-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
13-Dec-2020
(ପ୍ରେରଣା ଖବର) ବଲାଙ୍ଗିର: ଚର୍ଚ୍ଚାରେ ବଲାଙ୍ଗିର ଜିଲ୍ଲା କାରାଗାର। ଜେଲ୍ ଭିତରେ ଅନେକ ହାର୍ଡକୋର ଅପରାଧି ରହୁଥିବା ବେଳେ ଜେଲ୍ କର୍ତ୍ତୃପକ୍ଷଙ୍କୁ ଘାରିଛି ସୁରକ୍ଷା ଚିନ୍ତା । କର୍ମଚାରୀଙ୍କ ଅଭାବ ଯୋଗୁଁ କମ ସଂଖ୍ୟକ କର୍ମଚାରୀରେ ସୁରକ୍ଷା ଯୋଗାଇବା ବଡ ଚ୍ୟାଲେଜଂ ସୃଷ୍ଟି ହୋଇଛି । ଜେଲ ଭିତରୁ ଡି ବ୍ରଦର୍ସ-ସୁଶାନ୍ତ ଧଳ ସାମନ୍ତ, ଅପରାଧି ସାମ୍ରାଜ୍ୟ ଚଳାଉଥିବା ନେଇ ଚର୍ଚ୍ଚା ହେଉଛି । ଆଉ ଏପରି ସମୟରେ ବଲାଙ୍ଗିର ଜେଲ କଥା ସାମ୍ନାକୁ ଆସିଛି । ଜେଲରେ ଅନେକ ବିଚାରଧୀନ କଏଦୀ ରହୁଛନ୍ତି ଆଉ ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ ନେଇ ଚର୍ଚା ଚାଲିଛି ।