-+91-9937148622 |

prerana_bgr@rediffmail.com |

  Friday 2nd October 2026 |

| | | |

R.N.I. Regd No. ODIODI/2010/46693

Breaking News

ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    (02-Oct-2026)       ||      କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   (02-Oct-2026)       ||      ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   (02-Oct-2026)       ||      ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   (02-Oct-2026)       ||      *ଅକ୍ଟୋବର ୨ ନବରଙ୍ଗପୁର ଜିଲ୍ଲା ପ୍ରତିଷ୍ଠା ଦିବସ*   (02-Oct-2026)       ||      ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   (02-Oct-2026)       ||      ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   (02-Oct-2026)       ||      ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   (01-Oct-2026)       ||      ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   (01-Oct-2026)       ||      ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା    (01-Oct-2026)       ||      ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   (01-Oct-2026)       ||      *ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   (01-Oct-2026)       ||      ଚାକିରୀ ଜୀବନରୁ ଅବସର ନେଲେ ସୁଜାତା ମ୍ୟାଡ଼ମ(ସବୁ ମହଲରୁ ଭବ୍ୟ ସମ୍ବର୍ଦ୍ଧନା)   (01-Oct-2026)       ||      ଲୋଇସିଂହା ଠାରେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ    (01-Oct-2026)       ||      ଟିଟିଲାଗଡରେ ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସ – ୨୦୨୬   (01-Oct-2026)       ||      ଗନ୍ଧରେଲ ରାଧାକୃଷ୍ଣମନ୍ଦିର ପରିସରରେ ସ୍ୱଚ୍ଛସର୍ବେକ୍ଷଣ କାର୍ଯ୍ୟକ୍ରମ   (01-Oct-2026)       ||      ଓମ୍ଫେଡର ୨୯ତମ ସାଧାରଣ ପରିଷଦ ବୈଠକ ଶେଷ • ୨୦୨୬-୨୭ରେ ୧୩୦୦ କୋଟି ଟଙ୍କା କାରବାର ଲକ୍ଷ୍ୟ • ଦୁଗ୍ଧ ସଂଗ୍ରହ ଓ ବିପଣନ ବ୍ୟବସ୍ଥା ସମ୍ପ୍ରସାରଣ ଉପରେ ଗୁରୁତ୍ୱ · ଚାଷୀଙ୍କ ଆର୍ଥିକ ବିକାଶକୁ ପ୍ରାଥମିକତା   (01-Oct-2026)       ||      ମା କୁଶଙ୍ଗାଇ ଙ୍କ ଷୋହଳ ପୂଜା ପାଇଁ ପ୍ରସ୍ତୁତି ବୈଠକ   (01-Oct-2026)       ||      *ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମ*   (01-Oct-2026)       ||      ବରପାଲି ଗଙ୍ଗାଧର କଳା ପରିଷଦ ତରଫରୁ ନୁଆଁ ଖାଇ ଭେଟଘାଟ କାର୍ଯ୍ୟକ୍ରମ - ୨୦୨୬   (01-Oct-2026)       ||     

HOME   ଜିଲ୍ଲା

ଏବେବି ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ସୁବର୍ଣ୍ଣପୁର ଜ଼ିଲ୍ଲା ଝରାପଡା ଗ୍ରାମବାସୀ

23-Jul-2023



ସୁବର୍ଣ୍ଣପୁର(ମନୋରଞ୍ଜନ ତ୍ରିପାଠୀ ): ଦେଶ ଏବେ ଆଜାଦି ର ଅମୃତ ମହୋତ୍ସବ ଆଡମ୍ବର ରେ ପାଳନ କରୁଥିବା ବେଳେ ସୁବର୍ଣ୍ଣପୁର ଜିଲ୍ଲାର ବିନିକା ବ୍ଲକ ଅନ୍ତର୍ଗତ ସେଲେଡି ଗ୍ରାମ ପଞ୍ଚାୟତର ଝରାପଡା ଗ୍ରାମରେ ବସବାସ କରୁଥିବା ପ୍ରାୟ କୋଡିଏ ଟି ପରିବାର ନିଜର ସର୍ବନିମ୍ନ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଏକ ଅକଥନୀୟ ଦୁର୍ଦ୍ଦଶା ରେ ଜୀବନ ବିତାଉଥିବା ଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ନାଁ ଅଛି ପିଇବା ପାଣି ର ସୁବିଧା ନାଁ ଅଛି ବିଦ୍ୟୁତ, ଅଧା ପାଳ ଅଧା ପଲିଥିନ ମାଟି ଘର କୁ ଘୋଡାଇ ବର୍ଷା ପାଣି ପୁଣି ସରିସୃପଙ୍କ ଭୟ ରେ ରାତି ଉଜାଗର ରହୁଛନ୍ତି l ଦୀର୍ଘ ୫ ବର୍ଷ ପୂର୍ବ ରୁ ଏହି ବସ୍ତି ରେ ଶିକ୍ଷା ରୁ ସମ୍ପୂର୍ଣ ବଞ୍ଚିତ ହୋଇ ଆସୁଥିବା ମୂଳ ସାଦ୍ରୀ ଭାଷା କହୁଥିବା ଏହି ସମ୍ପ୍ରଦାୟ ର

ଲୋକେ କିଛି ସାମ୍ବାଦିକ ଙ୍କୁ ଦେଖି ତାଙ୍କ ସବୁ ଦୁଃଖ ଜଣାଇ ଭାବ ବିହ୍ଵଳ ହୋଇ ଯାଇଥିଲେ l ଏହି ବସ୍ତି ରେ ଅଛନ୍ତି ଯଜ୍ଞ ଝରା,ଜାଲ ଝରା ନାମ୍ନୀ ଦୁଇ ଜଣ ବିଧବା ମହିଳା, ଶରତ ଝରା, ସୋନିଆ ଝରା,ନୟନା ଝରା, ସୁକାନ୍ତିଝରାଙ୍କବୟସ ଷାଠିଏରୁ ଅତିକ୍ରାନ୍ତ ହୋଇଥିବା ବେଳେ ନା ସେମାନେ ଵିଧବା ଓ ବାର୍ଦ୍ଧକ୍ୟ ଭତ୍ତା ପାଉଛନ୍ତି ନା ସେମାନଙ୍କ ପାଖରେ ରେସନ କାର୍ଡ ଅଛି ଖାଲି ଆଧାର କାର୍ଡ ଓ ଭୋଟପରିଚୟ ପତ୍ର ଧରି ସେମାନେ ନିଜ ପରିଚୟ ଜାହିର କରୁଛନ୍ତି ସିନା ସେ ବସ୍ତିରେ ଜନ୍ମିତ ଛୁଆମାନେ ମଧ୍ୟ ଫୁଙ୍ଗୁଳା ଦେହରେ ନିଜନିଜର ଶୈଶବ ଖୋଜୁଛନ୍ତି। ନିକଟରେ ଅଙ୍ଗନବାଡ଼ି ସେଣ୍ଟର ଥିଲେ ମଧ୍ୟ ସେମାନଙ୍କ ପାଇଁ ତାହା ସ୍ଵପ୍ନ ହୋଇଛି l କିଛିପିଲା ପାଖଗ୍ରାମ ତୁଲୁଣ୍ଡିପାଲି ପ୍ରାଥମିକ ବିଦ୍ୟାଳୟକୁ ପଢ଼ିବା ପାଇଁ ଯାଉଛନ୍ତି। ସେମାନେ ପାଖl ପାଖି କୋଡିଏ ପରିବାର ସେଠାରେ ଅଛନ୍ତି ହେଲେ କେବଳ ଭୋଟ ବେଳେ ବିଭିନ୍ନ ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ତାଙ୍କପାଖରେ ପହଂଚି କେବଳ ନାନା ପ୍ରତିଶୁତି ଦେଇ ଆସିଛନ୍ତି ସିନା ସେମାନଙ୍କ ପାଇଁ ସର୍ବନିମ୍ନ ଆବଶ୍ୟକତା ଯୋଗାଇଦେବା ପାଇଁ ଭୂଲି ଯାଇଛନ୍ତି l ତାଙ୍କ ଭିତରୁ କେବଳ ଜଣେ ମହିଳା ବାବି ବେହେରା ପାଞ୍ଚ କେଜି ଚାଉଳ ଓ ଗୋଟିଏ ପରିବାର ସେଲେଡି ଗ୍ରାମପଞ୍ଚାୟତର ଗିନୁ ଝରା ଙ୍କ ନାମରେ ପଚିଷ କେଜି ଚାଉଳ ର ଗୋଟିଏ ଖାତାରେ କାର୍ଡ ନମ୍ବର ପକାଇ ପାଇଛନ୍ତି, ହେଲେ ସେମାନେ ବିଏସକେୱାଇ କାର୍ଡ ରୁ ମଧ୍ୟ ବଞ୍ଚିତ ଅଛନ୍ତି। ଯା ଦ୍ୱାରା କି ଲୁହl ଝରା ନାମକ ଜଣେ ୧୮ ବର୍ଷୀୟ ଭିନ୍ନକ୍ଷମ ଯୁବକ ଙ୍କ ପାଇଁ ବର୍ତମାନ ଜରୁରୀ ଚିକିତ୍ସା ଆବଶ୍ୟକ ହୋଇ ପଡିଛି l ପୂର୍ବେ ଏମାନଙ୍କ କୌଳିକ ବୃତ୍ତି ଥିଲା ମାଣ, ଜାଗର, ତାମ୍ବୀ ତମ୍ବା ଓ କଂସା ବାସନ ତିଆରି କରିବା, କିନ୍ତୁ ବଜାର ରେ ଏବେ ଏହାର ଚାହିଦା କମି ଯିବାରୁ ସେମାନେ ତମ୍ବା ମୁଦି, ଚୁଟିକି, ବଳା, ପଥର ମୁଦି, ଆଦି ବିଭିନ୍ନ ସାମଗ୍ରୀ ତିଆରି କରି ଜୀବିକା ନିଭାଉଛନ୍ତି l ଆଉ କିଛି ଲୋକ ଚାଷ ରେ ତ କିଛି ଲୋକ ପାଖଗାଁ ର ଶ୍ରମିକ ସର୍ଦ୍ଦାର ହାବୁଡ଼ ରେ ପଡି ବାହାର ରାଜ୍ୟ କୁ ଦାଦନ ଖଟିବାକୁ ଯାଇ ଯାଇ ନାନା ନିର୍ଯାତନା ର ଶିକାର ହୋଇଛନ୍ତି l ଏପରିକି ରାଜୁ ଓ ସୁରୁବାଲି ଉଭୟେ ସ୍ୱାମୀ ସ୍ତ୍ରୀ ଦୁଇ ନାବାଳକ ପିଲା ଙ୍କୁ ଛାଡି ଏବେ ଵି ଏକ କମ୍ପାନୀ ମାଲିକର ନଜର ବନ୍ଦୀ ରେ ଅଛନ୍ତି l ପତ୍ତା ମିଳୁନି

ତାଙ୍କର ଏପରି ସ୍ଥଳେ ଉଭୟ ପିଲା ଭୟଭୀତ ଅବସ୍ଥାରେ ଅଛନ୍ତି। ଘଟଣା ସ୍ଥଳକୁ ଯାଇଥିବା ଓଡିଶା ସାମ୍ବାଦିକ ସଂଘ ର ସୋନପୁର କର୍ମକର୍ତ୍ତା ସେଠାରୁ ସୁବର୍ଣ୍ଣପୁର ଜ଼ିଲ୍ଲାପାଳ ବିମଳେନ୍ଦୁ ରାୟ ଙ୍କୁ ଏଇ ଗାଁ ର ଦୁଃଖ ଦୁର୍ଦଶା ଉପରେ ଦୃଷ୍ଟି ଆକର୍ଷଣ କରିବାରୁ ଜ଼ିଲ୍ଲାପାଳ ବିନିକା ବିଡ଼ିଓ ଓ ତହସିଲଦାର ଙ୍କୁ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିବା ବିଷୟ ଏହି ମିଡ଼ିଆ ଗ୍ରୁପ କୁ କହିଥିଲେ l ସ୍ଥାନୀୟ ସେଲେଡି ସରପଞ୍ଚ ଙ୍କ ପ୍ରତିନିଧି ଗୈ।ର ସୁନାଙ୍କୁ ଭେଟିବାରୁ ସେ ମଧ୍ୟ ପ୍ରଥମେ ପିଇବା ପାଣିପାଇଁ ନଳକୂପ ଖୋଳାଇବା ସହ ବିଦ୍ୟୁତ ସଂଯୋଗ ର ସୁବିଧା ଓ ସମସ୍ତ ଙ୍କ ଆଧାର କାର୍ଡ ପ୍ରସ୍ତୁତ ପାଇଁ ଚେଷ୍ଟା କରିବି ବୋଲି କହିଥିଲେ l ସ୍ମରଣଯୋଗ୍ୟ ଯେ ସୋନପୁର -ବିନିକା ମୁଖ୍ୟ ରାସ୍ତା ର ଅନତି ଦୁରରେଥାଇ ସୁଦ୍ଧା ଏତେ ଅବହେଳା ର ଶୀକାର ହୋଇ ସମସ୍ତ ସରକାରୀ ସୁବିଧା ରୁ ବଞ୍ଚିତ ହୋଇଥିବା ଘଟଣାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ସ୍ଥାନୀୟ ବୁଦ୍ଧିଜୀବୀ ଏପରିକି ଜିଲ୍ଲା ପାଳ ସିଧାସଳଖ ଏହି ଘଟଣାରେ ହସ୍ତକ୍ଷେପ କରି ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜନସାଧାରଣ ରେ ଦାବି ହୋଇଛି


News Comment




Photo in News

Advertisment
Lastest News
  ଜିଲ୍ଲା  
ଟିଟିଲାଗଡ ଉପଖଣ୍ଡ ପ୍ରଶାସନ ଓ ପୌର ପରିଷଦ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ    02-Oct-2026
  ଜିଲ୍ଲା  
କଟକ ସଦର ବ୍ଲକ କଂଗ୍ରେସ କମିଟି ତରଫରୁ ମହାତ୍ମା ଗାନ୍ଧୀ ଓ ଲାଲ୍ ବାହାଦୁର ଶାସ୍ତ୍ରୀ ଜୟନ୍ତୀ ପାଳିତ   02-Oct-2026
  ଜିଲ୍ଲା  
ସୁବର୍ଣ୍ଣପୁର ମୁଖ୍ୟ ଚିକିତ୍ସାଳୟ ଠାରେ ଜାତୀୟ ସ୍ବେଚ୍ଛା କୃତ ରକ୍ତ ଦାନ ଶିବିର ଓ ସଚେତନତା ସଭା ଅନୁଷ୍ଟିତ   02-Oct-2026
  ଜିଲ୍ଲା  
ଡାବୁଗାଁ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଅନ୍ତର୍ଜାତୀୟ ବୟସ୍କ ବ୍ୟକ୍ତି ଦିବସ ଓ ସ୍ବଚ୍ଛତା ହିଁ ସେବା ୨୦୨୬ କାର୍ଯ୍ୟକ୍ରମର ସଫଳତା ଉପରେ ପ୍ରଶ୍ନବାଚୀ?   02-Oct-2026
  ଜିଲ୍ଲା  
*ଅକ୍ଟୋବର ୨ ନବରଙ୍ଗପୁର ଜିଲ୍ଲା ପ୍ରତିଷ୍ଠା ଦିବସ*   02-Oct-2026
  ଜିଲ୍ଲା  
ବିଶ୍ୱ ଜଳାତଙ୍କ ଦିବସରେ ସଚେତନତା ବାର୍ତ୍ତା, ଜଳାତଙ୍କରୁ ସୁରକ୍ଷା ପାଇଁ ସଚେତନ ହେବାକୁ ଆହ୍ୱାନ   02-Oct-2026
  ଜିଲ୍ଲା  
ହୀରାକୁଦ ର ଚର୍ଚ୍ଚିକା ରାନୀଙ୍କୁ ମିଳିଲା ଗ୍ଲୋବାଲ୍ ଆଇକନ୍ ଅଫ୍ ଇଣ୍ଡିଆ ର ସମ୍ମାନ |   02-Oct-2026
  ଜିଲ୍ଲା  
ଦୁର୍ଗାପୂଜା ଓ ଦୀପାବଳି ୨୦୨୬ ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ   01-Oct-2026
  ଜିଲ୍ଲା  
ମହାବୀର ପଡା ରେ ବରିଷ୍ଟ ନାଗରିକ ଦିବସ ପାଳିତ   01-Oct-2026
  ଜିଲ୍ଲା  
ଅନ୍ତର୍ଜାତୀୟ କରାଟେରେ ଶରଣ୍ୟା ସାହୁ ଓ ଶ୍ରେୟାନ୍ସ ସାହୁଙ୍କ ଉଲ୍ଲେଖନୀୟ ସଫଳତା ପାଈଁ ଲାୟନ୍ସ କ୍ଲବ ଟିଟିଲାଗଡ ତରଫରୁ ଦିଆଗଲା ସମ୍ବର୍ଦ୍ଧନା   01-Oct-2026
  ଜିଲ୍ଲା  
ବଲାଙ୍ଗିରରେ ଜାତୀୟ ଲନ୍ ବଲ ଚାମ୍ପିଅନସିପ୍ ♦️ଅକ୍ଟୋବର ୨୩ରୁ ୨୬ ଯାଏ ପ୍ରତିଯୋଗିତା   01-Oct-2026
  ଜିଲ୍ଲା  
*ସାହାଣୀ କପ୍ ଫୁଟବଲ୍ ଅଷ୍ଟମ ଦିବସ ରେ ପୁରୀ ଓ କଟକ ଵିଜୟୀ*- *ଗୀତ ନାଚ ରେ ଜମିଲା ଗାନ୍ଧି ଷ୍ଟାଡିୟମ୍* -   01-Oct-2026

You Might Also Like