      ଆନ୍ତର୍ଜାତୀୟ ଯୋଗ ଦିବସ ପାଳନ ନେଇ ପ୍ରସ୍ତୁତି ବୈଠକ   (18-Jun-2026)       ||      ଶିଶୁ ମଙ୍ଗଳ କମିଟି କୋର୍ଟ କ୍ୟାମ୍ପ: ବ୍ଲକ ସ୍ତରୀୟ ପିତୃ-ମାତୃହୀନ ଶିଶୁଙ୍କ ଉପସ୍ଥାପନା ଓ ପରାମର୍ଶ ଶିବିର   (18-Jun-2026)       ||      ମା ଜାଗୁଳାଇ ରାମଲୀଳା ସମିତି ପକ୍ଷରୁ ଦୁଇଦିନିଆ ରାମଲୀଳା ଉତ୍ସବ    (18-Jun-2026)       ||      ଆଗଲପୁର ବ୍ଲକ୍ ରେ ବିକାଶ ର ଧାରା ଓଡ଼ିଶା ସାରା କାର୍ଯକ୍ରମ   (17-Jun-2026)       ||      ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରାର ତୃତୀୟ ଦିବସ, ଭୈରବ ବାବାଙ୍କ ଗୁଆଗୁଣ୍ଡା ନିଉତା ସମ୍ପନ୍ନ   (17-Jun-2026)       ||      ବଲାଙ୍ଗିର ର ୯ ଗୋଟି ଶିତଳ ଷଷ୍ଠୀ ଅନୁଷ୍ଠାନକୁ ମୁଖ୍ୟମନ୍ତ୍ରୀଙ୍କ ୩୬ ଲକ୍ଷ ଟଙ୍କା ଅନୁଦାନ   (17-Jun-2026)       ||      ବଲାଙ୍ଗିର ସହରରେ ଅଘୋଷିତ ବିଦ୍ୟୁତ୍ କାଟ    (17-Jun-2026)       ||      ଲୋଇସିଂହା ରେ ବ୍ଲକ ସ୍ତରୀୟ କୃଷକ ସମ୍ବାଦ ବିକାଶ ର ଧାରା ଓଡିଶା ସାରା କାର୍ଯ୍ୟକ୍ରମ   (17-Jun-2026)       ||     

HOME   ଜିଲ୍ଲା

କ୍ଷେତ୍ରୀୟ ସମାଜ ଗଠନ ନେଇ ଜରୁରୀକାଳୀନ ବୈଠକ ଅନୁଷ୍ଟିତ

19-Oct-2023



କଳା, ସାହିତ୍ୟ,ସଂସ୍କୃତି,ଆମ ଗନ୍ତାଘର

ପ୍ରଥା ପରମ୍ପରା ବଞ୍ଚିଲେ ସମାଜ ବଞ୍ଚିବ - କ୍ଷେତ୍ରୀୟ ସମାଜ ।

ଵଲାଙ୍ଗୀର(ସନ୍ତୋଷ କୁମାର ଠାକୁର) : ଆଜି ଟେଲିଫୋନ ଭବନ ନିକଟସ୍ଥ ରୁଗୁଡିପଡ଼ା ସ୍ଥିତ ଅନୀଲ କୁମାର ଠାକୁରଙ୍କ ବାସ ଭବନ ପରିସର ରେ କ୍ଷେତ୍ରୀୟ ସମାଜର ଏକ ବୈଠକ ଅନୁଷ୍ଟିତ ହୋଇଯାଇଛି। ତେବେ ଏହି ବୈଠକରେ କ୍ଷେତ୍ରୀୟ ସମାଜର ପ୍ରଥା ପରମ୍ପରାକୁ ବିଶେଷ ଭାବେ ଗୁରୁତ୍ୱଦେଇ ଆଲୋଚନା ହୋଇଥିଲା । ଆଜିର ଯୁଗ ସହ ଯୁବ ପୀଢ଼ି ଧୀରେ ଧୀରେ ଆମସଂସ୍କୃତି, ପ୍ରଥା,ରହଣୀ ସହଣୀ ସହ ପରମ୍ପରା କୁ ଅଣଦେଖା କରି ଗୋଟେ ପ୍ରକାର ନିଷ୍କ୍ରିୟ ନିସ୍ତେଜ ଭାବେ ଜୀବନଯାପନ କରୁଛନ୍ତି। ଫଳରେ ସମାଜର ପ୍ରଥା ପରମ୍ପରା ବିଲୁପ୍ତ ହେବା ଭଳି ପ୍ରସଙ୍ଗକୁ ମଧ୍ୟ ଅଣଦେଖା କରାଯାଇ ନପାରେ। ପୂର୍ବରୁ ସମାଜ କ୍ଷେତ୍ରରେ ଏହାର କୌଣସି ଆବଶ୍ୟକତା ରହୁଁ ନଥିବା ଯୋଗୁଁ ସମାଜ ଗଠନର ଆବଶ୍ୟକତା ରହୁଁନଥିଲା। ସମସ୍ତଙ୍କ ମଧ୍ୟରେ ରହୁଥିଲା ଅଖଣ୍ଡତା ସହ ସମନ୍ୱୟ ସମାନତା । ସମସ୍ତ ପରମ୍ପରା ସହ ଜୀବନ ଶୈଳୀ ରହୁଥିଲା ପାରମ୍ପପାରିକ। ପ୍ରତିଟି କ୍ଷେତ୍ରରେ ପାଳନ ହେଉଥିଲା ଉତ୍ସଵ ମହୋତ୍ସବ ପାରମ୍ପପାରିକ ଭାବେ।ଯେମିତି ଜୀବିତ ପାଇଯାଉଥିଲା କଲା,ସାହିତ୍ୟ,ସଂସ୍କୃତି,ସହ ପ୍ରଥା ପରମ୍ପରା ।ଯାହା ଏବେ ଧୀରେ ଧୀରେ ଡିଜିଟାଲ ଯୁଗରେ ଆମେ ସମସ୍ତେ ପାଦ ଦେଇସାରିଲାଣି ଗୋଟେ ପ୍ରକାର ଯଦି କହିବା ତେବେ ସମ୍ପୂର୍ଣ୍ଣ ଡିଜିଟାଲ ଯୁଗରେ ଆମେ ସମସ୍ତେ ଅଭ୍ୟସ୍ଥ । ଫଳରେ ସାହିତ୍ୟ,ସଂସ୍କୃତି,ପ୍ରଥା,,ପରମ୍ପରା, କେବଳ କାଗଜ କଲମରେ ଶୋଭା ପାଉଛି। ପରସ୍ପର ମଧ୍ୟରେ ସାମଞ୍ଜଷ ତ ଦୂରର କଥା ପ୍ରଥା ପରମ୍ପରା କୋଷ ବାଟରେ ରହିଯାଉଛି। ଆମ ଭାରତ ଭୂମି ରେ ବାରମାସରେ ତେର ପର୍ବ ପାଳନ ହୋଇଥାଏ । ପ୍ରତ୍ୟେକ ପର୍ଵ ପର୍ବାଣୀ ହେଉ କି ସମାଜର ସାମାଜିକ କାର୍ଯ୍ୟ ସମସ୍ତ ସମ୍ପ୍ରଦାୟର ରହିଛି ଭିର୍ଣ୍ଣ ଭିର୍ଣ୍ଣ ପ୍ରଥା ପରମ୍ପରା। ଏକ ସ୍ୱତନ୍ତ୍ର ପରିଚୟ।ଯାହା ମଧ୍ୟରେ ବିଭିନ୍ନ ସମ୍ପ୍ରଦାୟ ତାଙ୍କ ପ୍ରଥା ପରମ୍ପରା କୁ ବଜାୟ ରଖିଆସିଥାନ୍ତି ଯାହା ବିଗତ ବର୍ଷ ଗୁଡିକରୁ କ୍ଷେତ୍ରୀୟ ସମାଜ ସାମାଜିକ ସମାଜ କାର୍ଯ୍ୟ ପ୍ରଥା ପରମ୍ପରାରୁ ନିଷ୍କ୍ରିୟ ଭାବେ ରହିଆସୁଛି । ଏସବୁ ଆଗାମୀ ଯୁବପୀଢ଼ି ପାଇଁ ସୁ ସଂକେତ ଦେଉନଥିବାବେଳେ ଏହା ଉପରେ ଉତ୍ତମ ପଦକ୍ଷେ ନେଇ ଆଜିର ବୈଠକରେ କ୍ଷେତ୍ରୀୟ ସମାଜକୁ କେମିତି ସକ୍ରିୟ ଭାବେ ପରିଚାଳିତ ହେବ କ୍ଷେତ୍ରୀୟ ସମାଜର କଳା ସାହିତ୍ୟ,ସଂସ୍କୃତି,ପ୍ରଥା ପରମ୍ପରାକୁ ଜୀବିତ ରଖି। ଯୁବପିଢ଼ିଙ୍କ ମଧ୍ୟରେ କେମିତି ସୁଚାରୁରୂପେ ପହଞ୍ଚାଇ ହେବ ତା ଉପରେ ବିଚାର ବିମର୍ଷ କରାଯାଇଥିଲା । ଓ କ୍ଷେତ୍ରୀୟ ସମାଜ ନାଁମରେ ସାମୁହିକ ସଙ୍ଘଠନ ଗଠନ ହେବା ନେଇ ନିଷ୍ପତ୍ତି କରାଯାଇଥିଲା। ଯାହା ଦ୍ୱାରା ପ୍ରତିଟି କ୍ଷେତ୍ରରେ କ୍ଷେତ୍ରୀୟ ସମାଜ ଯୁବ ପୀଢ଼ି ଙ୍କୁ ନେଇ ବିଭିନ୍ନ ସମାଜର ହିତରେ ବିଭିନ୍ନ କାର୍ଯ୍ୟ କଳାପ ହାତକୁ ନେବା ସହ ସୁସନ୍ଦେଶ ଦେଇ କଲା,ସାହିତ୍ୟ,ସଂସ୍କୃତି,ଓ ବିଶେଷ ଭାବେ ବିଲୁପ୍ତ ଭଳି ସ୍ଥିତିରେ ରହିଯାଉଥିବା ସମାଜର ସାମାଜିକ କାର୍ଯ୍ୟକୁ ବଞ୍ଚାଇ ଆଗକୁ ବଢ଼ିବା ନେଇ ସଂକଳ୍ପ ନେଇଥିଲା। ଯାହା ଥିଲା ଆଜିର ବୈଠକର ମୂଳ ଲକ୍ଷ୍ୟ ତଥା ମୁଖ୍ୟ ବିଷୟ ବସ୍ତୁ। ତେବେ ଏହି ବୈଠକରେ କ୍ଷେତ୍ରୀୟ ସମାଜର ବରିଷ୍ଠ ତଥା ଗଣମାନ୍ୟ ୯୯ ବର୍ଷ ବୟସରେ ପଦାର୍ପଣ କରୁଥିବା ବୟସ୍କ ବ୍ୟକ୍ତି ବିନୋଦ ବିହାରୀ ଠାକୁରଙ୍କ ସହ ଅନ୍ୟ ପରିବାର ସଦସ୍ୟ ଅନୀଲ କୁମାର ଠାକୁର,ଅଶୋକ କୁମାର ଠାକୁର,ଗିରିଷ ସିଂଦେଓ,ଜୟନ୍ତ ଦେଓ,ଉମେଶ ଚନ୍ଦ୍ର ସିଂଦେଓ,ଗୋପାଳ କୃଷ୍ଣ ସିଂଦେଓ, ଅକ୍ଷୟ ଠାକୁର,ଅଶ୍ୱିନୀ ଠାକୁର,ଅରୁଣ କୁମାର ଠାକୁର,ବାସୁଦେବ ସିଂଦେଓ, ଡମ୍ବରୁ ସିଂଦେଓ,ଗୋଲକ ସିଂ ଦେଓ,ରଞ୍ଜନ କୁମାର ଠାକୁର, ସୁଶାନ୍ତ କୁମାର ଠାକୁର,ଗଜାନନ ବେହେରା,ରଶ୍ମିନ କୁମାର ଠାକୁର,ଅଂଶୁମାନ ଠାକୁର, ଅଭିନାଶ ଠାକୁର, ଅଭିଳାଷ ଠାକୁର,ଅଭିଷେକ ଠାକୁର, ଅଭିଜିତ ଠାକୁର,ବାସୁ ଦେବ ରଥ ଉପସ୍ଥିତ ରହିଥିବା ବେଳେ କ୍ଷେତ୍ରୀୟ ସମାଜର ସଭାପତି ଭାବେ ଅଶୋକ କୁମାର ଠାକୁର ଉପସଭାପତି ଭାବେ ଅନୀଲ କୁମାର ଠାକୁର ସମ୍ପାଦକ ଗିରିଷ ସିଂଦେଓ କୋଷାଧକ୍ଷ ରଞ୍ଜନ କୁମାର ଠାକୁର ଙ୍କୁ ମନୋନୀତ କରାଯାଇଥିଲା।ଓ କ୍ଷେତ୍ରୀୟ ସମାଜର ଲିଗାଲ ଏଡ଼ଭାଇଜର ଭାବେ ବରିଷ୍ଠ ଆଇନଜୀବୀ ଶ୍ରୀ ବାସୁଦେବ ରଥଙ୍କୁ ମନୋନୀତ କରାଯାଇଥିଲା।ତେବେ ଏହି ବୈଠକ ସମସ୍ତଙ୍କ ବ୍ୟକ୍ତିଗତ ମତାମତକୁ ନେଇ ଉଦ୍ଦିଷ୍ଟ ରହିଥିବାବେଳେ ଉପସ୍ଥିତ ଥିବା ସମସ୍ତ। ପରିବାର ସଦସ୍ୟ ସଦସ୍ୟା କ୍ଷେତ୍ରୀୟ ସମାଜର ବ୍ୟକ୍ତି ବିଶେଷଙ୍କ ସହମତି ଓ ତାଙ୍କ ସ୍ୱୀକୃତି ପରେ କ୍ଷେତ୍ରୀୟ ସମାଜ ଗଠନ ପ୍ରକିୟା ଆରମ୍ଭ ହୋଇ ଚୟନ ପ୍ରକିୟା ସରିଥିଲା। ଏହି ଅବସରରେ କ୍ଷେତ୍ରୀୟ ସମାଜର ବହୁ ସଂଖ୍ୟାରେ ପରିବାର ସଦସ୍ୟା ସାମିଲ ହୋଇଥିଲେ। ପୁଷ୍ପା ଠାକୁର,ରତ୍ନମାଳା ଠାକୁର,ଝରଣା ଠାକୁର,ରଶ୍ମିରେଖା ଠାକୁର,ରିତାଞ୍ଜଳି ଠାକୁର,ସବିତା ଠାକୁର,ସୌଦାମିନୀ ସିଂ ଦେଓ,କନକ ଲତା ସିଂଦେଓ,ସୁଚିତ୍ରା ସିଂଦେଓ, ପଦ୍ମା ଦେଓ, ଲିଜା ସିଂଦେଓ,ସଂଗୀତା ସିଂଦେଓ,କୃଷପ୍ରିୟା ସିଂ,ରିତା ଠାକୁର, ପ୍ରିୟା ଠାକୁର,ଶିବାନୀ ଠାକୁର, ସୌମ୍ୟା ଠାକୁର,ରଂଞ୍ଜିତା ବେହେରା,ଗୌରୀ ଠାକୁର, ବୈଶାଳୀ ଠାକୁର ଦେବସ୍ମିତା ଠାକୁର ପ୍ରମୁଖ ଉପସ୍ଥିତ ରହିଥିଲେ।

 


News Comment




Photo in News

Advertisment
Lastest News
  ଜିଲ୍ଲା  
ଓଡିଶା ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଆଗଲପୁର ବ୍ଲକ୍ ରେ ବ୍ଲକ୍ ସ୍ତରୀୟ କୃଷକ ସମାବେଶ   18-Jun-2026
  ଜିଲ୍ଲା  
ଅଧିକାର ମେଳାରେ ୭୧ ଜଣ ବରିଷ୍ଠ ନାଗରିକଙ୍କୁ ସହାୟକ ଉପକରଣ ବଣ୍ଟନ   18-Jun-2026
  ଜିଲ୍ଲା  
ପୁରୁଣାପାଣି ଶିତଳ ଷଷ୍ଠୀ ମହୋତ୍ସବ ରେ ନରସିଂହ, ଶିକ୍ଷା, ପିଇବା ପାଣି ଓ ଗମନାଗମନ ପ୍ରତି ଦୃଷ୍ଟି ଦେଉ ସରକାର - ନରସିଂହ   18-Jun-2026
  ଜିଲ୍ଲା  
*ଡାବୁଗାଁ ଡ଼ଙ୍ଗରୀଗୁଡା ଠାରେ ପ୍ରତିଷ୍ଠା ହେଲା ମାଁ ସମଲେଇଙ୍କ ମନ୍ଦିର*   18-Jun-2026
  ଜିଲ୍ଲା  
ବରପାଲି ୧୪୯ ତମ ଶୀତଳ ଷଷ୍ଠୀ ଯାତ୍ରା ଚତୁର୍ଥ ଦିବସରେ ବୈଦିକ ରୀତିରେ ହେଲା ଗଣ୍ଠିଆଳ ଫିଟା , ରାତ୍ରରେ ବରାନୁଗମନ ସମାପନ   18-Jun-2026
  ଜିଲ୍ଲା  
ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ଭ୍ରାମ୍ୟମାଣ ସେବା   18-Jun-2026
  ଜିଲ୍ଲା  
ଡୁଙ୍ଗୁରିପାଲିରେ ଶୀତଳ ଷଷ୍ଠୀ ଯାତ୍ରା ଆରମ୍ଭ |ମା ପାର୍ବତୀଙ୍କୁ କନ୍ୟା ରୂପେ ପାଇ ମିଶ୍ର ଦମ୍ପତି ଆନନ୍ଦିତ   18-Jun-2026
  ଜିଲ୍ଲା  
ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ପଶ୍ଚିମବଙ୍ଗ ଗସ୍ତ : ନବ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନୃସିଂହନାଥ ଧାମ ପରିଦର୍ଶନ ପାଇଁ ନିମନ୍ତ୍ରଣ   18-Jun-2026
  ଜିଲ୍ଲା  
ଆବର୍ଜନା ଉଠାଇଲେ ଏନଏସି ଅଧ୍ୟକ୍ଷ, କାଉନସିଲର ଓ ଯୁବ ଗୋଷ୍ଠୀ, ସଫେଇ କର୍ମଚାରୀଙ୍କ ସହ ମୁହାଁ ମୁହିଁ ପରିସ୍ଥିତି ନାକେଦମ୍ ପୁଲିସ, ଦୁଇ ଘଣ୍ଟା ତୁଷୁରା - ବଲାଙ୍ଗୀର ରାସ୍ତା ଅବରୋଧ   18-Jun-2026
  ଜିଲ୍ଲା  
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ଗତ ଦୁଇ ବର୍ଷରେ ରାଜ୍ୟ ସରକାରଙ୍କ ବିକାଶମୂଳକ ଯୋଜନା ଏବଂ ସଫଳତା ସମ୍ପର୍କରେ ଉପସ୍ଥାପନ କଲେ ମନ୍ତ୍ରୀ   18-Jun-2026
  ରାଜ୍ୟ  
ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ପକ୍ଷରୁ ସାଇବର୍ ଆଇନ ସମ୍ପର୍କିତ ଆଲୋଚନାଚକ୍ର ୨୧ ରେ   18-Jun-2026
  ଜିଲ୍ଲା  
ବ୍ରାହ୍ମଣୀ ଗ୍ରାମରେ ମାଇକ୍ରୋ ଟୁରିଜିମ୍‌ ପ୍ରକଳ୍ପର ପରିଦର୍ଶନ କଲେ ପ୍ରଶାସନିକ ଦଳ   18-Jun-2026

You Might Also Like