-+91-9937148622 |
prerana_bgr@rediffmail.com |
Saturday 13th June 2026 |
R.N.I. Regd No. ODIODI/2010/46693
Breaking News
31-Jul-2023
ନୂଆପଡା(ବିଶି ଚନ୍ଦନ ମାଝୀ ): ପୁଣି ଏକ ବାଛୁରୀକୁ ଗୁହାଳ ରୁ ଟାଣି ମାରି ଖାଇଲା କଲରିଆ ପତରିଆ ବାଘ। ନୂଆପଡା ରେଞ୍ଜ ର ଅମାନରା ବିଟ ଅନ୍ତର୍ଗତ ତରିଆ ମହୁଆ ଭଟ୍ଟା ଗାଁ ର ହୁମନ୍ ନାୟକ ଙ୍କ ଗୁହାଳ ରୁ ବାଛୁରୀ କୁ ବାଘ ମାରି ଖାଇଥିବା ଅଭିଯୋଗ ପରେ ଘଟଣା ସ୍ଥଳ ରେ ପହଞ୍ଚି ଛି ବନବିଭାଗ