-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||     

HOME   ଜିଲ୍ଲା

ଜିଲ୍ଲା କୁଲତା ସମାଜ ର ନୂତନ କର୍ମକର୍ତ୍ତା ଚୟନ

28-Aug-2023



ବଲାଙ୍ଗିର/ବେଲପଡ଼ା (ପୁର୍ଣ୍ଣ ଶଶୀ ଶେଖର ରାଓ)ବାବା ବିଶା ଶହେ କୁଳୁତା ସମାଜ ବଲାଙ୍ଗିର ଜିଲ୍ଲାର ଏକ ଜିଲ୍ଲା ସ୍ତରୀୟ ସାଙ୍ଘଠାନୀୟ ବୈଠକ ଜିଲ୍ଲା ସଭାପତି ଶ୍ରୀ ବେଲାର ସିଂ ଭୋଇ ଙ୍କ ଅଧ୍ୟକ୍ଷତା ରେ ଶ୍ରୀ ଶ୍ରୀ ରଣେଶ୍ୱର୍ ରାମଚଣ୍ଡୀ ପୀଠ ହର୍ଡାଟାଲ ଠାରେ ତା: ୨୭.୮ ୨୦୨୩ ରିଖ ରେ ଅନୁଷ୍ଠିତ ହୋଯାଇଅଛି ।ସଭା ଆରମ୍ଭ ରେ ଶ୍ରୀ ଶ୍ରୀ ରଣେଶ୍ୱର୍ ରାମଚଣ୍ଡୀ ଙ୍କ ପୂଜାର୍ଚ୍ଚନା  କରାଯାଇଥିଲା।ସମାଜ ର ଦିବଙ୍ଗତ କର୍ମକର୍ତ୍ତା ସମାଜ ଭାଇ ଭଉଣୀ ମାନଙ୍କର ସତ୍ଗତି ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଏହା ପରେ ଜିଲ୍ଲା ର ୩୨ ଟି ଆଞ୍ଚଳିକ କେନ୍ଦ୍ର ସଂଘଠାନିକ ସମୀକ୍ଷା କରାଯାଇଥିଲା।ଏହା ସହିତ ଜିଲ୍ଲା ସ୍ତରୀୟ ଯୁବ ସମାଜ ଗଠନ,ମହିଳା ସମାଜ ଗଠନ ବିଷୟ ରେ  ପୁଙ୍ଖାନୁପୁଙ୍ଖ ଆଲୋଚନା କରାଗଲା । ଏଥିରେ ବିଭିନ୍ନ କର୍ମ କର୍ତ୍ତା ତଥା ସଦସ୍ୟ ମାନେ ନିଜର ସୁଞ୍ଚିତିତ ମାତା ମତ ପ୍ରଦାନ କରିଥିଲେ। ଏଥି ସହିତ ବୈଠକ ରେ ସର୍ବ ସମ୍ମତି କ୍ରମେ ଜିଲ୍ଲା ଯୁବ ସମାଜ ସଭାପତି ଭାବେ ଶ୍ରି ଉମେଶ ଚନ୍ଦ୍ର ଗଡ଼ତ୍ୟା , ଗ୍ରାମ ବବଜା , ଉପସଭାପତି ଭାବେ ଶ୍ରୀ ପ୍ରେମାନନ୍ଦ ସାହୁ ଗ୍ରାମ ନୂଆପଡା, ସଂପାଦକ ଭାବେ କାଳିଆ ସାହୁ  ଗ୍ରାମ ଭାଲୁଡୁଙ୍ଗୁରି ଏବଂ କୋଷାଧ୍ୟକ୍ଷ ଭାବେ ନିରଞ୍ଜନ ଗଡ଼ତ୍ୟା ଗ୍ରାମ ପିପିଲି ଙ୍କୁ ଚୟନ କରାଯାଇ ଜିଲ୍ଲା ରେ ଯୁବ ସଙ୍ଗଠନ କୁ କାର୍ଯକ୍ଷମ କୁ ମଜଭୁତ ଦିଆଗଲା ତଥା ରଣେଶ୍ବର ରାମଚଣ୍ଡୀ ଙ୍କ ଠାରେ ଶପଥ ପାଠ କରାଗଲା। ଏହା ସହିତ ଆତ୍ମ ଘୋଷିତ ଜିଲ୍ଲା ଯୁବ କୁକୁତା ସମାଜ ର ସଭାପତି ହୋଇ ଶ୍ରୀ ଅସୀମ କୁମାର ଭୋଇ ଏକ ସଂଗଠନ ଜିଲ୍ଲା କୁଲୁତା ସମାଜ ର ବିନା ଶ୍ରିକୃତୀ ରେ ବଲାଙ୍ଗିର ଜିଲ୍ଲାରେ ଚଳାଉ ଥିବାରୁ ସର୍ବ ସମ୍ମତି କ୍ରମେ ସଭା ରେ ଅସିଦ୍ଧ ଘୋଷଣା କରାଗଲା।ସେ ବଲାଙ୍ଗିର ଜିଲ୍ଲା ର କୁଲୁତା ସମାଜ କୋଣସି ସଙ୍ଗଠନ ର ପଦ ପଦବୀ ରେ ନାହାଁନ୍ତି। ଏହା ପରେ ନୂଆ ଖାଇ ଭେଟ ଘାଟ ଓ ଦଶହରା ପୂଜା ପାଇଁ ମଧ୍ୟ ଆଲୋଚନା କରାଯାଇଥିଲା , ସଭା ଶେଷ ରେ ସମ୍ପାଦକ ଧନ୍ୟବାଦ୍ ଅର୍ପଣ କରିଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026

You Might Also Like