-+91-9937148622 |
prerana_bgr@rediffmail.com |
Monday 4th May 2026 |
R.N.I. Regd No. ODIODI/2010/46693
Breaking News
28-Aug-2023
ଆଜି ବନ ବିଭାଗକୁ ଏକ ବଡ଼ ସଫଳତା ମିଳିଛି । ଦମକିପାଲି ଗ୍ରାମରେ ବନ ବିଭାଗ ପକ୍ଷରୁ ଚଢାଉ କରାଯାଇ ଏକ ଛୋଟା ହାତି ଗାଡ଼ି (ଓଡ଼ି ୦୩ୱାଇ ୨୫୭୮)କୁ ଜବତ କରିବା ସହ ଗାଡ଼ିରେ ଚାଲାଣ ହେଉଥିବା ୪୫ଟି ଶାଳ ସାଇଜକୁ ମଧ୍ୟ ଜବତ କରିଛି ବନ ବିଭାଗ । ଏହା ସହ ଏହି ଘଟଣାରେ ସଂପୃକ୍ତ ଦୁଇ ଜଣ ଅଭିଯୁକ୍ତ ରାଘବ ନାୟକ ଏବଂ ସୁରେଶ ହିଆଲଙ୍କୁ ବନ ବିଭାଗ ଗିରଫ କରିଥିବା ନେଇ ଡ଼ିଏଫଓ ନିତିଶ କୁମାର ସୂଚନା ଦେଇଛନ୍ତି ।