-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   (23-Sep-2026)       ||      ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   (23-Sep-2026)       ||      ଜିଲ୍ଲା ବ୍ରାହ୍ମଣ ମହାସଭା   (23-Sep-2026)       ||      ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ    (23-Sep-2026)       ||      ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   (23-Sep-2026)       ||      *ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   (23-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (23-Sep-2026)       ||      ଟ୍ରେନରୁ ଖସି ପଡ଼ି ଯୁବକ ମୃତ   (23-Sep-2026)       ||      ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   (23-Sep-2026)       ||      ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ    (23-Sep-2026)       ||      ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   (23-Sep-2026)       ||      ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||     

HOME   ରାଜ୍ୟ

ଏବେ ବି କରୋନା ଯାଇଛି, ଢିଲା ଜମା ବି ମାରନି

13-Dec-2020



(ପ୍ରେରଣା ଖବର) ଭୁବନେଶ୍ୱର : ଦେଶ ତଥା ରାଜ୍ୟର କରୋନାସ୍ଥିତି କୁ ନେଇ ସଚେତନ କରାଇବା ସହ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ବରିଷ୍ଠ ଚିକିତ୍ସକ ତଥା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ଓଡିଶା ସଂଯୋଜକ ଡାଃ ମନୋଜ ସାହୁ । ଡାଃ ସାହୁ କହିଛନ୍ତି କରୋନା ଏବେ ବି ଅଛି, ଯୁଦ୍ଧ ରେ ସମ୍ପୂର୍ଣ୍ଣ ଭାବରେ ଆମେ ଜିତି ନାହୁଁ । ଆମେରିକା ର ସ୍ଥିତି ଏବେ ବି ସଙ୍ଗୀନ । ପ୍ରତ୍ୟକ ଦିନ ଦୁଇ ଲକ୍ଷ ରୁ ଅଧିକ କେସ୍ ସାମ୍ନାକୁ ଆସୁଛି । ମୃତ୍ୟୁ ସଂଖ୍ୟା ଦୈନିକ ୩,୦୦୦ ରୁ ଅଧିକ ରହୁଛି । ତେଣୁ ଏବେ ବି ଯଦି ଦେଖିବା ଆମ ଦେଶ ଭାରତ ରେ ସ୍ଥିତି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କୁ ଆସିନାହିଁ, ସଂକ୍ରମଣ ଏବେ ବି ଜାରି ରହିଛି । ଯଦି ଦେଖିବେ କର୍ଣାଟକର ଟେକ୍ନିକାଲ୍ ଆଡ଼ଭାଇଜୋରି କମିଟି କହିଛନ୍ତି ଜାନୁଆରୀ ଓ ଫେବୃଆରୀ ରେ କରୋନା ର ସେକେଣ୍ଡ ୱେଭ୍ ଆସିପାରେ କିନ୍ତୁ ଆମ ଓଡ଼ିଶା ରେ କି ଭାରତ ରେ ସେକେଣ୍ଡ୍ ୱେଭ୍ ଆସିବ କି ନାହିଁ ତାହା ନିର୍ଭର କରୁଛି ଆମ ମାନଙ୍କ ଉପରେ । ତେଣୁ ଆମମାନଙ୍କୁ ନିୟମାବଳୀ ମାନିବାକୁ ପଡ଼ିବ । ଭାରତ ରେ କିଛି ସପ୍ତାହ ମଧ୍ୟରେ ଟୀକାକରଣ ଆରମ୍ଭ ହେବ କିନ୍ତୁ ପର୍ଯ୍ୟାୟକ୍ରମେ ସମସ୍ତଙ୍କ ପାଖରେ ପହଞ୍ଚିବାକୁ ସମୟ ଲାଗିବ । କିନ୍ତୁ ଟୀକାକରଣ ପରେ ବି ଯେତେ ପର୍ଯ୍ୟନ୍ତ କରୋନା ବିଲୁପ୍ତ ହୋଇନାହିଁ ଆମକୁ ନିୟମ ମାନିବାକୁ ପଡ଼ିବ । ଏବେ ପର୍ବ ପର୍ବାଣୀ ଚାଲିଛି, ଆଗକୁ ନୂଆ ବର୍ଷ ଅଛି, ବଡଦିନ ଆସୁଛି, ଶୀତ ଦିନ ଆସିଛି, ଶୀତ ଦିନେ ସଂକ୍ରମଣ ବଢିବା ର ଆଶଙ୍କା ମଧ୍ୟ ଅଛି, ଶୀତ ଦିନେ ପ୍ରଦୂଷଣ ମଧ୍ଯ ବଢ଼ିପାରେ । ତେଣୁ ଏହି ସମୟରେ ଆମେ ସଜାଗ ରହିବା ଉଚିତ୍, ଅସାବଧାନତା ଅବଲମ୍ବନ କରିବା ଜମାବି ଠିକ୍ ନୁହଁ । ସାଢେ ଚାରି କୋଟି ଓଡିଶାବାସୀ ଓ ୧୧୩ କୋଟି ଭାରତବାସୀ ଏତେ ବଳିଦାନ, ତ୍ୟାଗ ପରେ ଆମେ ଯେଉଁ ଯୁଦ୍ଧ ଜିତିବା ପାଇଁ ଯାଉଛୁ, ଆମେ ଯୁଦ୍ଧ ର ଶେଷ ପର୍ଯ୍ୟାୟ ରେ କାହିଁକି ଅସବାଧନତା ରହିବୁ? ତେଣୁ ଆମେ ଏବେ ସମସ୍ତେ ସହଯୋଗ କରିବା ଦରକାର, ସମସ୍ତେ ନିୟମାବଳୀ ମାନିବା ଦରକାର । ଦେଖାଯାଉଛି କିଛି ଯୁବ ପିଢି ଭାଇ ଭଉଣୀ ମାନେ ଯେତେବେଳେ ବାହାରକୁ ଯାଉଛନ୍ତି ମାସ୍କ ପିନ୍ଧି ନାହାଁନ୍ତି, ସାମାଜିକ ଦୂରତା ମାନୁ ନାହାଁନ୍ତି, ନିୟମାବଳୀ ପାଳନ କରି ନାହାଁନ୍ତି, କିନ୍ତୁ ଏହି ସମୟରେ ସେସବୁ ମାନିବା ଆମର ଦାୟିତ୍ଵ ଓ କର୍ତ୍ତବ୍ୟ, କାରଣ ଆମେ ମାନିଲେ ଆମେ ଯୁଦ୍ଧ କୁ ଜିତିବୁ, ଆମେ ନିଜକୁ ଓ ନିଜ ପରିବାରକୁ ବଞ୍ଚାଇ ରଖିବୁ । ତେଣୁ ଏହି ସମୟରେ ସାବଧାନତା ଅବଲମ୍ବନ କରିବାକୁ ପଡିବ, ଆମେ ଯଦି ଏତିକିବେଳେ ପୂର୍ବର ବଳିଦାନ ଓ ତ୍ୟାଗ କୁ ଭୁଲି ଯିବୁ, ଅସାବଧାନ ହେବୁ ତାହାହେଲେ ସଂକ୍ରମଣ ପୁଣି ବଢିବ । ତେଣୁ ସବୁ ନିର୍ଭର କରୁଛି ଆମ ମାନଙ୍କଉପରେ, ଏହି ସମୟ ଅବହେଳା ର ସମୟ ନୁହଁ । ତେଣୁ ମୋର ସାଢେ ଚାରି କୋଟି ଓଡ଼ିଆ ଭାଇ ଭଉଣୀ ମାନଙ୍କୁ ମୋର ଅନୁରୋଧ ଆମେ ଯୁଦ୍ଧ କୁ ଜିତିବାକୁ ଯାଉଛୁ, ଓଡିଶା ବହୁତ୍ ଭଲ ସ୍ଥିତି ରେ ଅଛି, ଆମେ ବହୁତ୍ ପର୍ବ ପର୍ବାଣୀ ରେ ବହୁତ୍ ନିୟମ ମାନିଛୁ ।
ଯଦି ଆମେ ଏତେ କଷ୍ଟ କରିଛୁ, ଏତେ ତ୍ୟାଗ କରିଛୁ, ଶେଷ ପର୍ଯ୍ୟାୟ ରେ ଆମେ କାହିଁକି ଅବହେଳା କରିବୁ? ଯେଉଁ ଯୁଦ୍ଧ କୁ ଆମେ ଜିତିବାକୁ ଯାଉଛୁ ପୁଣି ଆମେ କାହିଁକି କଷ୍ଟ ସହିବୁ । ଏବେ ଦେଖନ୍ତୁ ଦକ୍ଷୀଣ ଆଫ୍ରିକା ରେ ସେକେଣ୍ଡ ୱେଭ ଆରମ୍ଭ ହୋଇଗଲାଣି, ୟୁରୋପ ରେ ସଂଖ୍ୟା ବଢୁଛି, ତେବେ ଯଦି ସାମ୍ନା ରେ ଦେଖୁଛୁ ବିପଦ ଅଛି, ବିପଦ ଘନେଇ ଆସୁଛି, ଆମେ ଏତେ ଭଲ ଅବସ୍ଥା ରେ ଅଛୁ, ତେଣୁ ଯଦି ଆମେ ଉପଲବ୍ଧ କରିପାରୁଛୁ, ଏହି ସମୟରେ ଆମେ ଅବହେଳା କରିବା ଉଚିତ୍ ନୁହଁ । ଏ ସମୟରେ ଆମେ ଯଦି ଅଳ୍ପ ସଚେତନତା ଅବଲମ୍ବନ କରିବୁ, ନିୟମାବଳୀ ମାନିବୁ, ସମ୍ପୂର୍ଣ୍ଣ ଭାବେ ସରକାର ଙ୍କୁ ସହଯୋଗ କରିବୁ ତାହାହେଲେ ଆମେ ଅଳ୍ପ ଦିନରେ କରୋନା ଯୁଦ୍ଧରେ ଜିତିବୁ, କରୋନା ସମ୍ପୂର୍ଣ୍ଣ ଭାବେ ବିଲୁପ୍ତ ହେବ । ଆଗରୁ ଆମ ପୃଥିବୀ ଇତିହାସ୍ ରେ ବହୁତ୍ ମହାମାରୀ ଆସିଛି, ବହୁତ୍ ମହାମାରୀ ବିଲୁପ୍ତ ହୋଇଛି, ତେଣୁ ଏହା ନିଷ୍ଠୁର ସତ୍ୟ କରୋନା ର ମଧ୍ୟ ବିଲୁପ୍ତ ହେବ । ଏ ସବୁ ନିର୍ଭର କରୁଛି ଆମ ମାନଙ୍କ ଉପରେ । ଭାକସିନ୍ ଆସିବା ପରେ ବି କରୋନା ର ବିଲୁପ୍ତ ସଙ୍ଗେ ସଙ୍ଗେ ହେବ ନାହିଁ, ଟିକାକରଣ ପରେ ବି କରୋନା ର ପ୍ରକୋପ ଓ ପ୍ରଭାବ ରହିବ । ଟୀକାକରଣ ପରେ ବି ଆମକୁ ନିୟମ ସମ୍ପୂର୍ଣ୍ଣ ଭାବେ ମାନିବାକୁ ପଡ଼ିବ । ତେଣୁ କରୋନାର ବିଲୁପ୍ତି ପର୍ଯ୍ୟନ୍ତ ଆମକୁ ସମସ୍ତ ନିୟମ କୁ ମାନିବାକୁ ପଡ଼ିବ, ନିୟମ ମାନିଲେ ଆମେ ଏ ଯୁଦ୍ଧ ଜିତିବୁ ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଦୁବିଆ ଗାଁରେ ୭ ବର୍ଷ ଧରି ମଦ ବନ୍ଦ: ମଦମୁକ୍ତ ଗାଁ ଭାବେ ଆଖପାଖ ଅଞ୍ଚଳରେ ଚର୍ଚ୍ଚା   23-Sep-2026
  ଜିଲ୍ଲା  
ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍‌ରେ ସ୍ଥାନ ପାଇଲେ ସଚିନ ବେହେରା ୫ କେଜି ଆଙ୍କଲ୍ ୱେଟ୍ ପିନ୍ଧି ଗୋଟିଏ ଗୋଡ଼ରେ ମାରିଲେ ୮୮ଟି ନି-ଷ୍ଟ୍ରାଇକ୍   23-Sep-2026
  ଜିଲ୍ଲା  
ଜିଲ୍ଲା ବ୍ରାହ୍ମଣ ମହାସଭା   23-Sep-2026
  ଜିଲ୍ଲା  
ଜିଲ୍ଲାସ୍ତରୀୟ ସଂସ୍କୃତ ଦିବସ ମହୋତ୍ସବ ଓ ଶିକ୍ଷକ ସମ୍ମିଳନୀ   23-Sep-2026
  ଜିଲ୍ଲା  
ବ୍ଲକସ୍ତରୀୟ ସେବା ସଂକଳ୍ପ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ   23-Sep-2026
  ଜିଲ୍ଲା  
*ଉନ୍ନୟନର ଦାବି କାଗଜରେ, ଦୁର୍ଦ୍ଦଶାରେ ବାବେବିର ଠାରୁ ବର୍ତ୍ତନସିଲ ରାସ୍ତା!*   23-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   23-Sep-2026
  ଜିଲ୍ଲା  
ଟ୍ରେନରୁ ଖସି ପଡ଼ି ଯୁବକ ମୃତ   23-Sep-2026
  ଜିଲ୍ଲା  
ଅବକାରୀ ବିଭାଗର ଅଜବ ନୀତି - ବିଦେଶୀ ମଦ ଦୋକାନୀକୁ ଅହେତୁକ ଅନୁକମ୍ପା! ଟିଟିଲାଗଡ଼ରେ ଚର୍ଚ୍ଚା!   23-Sep-2026
  ଜିଲ୍ଲା  
ଦେହେଲୀ ଗ୍ରାମରେ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   23-Sep-2026
  ଜିଲ୍ଲା  
ଭୂମି ଅଧିକାର ଓ ଚାଲିଥିବା ବସ୍ତି ଉଛେଦ ବନ୍ଦ ଦାବିରେ ବସ୍ତି ବାସିନ୍ଦାଙ୍କ ମିଳିତ ମଞ୍ଚର ବିଶାଳ ବିକ୍ଷୋଭ*   23-Sep-2026
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026

You Might Also Like