-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
29-Aug-2023
ପାଟଣାଗଡ :ସଙ୍ଗୀତ ମୂର୍ଚ୍ଛନା ଓ ଓଡ଼ିଆ ସଂସ୍କୃତି କଳା ଏକାଡେମୀ କେନ୍ଦ୍ରାପଡ଼ା ପକ୍ଷରୁ ବଲାଙ୍ଗୀର ଟାଉନ ହଲ ରେ ଆଯୋଜିତ ହୋଇ ଥିବା ରାଜ୍ୟ ସ୍ତରୀୟ ଓକା ଆଇଡଲ୍ ପ୍ରତିଭା ଅନ୍ୱେଷଣ ସମ୍ବର୍ଦ୍ଧନା ମହୋତ୍ସବ ୨୦୨୩ ରେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ଲକ୍ ତମିଆଁ ଗ୍ରାମ ର ପ୍ରସିଦ୍ଧ ପୁରାଣ ବ୍ୟାସ ତଥା ରାମଲୀଳା କଳାକାର ଶ୍ରୀ ଶାନ୍ତନୁ ତ୍ରିପାଠୀ ଙ୍କୁ ଚଉଷଠି ଯୋଗିନୀ ସମ୍ମାନ ରେ ସମ୍ମାନିତ କରାଯାଇଛି ।ସେ ଅନେକ କଳାର ଅଧିକାରୀ ଥିଲେ । ତାଙ୍କୁ ଏହି ସମ୍ମାନ ମିଳି ଥିବାରୁ ଗ୍ରାମବାସୀ ବେଶ୍ ଖୁସି ଅଛନ୍ତି ତାଙ୍କୁ ଚାରିଆଡୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି ।