-+91-9937148622 |

prerana_bgr@rediffmail.com |

  Friday 25th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ    (24-Sep-2026)       ||      କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ    (24-Sep-2026)       ||      ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   (24-Sep-2026)       ||      ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   (24-Sep-2026)       ||      ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   (24-Sep-2026)       ||      * *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   (24-Sep-2026)       ||      ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ    (24-Sep-2026)       ||      ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ    (24-Sep-2026)       ||      ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   (24-Sep-2026)       ||      ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   (24-Sep-2026)       ||      ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   (24-Sep-2026)       ||      କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   (24-Sep-2026)       ||      *ଘର ଭିତରେ ପଶିଲା ଜଙ୍ଗଲୀ ଭାଲୁ, -ଘଉଡ଼ାଇଲେ ବନ କର୍ମଚାରୀ*   (24-Sep-2026)       ||      *ସୁବର୍ଣ୍ଣପୁର ଜିଲ୍ଲା ରେ ଉଦ୍ଘାଟନ ହେଲା ରାଜ୍ୟ ସ୍ତରୀୟ ସାହାଣୀ କପ୍ ଫୁଟବଲ୍*- *ପ୍ରଥମ ମ୍ୟାଚ୍ ରେ ୨-୦ ଗୋଲରେ ଖୋର୍ଦ୍ଧା ଓ ଦ୍ୱିତୀୟ ମ୍ୟାଚ ରେ ୧-୦ ଗୋଲ ରେ ଗଞ୍ଜାମ ଦଳ ଵିଜୟୀ *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (24-Sep-2026)       ||      *ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ନବରଙ୍ଗପୁରରେ ମଧ୍ୟ ପଦୋନ୍ନତି ପ୍ରକ୍ରିୟା ନେଇ ଶିକ୍ଷକଙ୍କ ଆଶା ବଢ଼ିଲା*   (24-Sep-2026)       ||      ବଲାଙ୍ଗୀର : ୨,୦୦୦ ଟଙ୍କାରୁ ଅଧିକ ୟୁପିଆଇ ଲେଣ ଦେଣ ୦.୪% ଏମ ଡି ଆର ପ୍ରତ୍ୟାହାର ଦାବିରେ ସ୍ମାରକ ପତ୍ର ପ୍ରଦାନ    (24-Sep-2026)       ||      ଡ଼ୁମେରପାଳି ଗ୍ରାମରେ ଫୁଟବଲ ମହାକୁମ୍ଭ ଆରମ୍ଭ   (23-Sep-2026)       ||      ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||     

HOME   ରାଜ୍ୟ

ଖୁଜେନପାଲିରେ ସରକାରୀଜମି କେଳେଙ୍କାରୀ ମାମଲା.. ଧରାପଡିଲେ ୨୫ ଜମି ବ୍ୟବସାୟୀ,ସରକାରୀ ଖାତାକୁ ଫେରିବ ୬୫ଏକର ଜମି

25-Aug-2023



ବଲାଙ୍ଗୀର(ପ୍ରେରଣା ଖବର)-ବଲାଙ୍ଗୀର ଜିଲ୍ଲାରେ ଚଞ୍ଚକତା କରି ସରକାରୀ ଜମିହଡପ କରି ପରେ ତାକୁ ପ୍ଲଟିଂକରି ବ୍ରିକ୍ରୀ କରୁଥିବା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେଲାପରେ ପ୍ରଶାସନ ତତ୍ପରତା ପ୍ରକାଶ କରିଛି । ବଲାଙ୍ଗୀର ତହସିଲର ବଲାଙ୍ଗୀର ସହରକୁ ଲାଗିରହିଥିବା ଖୁଜେନପାଲି ମୌଜାର ଜମିର କାଗଜପତ୍ର ଖୋଳତାଡ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି । ରାଜ୍ୟସରକାରଙ୍କ ଉପରମହଲରୁ ନିର୍ଦ୍ଦେଶପରେ ବଲାଙ୍ଗୀର ତହସିଲଦାର ଡ.ପୁଷ୍ପାଞ୍ଜଳି ପଣ୍ଡା ଏହାର ତଦନ୍ତ କରି କେବଳ ଖୁଜେନପାଲି ମୌଜାରେ ବେଆଇନ ଭାବରେ ଜାଲକାଗଜପତ୍ର କରି ସରକାରୀ ଜମି ହଡପ କରିଏହାକୁ କିଣାବିକା କରୁଥିବା ୨୫ଜଣ ବ୍ୟବସାୟୀଙ୍କୁ ଧରିବାରେ ସଫଳ ହୋଇଛି । ଏଥିରେ ପ୍ରାୟ ୬୫ଏକର ସରକାରୀ ଜମି(ପ୍ରାୟ ୧୦୦କୋଟି ଟଙ୍କାର) ପୁଣିଥରେ ସରକାରୀ ଖାତାକୁ ଫେରିବ ବୋଲି ଏକ ବିଷେଶ ସୂତ୍ରରୁ ସୂଚନା ମିଳିଛିି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ବ୍ୟବସାୟୀଙ୍କ ମଧ୍ୟରେ ବଲାଙ୍ଗୀର ସହରର କିଛି ବିଶିଷ୍ଟବ୍ୟକ୍ତି ତଥା ବ୍ୟବସାୟୀ ରହିଛନ୍ତି । ଏନେଇ ତହସିଲଦାର ଏହି ଜମିର କିଣାବିକାକୁ ବନ୍ଦକରିବାକୁ ବଲାଙ୍ଗୀର ଜିଲ୍ଲା ରେଜିଷ୍ଟାରଙ୍କୁ ଚିଠିକରିଥିବା ତଥା ସଦର ଥାନାରେ ଏକ ଏତଲା ମଧ୍ୟ ଦେଇଥିବା ଜଣାଯାଇଛି । ଫଳରେ ବଲାଙ୍ଗୀରରେ ଜମିମାଫିଆଙ୍କ ମଧ୍ୟରେ କୋକୁଆ ଭୟ ଖେଳିଯାଇଛି । ଡ.ପୁଷ୍ପାଞ୍ଜଳି ପଣ୍ଡା ଆଗକୁ ଆଉ ଅନେକଗୁଡିଏ ସରକାରୀ ଜମିକୁ ମୁକ୍ତକରିବାକୁ ପ୍ରଶାସନ ପଦକ୍ଷେପ ନେବ ବୋଲି କହିଛନ୍ତି । 
    

 ମିଳିଥିବା ସୂଚନାରୁ ଜଣାଯାଇଛି ଯେ,ବଲାଙ୍ଗୀର ସହର ଉପକଣ୍ଠରେ ଥିବା ଖୁଜେନପାଲି ମୌଜାରେ ବିପୁଳ ପରିମାଣର ସରକାରୀ ଜବରଦଖଲ କରାଯାଇ ହଡପ କରାଯାଇଛି । ଏପରିକି କେତେକ ଶିଲ୍ପ ତଥା ବ୍ୟବସାୟୀକ ଉଦ୍ଦେଶ୍ୟରେ ଲିଜ୍ ରେ ଜମିକୁ ନେଇ ପରେ ଚଞ୍ଚକତା କରି ଉକ୍ତଜମିକୁ ରୟତି କିସମ କରି ତାକୁ ପ୍ଲଟିଂ କରି ବିକ୍ରୀ କରାଯାଇଛି । ବଲାଙ୍ଗୀରରେ ଅନେକଗୁଡିଏ ଜମି ଜବରଦଖଲକାରୀ ଓ ଜମିମାଫିଆଙ୍କ କବଜାରେ ରହିଥିବାରୁ ସରକାରୀ ଅନୁଷ୍ଠାନ ପାଇଁ ଜମିର ଆବଶ୍ୟକତା ବେଳେ  ମିଳୁନାହିଁ । ଯାହାକୁ ନେଇ ପ୍ରଶାସନ ହରଡଘଣାରେ ପଡୁଛି । ଗତ ୬ମାସ ହେଲେ ବଲାଙ୍ଗୀର ତହସିଲ ପକ୍ଷରୁ ସରକାରୀ ଜମିକୁ ଜବରଦଖଲମୁକ୍ତ କରିବାକୁ ତହସିଲଦାର ଡ.ପୁଷ୍ପାଞ୍ଜଳି ପଣ୍ଡା ଅଭିଯାନ ଆରମ୍ଭ କରିଥିଲେ । ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ନିର୍ଦ୍ଦେଶରେ ତହସିଲଦାରଙ୍କ ନେତୃତ୍ୱରେ ଚାଲିଥିବା ଏହି ଅଭିଯାନରେ ପ୍ରଥମ ପର୍ଯ୍ୟାୟରେ ୨୫ଜଣ ବ୍ୟବସାୟୀ ସରକାରୀ ଜମି ହଡପ କରିଥିବା ନେଇ ଏହି ଜମିର ଖରଦିବିକ୍ରି ବନ୍ଦ କରିବାକୁ ବଲାଙ୍ଗୀର ଜିଲ୍ଲା ରେଜିଷ୍ଟାରଙ୍କୁ ପତ୍ର ସଂଖ୍ୟା ୧୪୯୫ ତା.୪.୪.୨୦୨୩ରେ ଜଣାଇ ଦିଆଯାଇଛି । ସେହିପରି ଗତ ତା.୬.୪.୨୦୨୩ରେ ପ୍ରାୟ ୬୫ଏକର ଜମିକୁ ସରକାରୀ ଖାତାକୁ ଫେରାଇବାକୁ ତହସିଲଦାର ପଦକ୍ଷେପ ନେଇଛନ୍ତି । ଚିହ୍ନଟ ହୋଇଥିବା ଏହି ୨୫ଜଣଙ୍କ ମଧ୍ୟରେ ବଲାଙ୍ଗୀରର ସନ୍ତକ ବହିଦାର,ଅଶୋକ ଅଗ୍ରୱାଲ,ତ୍ରୀପୁରାରୀ ପାଣିଗ୍ରାହୀ,ସାଧିନା ବିବି,ତୁଳସା ନାଏକ,ପୁଷ୍ପାଞ୍ଜଳି ଶତପଥି,ସରସ୍ୱତୀ ସାହୁ,ସୁରେଖା ପାଢୀ,ରୋହିଣୀ ଆଚାର୍ଯ୍ୟ,ଓମପ୍ରକାଶ ଶର୍ମା,ବିଶ୍ୱରଂଜନ ମିଶ୍ର,ରଂଜିତ ସାହୁ,ଦେବଦତ୍ତ ସାହୁ,ଶ୍ରୀନେତ୍ର ସାହୁ,ବିଶ୍ୱଜିତ ସାହୁ,ସର୍ବଜିତ ସାହୁ,ଲଲିତା ହୋତା,ଭୂମୀସୁତା ହୋତା,ଲକ୍ଷ୍ମଣଚନ୍ଦ୍ର ହୋତା,ବନବାସ ସାହୁ,ଜିନତ ବିବି,ତ୍ରୀଲୋଚନ ଦାସ,ପ୍ରଶନ୍ନ ଦାସ ପ୍ରମୁଖ ରହିଛନ୍ତି । 


News Comment




Photo in News

Advertisment
Lastest News
  ଜିଲ୍ଲା  
ଫରେଷ୍ଟରଙ୍କ ଆତ୍ମହତ୍ୟାର ଅନ୍ତରାଳେ♦️ ବଲାଙ୍ଗୀର ବନବିଭାଗରେ କୋଟି କୋଟି ହଡପ   24-Sep-2026
  ରାଜ୍ୟ  
କୁଟ୍ରୁମାଳି–ସିଜିମାଳି ଅଞ୍ଚଳର ଆଦିବାସୀ ଙ୍କୁ ସୁରକ୍ଷା ଦିଅ ନଚେତ ଦୁର୍ବାର ଆନ୍ଦୋଳନ ହେବ   24-Sep-2026
  ଜିଲ୍ଲା  
ସରକାରୀ ମହିଳା ମହାବିଦ୍ୟାଳୟରେ ଏନ୍. ଏସ୍. ଏସ୍ ଦିବସ ପାଳିତ   24-Sep-2026
  ଜିଲ୍ଲା  
ସିଦ୍ଧାର୍ଥ କନିଷ୍ଠ ମହାବିଦ୍ୟାଳୟରେ ଏନ.ଏସ.ଏସ ଦିବସ ପାଳିତ   24-Sep-2026
  ଜିଲ୍ଲା  
ବର୍ଷା ଯୋଗୁଁ ଘର ଉପରେ ପଡିଲା ବିରାଟ ତେନ୍ତୁଳି ଗଛ, ଅଳ୍ପକେ ବର୍ତ୍ତିଲେ ଚୈତନ ମାଝୀଙ୍କ ପରିବାର   24-Sep-2026
  ଜିଲ୍ଲା  
* *ସାହାଣୀ କପ୍ ଫୁଟବଲ୍ ଦ୍ୱିତୀୟ ଦିଵସ ପ୍ରଥମ ମ୍ୟାଚ୍ ବରଗଡ଼ ଦଳ ୪-୦ ରେ ଵିଜୟୀ , ଦ୍ୱିତୀୟ ମ୍ୟାଚ ୧-୧ ଗୋଲ ସ୍କୋର ହୋଇ ଉଭୟ ଦଳ ଦଳ କୁ ୧-୧- ପଏଣ୍ଟ ମିଳିଛି* -   24-Sep-2026
  ଜିଲ୍ଲା  
ଆଚାର ଜାର୍‌ରେ ଗଞ୍ଜେଇ ଚାଲାଣ ଯୋଜନା ପଣ୍ଡ ବଲାଙ୍ଗୀର ସହର ପୋଲିସର ଚଢ଼ାଉ, ୩୭ କେଜି ୬୫୦ ଗ୍ରାମ ଗଞ୍ଜେଇ ଜବତ; ୨ ଗିରଫ   24-Sep-2026
  ଜିଲ୍ଲା  
ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ରେ ଗଙ୍ଗାଧର ମେହେର ଜୟନ୍ତୀ ପାଳିତ   24-Sep-2026
  ଜିଲ୍ଲା  
ଗଭୀର ଅବପାତ ଉପକୂଳ ଅତିକ୍ରମ କରିଛି ; ସମନ୍ୱିତ ପ୍ରୟାସ ଓ ପ୍ରସ୍ତୁତିମୂଳକ ପଦକ୍ଷେପ ସହ ରାଜ୍ୟରେ ପରିସ୍ଥିତି ଉପରେ ନିରନ୍ତର ନଜର   24-Sep-2026
  ଜିଲ୍ଲା  
ପୁଣି ପିସି ପ୍ରସଙ୍ଗ : ଥାନାରେ ମାମଲା ଯୋଗାଣବିଭାଗରେ ପିସି କୁ ନେଇ ପାଟିତୁଣ୍ଡ !   24-Sep-2026
  ଜିଲ୍ଲା  
ଜୀବନ ସହ ସଂଘର୍ଷ କରୁଛନ୍ତି କିଡନୀ ରୋଗରେ ପୀଡିତ ସ୍ୱତାମ୍ବର ♦️ଉତ୍ତମ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ   24-Sep-2026
  ଜିଲ୍ଲା  
କୋଶଳ ସୁନ୍ଦରୀ ଆୱାର୍ଡ ୨୦୨୬ ସିଜନ-୦୬ ର ଫାଇନାଲ୍ ରାଉଣ୍ଡ ପ୍ରତିଯୋଗୀ ଚୟନ ପ୍ରକ୍ରିୟା ସମାପନ । ବରଗଡ ର ଶ୍ରାବ୍ୟା ସାନଭି ପଧାନ ବେଷ୍ଟଅଫ୍ ପିକ୍ ଘୋଷିତ   24-Sep-2026

You Might Also Like