-+91-9937148622 |
prerana_bgr@rediffmail.com |
Wednesday 30th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2023
କାଲି ଦକ୍ଷିଣ ଚୀନ୍ ସମୁଦ୍ରରୁ ଆଣ୍ଡାମାନ୍ ସାଗରକୁ ପ୍ରବେଶ କରିବ ଘୂର୍ଣ୍ଣୀବଳୟ
ପରବର୍ତ୍ତୀ ୨୪ ଘଣ୍ଟାରେ ନେବ ଲଘୁଚାପ ର ରୂପ
ପରେ ଉତ୍ତର-ଉତ୍ତର -ପଶ୍ଚିମ ଦିଗରେ ଗତି କରିବ
ପ୍ରଭାବରେ ୩୦ ରୁ ବଢିବ ବର୍ଷାର ପରିମାଣ
ଉତ୍ତର, ଆଭ୍ୟନ୍ତରୀଣ ଏବଂ ଉପକୂଳ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା
ଲଘୁଚାପ ପ୍ରଭାବରେ ଅକ୍ଟୋବର ୩ ରୁ ୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ରାଜ୍ୟରେ ପ୍ରବଳ ବର୍ଷିବ
ଓଡିଶା ସମେତ, ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ,ତେଲେଙ୍ଗାନା ଏବଂ କେରଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
ତୀବ୍ର ବୃଷ୍ଟିପାତ ପ୍ରଭାବରେ ଜଳମଗ୍ନ ପରିସ୍ଥିତି ଉପୁଜିପାରେ
ଚାଷ ଜମିରୁ ଜଳ ନିଷ୍କାସନ ବ୍ୟବସ୍ଥା କରିବା ପାଇଁ ପରାମର୍ଶ
IMD ର ବିସ୍ତାରିତ ଆକଳନ ଅନୁସାରେ ଉତ୍ତର-ପୂର୍ବ ଭାରତରେ ଅକ୍ଟୋବର ଦ୍ବିତୀୟ ସପ୍ତାହ ପର୍ଯ୍ୟନ୍ତ ଜାରି ରହିବ ବର୍ଷା
ମେଘାଳୟ, ଆସାମ, ଅରୁଣାଚଳ ପ୍ରଦେଶ, ମିଜୋରାମ, ମଣିପୁର, ନାଗାଲାଣ୍ଡ, ତ୍ରିପୁରା ଏବଂ ସିକିମରେ ବର୍ଷା ହେବ
ପରେ ଆଣ୍ଟିସାଇକ୍ଳୋନିକ ପ୍ରବାହର ଅଗ୍ରଗତି ପାଇଁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହେବ